"ସମ୍ମତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Consent}}
ଜଣେ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ଅନ୍ୟର ପ୍ରସ୍ତାବ କିମ୍ବା ଇଚ୍ଛାରେ ରାଜି ହେଲେ '''ସମ୍ମତି''' ହୋଇଥାଏ ।<ref>{{Cite web|url=http://www.oed.com/view/Entry/39517?rskey=7YN1Zi&result=1#eid|title=Home : Oxford English Dictionary|website=www.oed.com|access-date=2016-03-24}}</ref> ଏହା ସାଧାରଣ କଥାବାର୍ତ୍ତାର ଏକ ଶବ୍ଦ ଓ ସାଧାରଣତଃ ଆଇନ, ଚିକିତ୍ସା, ଗବେଷଣା ଏବଂ ଯୌନ ସମ୍ପର୍କ ଭଳି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସମ୍ମତିର ଅର୍ଥ ଏହାର ଦୈନନ୍ଦିନ ଅର୍ଥଠାରୁ ଭିନ୍ନ ହୋଇପାରେ । ଉଦାହରଣ ସ୍ୱରୂପ, [[ମାନସିକ ରୋଗ]] ଥିବା, କମ [[ମାନସିକ ବୟସ]] କିମ୍ବା [[ଯୌନ ସମ୍ମତିର ଆଇନଗତ ବୟସ|ଯୌନ ସମ୍ମତିର ଆଇନଗତ ବୟସରୁ]] ଊଣା ବୟସ୍କ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ଏକ ଯୌନ କାର୍ଯ୍ୟରେ ନିୟୋଜିତ ହେଲେ ମଧ୍ୟ ଏହି କାର୍ଯ୍ୟ ପ୍ରଯୁଜ୍ୟ ଆଇନ ଦ୍ୱାରାଆଇନଦ୍ୱାରା ବ୍ୟାଖ୍ୟା କରାଯାଇଥିବା ସମ୍ମତି ପାଇଁ ଥିବା ଆଇନଗତ ସୀମା ପୂରଣ କରିବାରେ ବିଫଳ ହୋଇପାରେ ।
 
[[ବ୍ୟାପକ ଯୌନ ଶିକ୍ଷା|ବ୍ୟାପକ ଯୌନ ଶିକ୍ଷାର]] ଅଂଶ ବିଶେଷ ଭାବେ ସମ୍ମତିକୁ ଏକ ବିଷୟ ରୂପେ ଶିକ୍ଷା ଦେବା ଲାଭଦାୟକ ବୋଲି [[ମିଳିତ ଜାତିସଂଘ]] ଅଧୀନସ୍ଥ ସଂସ୍ଥା ଓ ଯୌନ ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକର ମତ ।<ref>{{Cite book|url=http://unesdoc.unesco.org/images/0026/002607/260770e.pdf|title=International technical guidance on sexuality education: An evidence-informed approach|last=|first=|publisher=UNESCO|year=2018|isbn=978-92-3-100259-5|location=Paris|pages=56}}</ref> ସମ୍ମତିର ପ୍ରକାର ଭେଦ ମଧ୍ୟରେ ସୂଚୀତ ସମ୍ମତି, ପ୍ରକାଶିତ ସମ୍ମତି, ଜଣାଯାଇଥିବା ସମ୍ମତି ଏବଂ ସର୍ବସମ୍ମତି ଆଦି ଅନୁତମ ।
୯ କ ଧାଡ଼ି:
