"ସିଓଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି:
{{ଛୋଟ|Seoul}}
'''ସିଓଲ୍''' (କୋରିଆନ୍: 서울 [sʌ.ul] ହେଉଛି [[ଦକ୍ଷିଣ କୋରିଆ]]ର ରାଜଧାନୀ । ୯.୭ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ମହାନଗର ଦେଶର ଉତ୍ତର-ପଶ୍ଚିମ ଦିଗରେ ହାନ-ଗାଙ୍ଗ ନଦୀକୂଳରେ ଅବସ୍ଥିତ ।<ref name="encyclopediabritannica">{{cite web |title=Seoul {{!}} national capital, South Korea |url=https://www.britannica.com/place/Seoul |website=Encyclopedia Britannica |accessdate=6 November 2020 |language=en}}</ref> ଏକ ବିଶ୍ଵବିଶ୍ୱ ସ୍ତରୀୟ ସହର ଭାବରେ ପରିଗଣିତ ହୋଇଥିବା ସିଓଲ୍ ଟୋକିଓ, ନ୍ୟୁୟର୍କ ସିଟି ଏବଂ ଲସ୍ ଆଞ୍ଜେଲସ୍ ପରେ ୨୦୧୪ରେ ବିଶ୍ଵରବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ମହାନଗର । ୨୦୧୭ ସୁଦ୍ଧା, ସିଓଲରେ ଜୀବନଯାପନର ଖର୍ଚ୍ଚ ମାପକରେ ବିଶ୍ଵବିଶ୍ୱ ସ୍ତରରେ ଏହାର ସ୍ଥାନ ରହିଥିଲା ଷଷ୍ଠ ​।
 
ଦେଶର ପ୍ରମୁଖ ବୈଷୟିକ ପେଣ୍ଠସ୍ଥଳୀଭାବେ ପରିଗଣିତ ଏହି ମହାନଗରର ସିଓଲ୍ କ୍ୟାପିଟାଲ୍ ଏରିଆରେ ସାମସଙ୍ଗ, ଏଲ.ଜି (LG), ଏବଂ ହୁଣ୍ଡାଇ ସମେତ ୧୪ ଗୋଟି ଫର୍ଚ୍ୟୁନ୍ ଗ୍ଲୋବାଲ୍-୫୦୦ କମ୍ପାନୀର ମୁଖ୍ୟାଳୟ ରହିଛି । ବିଶ୍ଵସ୍ତରୀୟବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜକ ଭାବେ ପାଞ୍ଚଟି ଅଗ୍ରଣୀ ମହାନଗର ମଧ୍ୟରୁ ଗୋଟିଏ ହୋଇଥିବାରୁ ବିଶ୍ଵବିଶ୍ୱ ବ୍ୟାପାରରେ ଏହାର ପ୍ରମୁଖ ପ୍ରଭାବ ପକାଇପାରିଛି <ref name="uia.be">{{cite web |title=Press Release |url=http://www.uia.be/sites/uia.be/files/documents/statistics/press/press12.pdf |website=www.uia.be |accessdate=6 November 2020}}</ref>। ସିଓଲ୍, ୧୯୮୬ ଏସିଆନ୍ ଗେମ୍ସ, ୧୯୮୮ ଗ୍ରୀଷ୍ମ ଅଲିମ୍ପିକ୍ସ, ୨୦୦୨ ଫିଫା ବିଶ୍ୱକପ୍ (ଜାପାନ ସହିତ) ଏବଂ ୨୦୧୦ ଜି -୨୦ ସିଓଲ୍ ଶିଖର ସମ୍ମିଳନୀ ଆୟୋଜନ କରିଛି ।
 
ଏକ ସଂକ୍ଷିପ୍ତ କାଳ(୧୩୯୯–୧୪୦୫), ବ୍ୟତିରେକ ସିଓଲ୍ ୧୩୯୪ରୁ ୧୯୪୮ ମସିହାରେ ଦେଶର ଆନୁଷ୍ଠାନିକ ବିଭାଜନ ପର୍ଯ୍ୟନ୍ତ କୋରିଆର ରାଜଧାନୀ ଥିଲା । ହାନ ନଦୀ କୂଳରେ ଅବସ୍ଥିତ, ସିଓଲର ଇତିହାସ ଦୁଇ ହଜାର ବର୍ଷରୁ ଅଧିକ ସମୟ ବ୍ୟାପ୍ତ, ଯେତେବେଳେ ଏହା ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାବ୍ଦୀରେ କୋରିଆର ତିନୋଟି ରାଜ୍ୟ ମଧ୍ୟରୁ ବାକେଜେର ଲୋକଙ୍କଦ୍ଵାରାଲୋକଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ପରେ ଏହି ସହରଟି ଜୋସନ୍ ରାଜବଂଶ ଅଧୀନରେ କୋରିଆର ରାଜଧାନୀ ଭାବରେ ମାନ୍ୟତା ପ୍ରାପ୍ତ ହେଲା । ସହରର ଉତ୍ତର ସୀମା ବୁଖାନ୍ ପର୍ବତଦ୍ୱାରା ଘେରି ରହିଛି । ଏହାର ଦୀର୍ଘ ଇତିହାସ ପରି, ସିଓଲ୍ କ୍ୟାପିଟାଲ୍ ଏରିଆରେ ପାଞ୍ଚଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ରହିଛି: ଚାଙ୍ଗଡେକ୍ ପ୍ୟାଲେସ୍, ହ୍ୱାସଙ୍ଗ ଦୁର୍ଗ, ଜୋଙ୍ଗମିଓ ପୁଣ୍ୟକ୍ଷେତ୍ର, ନାମହାନସେଙ୍ଗ ଏବଂ ଜୋସନ୍ ରାଜବଂଶର ରାଜକୀୟ ସମାଧୀ ।