"ପେଚା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ Regular Character Changes |
||
୩୫ କ ଧାଡ଼ି:
ପେଚାମାନଙ୍କର ଆଖି ବଡ ଏବଂ ଆଗକୁ ଥାଏ । ତାଙ୍କର ମୁଖ ଚେପଟା, ଥଣ୍ଟ ଚିଲ ପରି, ଏବଂ କାନ ଜାଗାରେ କର୍ଣ୍ଣଗହ୍ୱର ରହିଥାଏ । ପ୍ରେତ୍ୟେକ ଆଖି ଚାରିପାଖେ ଏକ ସୁସ୍ପଷ୍ଟ ପରର ଚକ୍ର, ଏକ [[ମୁଖୀୟ ଚକ୍ର]] ରହିଥାଏ । ଏହି ପରଗୁଡ଼ିକୁ ଆବଶ୍ଯକ ମୁତାବକ ପୁନଃ ସଂଗଠିତ କରି ଦୂରରୁ ଆସୁଥିବା ଧ୍ୱନିକୁ ତାର କର୍ଣ୍ଣ ଗହ୍ୱର ଆଡକୁ ଫୋକସ କରାଯାଇପାରେ । ଅଧିକାଂଶ ପକ୍ଷୀଙ୍କର ଆଖି ତାଙ୍କର ମୁଣ୍ଡର ଦୁଇ ଆଡେ ଥାଏ, କିନ୍ତୁ ପେଚାର ସାମନା ଆଡକୁ ଥିବା ଆଖିର ଷ୍ଟେରିଓସ୍କୋପୀୟ ଗୁଣ
କମ୍ ଆଲୁଅରେ ଅଧିକ ସଠିକତାର ସହ ଗଭୀରତା ମାପିବାରେ ସାହାଯ୍ୟ କରେ । ପେଚାମାନଙ୍କର ଦ୍ୱିନେତ୍ରୀ ଦୃଷ୍ଟି ଥିଲେ ମଧ୍ଯ, ଅନ୍ୟ ପକ୍ଷୀଙ୍କ ପରି, ତାଙ୍କର ବଡ଼ବଡ଼ ଆଖି ଦ୍ୱୟ ଚକ୍ଷୁଗହ୍ୱରରେ ସ୍ଥିର ହୋଇରହିଥାନ୍ତି, ତେଣୁ ଦୃଷ୍ଟି ବଦଳିବା ପାଇଁ ମୁଣ୍ଡ ବୁଲାଇବାକୁ ପଡିଥାଏ । ପେଚମାନେ ଦୂରଦର୍ଶୀ ହୋଇଥିବାରୁ ସେମାନେ ତାଙ୍କ ଆଖିର କେଇ ସେ.ମି. ଦୂରରେ ଥିବା ଜିନିଷ ଦେଖିପାରନ୍ତି ନାହିଁ । ଧରାଯାଇଥିବା ଶିକାରଗୁଡ଼ିକୁ ପେଚାମାନେ ତାଙ୍କ ଥଣ୍ଟ ଏବଂ ପାଦରେ ଥିବା ଚୁଟି ପରି ପର "ଫିଲୋପ୍ଲୁମ"
==ସଂରକ୍ଷଣ ସ୍ଥିତି==
|