* କୌଣସି ବ୍ୟକ୍ତିର କାର୍ଯ୍ୟ ଏବଂ ନିର୍ଦ୍ଦିଷ୍ଟ ପରିସ୍ଥିତିର ତଥ୍ୟ ଏବଂ ପରିସରରୁ (କିମ୍ବା କିଛି କ୍ଷେତ୍ରରେ, ବ୍ୟକ୍ତିଙ୍କ ନୀରବତା କିମ୍ବା ଅସକ୍ରିୟତାଦ୍ୱାରା) ସୂଚୀତ ସମ୍ମତି ବାହାରିଥାଏ । ଉଦାହରଣ ସ୍ୱରୂପ: ହକି ଖେଳରେ ପ୍ରତିଭାଗୀମାନଙ୍କଦ୍ୱାରା ଶାରୀରିକ ସ୍ପର୍ଶ ଆଦି ସମ୍ପର୍କ ପାଇଁ ଅନ୍ତର୍ଭୁକ୍ତ ସୂକ୍ଷ୍ମ ସମ୍ମତି ଆଧାରରେ ଅସ୍ପଷ୍ଟ ଭାବରେ ଯୌନ କାର୍ଯ୍ୟକଳାପ ପାଇଁ ଅନୁରୋଧ କରିବା କିମ୍ବା ଆରମ୍ଭ କରିବା କିମ୍ବା ଏକ ବକ୍ସିଂ ମ୍ୟାଚରେ ଯୌନ ଆକ୍ରମଣର ଶିକାର ହେବା ।
* ଚିକିତ୍ସାରେ ସୂଚୀତ ସମ୍ମତି ହେଉଛି ଜଣେ ବ୍ୟକ୍ତିଙ୍କୁ ଜଣାଯାଇଥିବା ସମ୍ମତି । ଏହା ସେହି ବ୍ୟକ୍ତିଙ୍କର କୌଣସି କାର୍ଯ୍ୟର ତଥ୍ୟ, ପ୍ରଭାବ ଏବଂ ଭବିଷ୍ୟତ ପରିଣାମ ବିଷୟରେ ସ୍ପଷ୍ଟ ଧାରଣା ଓ ବୁଝିବା ଆଧାରରେ ହୋଇଥାଏ । ଏହି ଶବ୍ଦ ଅନ୍ୟ ପ୍ରସଙ୍ଗରେ ମଧ୍ୟ ବ୍ୟବହୃତ ହୁଏ ଯଥା ସାମାଜିକ ବୈଜ୍ଞାନିକ ଗବେଷଣାରେ ପ୍ରତିଭାଗୀମାନେ ଗବେଷଣା ପ୍ରକ୍ରିୟା ଏବଂ ଏହା ପାଇଁ ଥିବା ସମ୍ମତି ବୁଝିପାରିବେ ଓ ସମ୍ମତି ଦେବେ ବୋଲି ନିଶ୍ଚିତ କରିବାକୁ କୁହାଯିବା ବେଳେ, କିମ୍ବା ଯୌନ କାର୍ଯ୍ଯରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତି କୌଣସି ପରିଣାମ (ଯୌନ ସଂକ୍ରମଣ ଏବଂ/କିମ୍ବା ରୋଗ ପାଇଁ) ବିଷୟରେ ସଚେତନ ରହିବା ପାଇଁ ଜଣାଯାଇଥିବା ସମ୍ମତି ଦେଇଥାନ୍ତି ।
* ଅନେକ ପକ୍ଷ ଥିବା ଏକ ଦଳଦ୍ୱାରା (ଯେପରିକି ଏକ ସଂଗଠନ) ସର୍ବସମ୍ମତି କିମ୍ବା ସାଧାରଣ ସମ୍ମତି ସମସ୍ତ ପକ୍ଷ ଦ୍ୱାରାପକ୍ଷଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମତିକୁ ବୁଝାଏ ।
* ବିକଳ୍ପ ସମ୍ମତି କିମ୍ବା ବିକଳ୍ପ ବିଚାର ମତାବଳୀ ଜଣେ ଅକ୍ଷମ ବ୍ୟକ୍ତି ଅକ୍ଷମତାବଶତଃ ସମ୍ମତି ପ୍ରଦାନ କରିନପାରିଲେ ଜଣେ ନିଷ୍ପତ୍ତିକାରଙ୍କୁ ସେ ନିଜେ ସକ୍ଷମ ଥିଲେ ନିଷ୍ପତ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା ବେଳେ ଅନୁମତି ପ୍ରଦାନ କରିଥାଏ ।<ref name="sub">{{cite book |last=Garner |first=Bryan |date=2011 |title=Black's Law Dictionary |url= |location= |publisher=West Publishing Co. |page=726 |isbn=}}</ref>
 
"https://or.wikipedia.org/wiki/ସମ୍ମତି"ରୁ ଅଣାଯାଇଅଛି