<ref name="unesco">{{cite web |last1=Centre |first1=UNESCO World Heritage |title=Republic of Korea |url=https://whc.unesco.org/en/statesparties/kr |website=UNESCO World Heritage Centre |accessdate=6 November 2020 |language=en}}</ref> ୨୦୧୪ ମସିହାରେ ସିଓଲକୁ ୧୦ ମିଲିୟନରୁ ଅଧିକ ଆନ୍ତର୍ଜାତୀୟ ପରିଦର୍ଶକ ଆସିଥିଲେ । ଏହା ବିଶ୍ଵରବିଶ୍ୱର ନବମ ସର୍ବାଧିକ ପରିଦର୍ଶିତ ସହର ତଥା ପର୍ଯ୍ୟଟନଶିଳ୍ପରେ ଚତୁର୍ଥ ବୃହତ୍ତମ ରୋଜଗାରକାରୀ ଭାବରେ ପରିଗଣିତ ହୁଏ ।<ref name="newsroom.mastercard">{{cite web |title=2014 Global Destination Cities Index |url=https://newsroom.mastercard.com/wp-content/uploads/2014/07/Mastercard_GDCI_2014_Letter_Final_70814.pdf |website=www.newsroom.mastercard.com |accessdate=6 November 2020}}</ref>
== ଭୂଗୋଳ ==
ସିଓଲ୍ ଦକ୍ଷିଣ କୋରିଆର ଉତ୍ତର-ପଶ୍ଚିମ ଦିଗରେ ରହିଛି ।<ref name="dataseoul">{{cite web |title=서울 열린데이터광장 |url=http://data.seoul.go.kr/dataService/boardList.do |website=data.seoul.go.kr |accessdate=6 November 2020}}</ref> ସିଓଲର ଆକାର ସଠିକ୍ ଭାବରେ ୬୦୫.୨୫ ବର୍ଗ କିଲୋମିଟର (୨୩୩.୬୯ ବର୍ଗ ମାଇଲ୍) ଏବଂ ହାନ ନଦୀର ଦୁଇପାର୍ଶ୍ଵରେଦୁଇପାର୍ଶ୍ୱରେ ଉତ୍ତର ଏବଂ ଦକ୍ଷିଣ ଭାଗରେ ବିଭକ୍ତ । କୋରିଆ ଇତିହାସରେ ହାନ ନଦୀ ଏବଂ ଏହାର ଆଖପାଖ ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । କୋରିଆର ତିନୋଟି ରାଜ୍ୟ ଏହି ଅଞ୍ଚଲକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରିଥିଲେ ।, ହାନ ନଦୀ, (ଲୋହିତ ସାଗର ଦେଇ) ଚୀନକୁ ବାଣିଜ୍ୟ ମାର୍ଗ ଭାବରେ ବ୍ୟବହୃତ ହୋଇଥିଲା ।<ref name="Webacchive">{{cite web |title=Brief History of Hangang (River) - Tours : Visit Seoul - The Official Travel Guide to Seoul |url=https://web.archive.org/web/20161031211814/http://english.visitseoul.net/tours/Brief-History-of-Hangang-River_/4624 |website=web.archive.org |accessdate=6 November 2020 |date=31 October 2016}}</ref> ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ସହରଟି ସିଓଲ୍ ଦୁର୍ଗ ପ୍ରାଚୀରଦ୍ୱାରା ସୀମିତ ଥିବା ଜୋସନ୍ ରାଜବଂଶ ସମୟରେ ଥିଲା, ଯାହା କେନ୍ଦ୍ରୀୟ ସିଓଲର ଚାରିଟି ମୁଖ୍ୟ ପର୍ବତ ମଧ୍ୟରେ ବିସ୍ତାର କରିଥିଲା: ନାମସାନ୍, ନାକସନ୍, ବୁଖାନସାନ୍ ଏବଂ ଇନୱାଙ୍ଗସାନ୍ । ଏହି ସହରଟି ଆଠଟି ପର୍ବତ, ଏବଂ ହାନ ନଦୀ ସମତଳ ଏବଂ ପଶ୍ଚିମ ଅଞ୍ଚଳର ସ୍ତରୀୟ ଜମିଦ୍ଵାରାଜମିଦ୍ୱାରା ସୀମାବଦ୍ଧ ।
== ସଂସ୍କୃତି ==
[[File:Korea-Seoul-National Museum Gyeongcheonsa Pagoda 0187&8-06.jpg|thumb|Korea-Seoul-National Museum Gyeongcheonsa Pagoda 0187&8-06]]
"https://or.wikipedia.org/wiki/ସିଓଲ"ରୁ ଅଣାଯାଇଅଛି