"ପୂର୍ବ ପାକିସ୍ତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭ କ ଧାଡ଼ି:
 
ଏସବୁ ବ୍ୟତୀତ ଏହି ବ୍ୟବସ୍ଥାର ଆଉ ଏକ ଦିଗ ଥିଲା: ଅନେକ ରାଜନେତା ମଧ୍ୟ ପାକିସ୍ତାନର ବିଭିନ୍ନ ଆଞ୍ଚଳିକ ପରମ୍ପରା ଏବଂ ସଂସ୍କୃତିକୁ ହଟାଇବାକୁ ଏବଂ ପାକିସ୍ତାନକୁ ଏକ ଜାତୀୟ ସଂସ୍କୃତିକୁ ନେବାକୁ ଚେଷ୍ଟା କରିଥିଲେ । ତେଣୁ ପ୍ରାଦେଶିକ ତଥା ଆଞ୍ଚଳିକ ସଂସ୍କୃତିକୁ ହଟାଇ ଏକ ଜାତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନୀତି ମଧ୍ୟ ଲାଗୁ କରାଯାଇଥିଲା ।
 
== ଛଅଦଫା ଦାବୀ ==
[[File:Sheikh Mujibur Rahman Announcing 6 Points At Lahore.jpg|thumb|ଶେଖ ମୁଜିବୁର ରେହେମାନଙ୍କ ଛଅଦଫା ଦାବୀନେଇ ଆନ୍ଦୋଳନ]]
୧୯୬୬ ମସିହାରେ ଆୱାମୀ ଲିଗ୍ ନେତା ଶେଖ ମୁଜିବୁର ରହମାନ ଲାହୋରରେ ଛଅଟି ଦାବୀନେଇ ଆନ୍ଦୋଳନ ଘୋଷଣା କରିଥିଲେ । ଏହି ଆନ୍ଦୋଳନରେ ପାକିସ୍ତାନରେ ଅଧିକ ପ୍ରାଦେଶିକ ସ୍ଵାଧୀନତା ଏବଂ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଦାବି କରାଯାଇଥିଲା । ଏହି ଆନ୍ଦୋଳନ ଆରମ୍ଭ କରିବା ପରେ ଅଗରତାଲା ଷଡଯନ୍ତ୍ର ମାମଲାରେ ରହମାନ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୯୬୯ ମସିହାରେ ପୂର୍ବ ପାକିସ୍ତାନରେ ହୋଇଥିବା ବିଦ୍ରୋହରେ ତାଙ୍କୁ ମୁକ୍ତ କରାଯାଇଥିଲା ।
 
== ବିଭାଜନର ଶେଷ ସମୟ ==