"ପୂର୍ବ ପାକିସ୍ତାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ପୃଷ୍ଠାଟିକୁ ଖାଲି କରିଦେଲେ ଟ୍ୟାଗ: Blanking |
Hpsatapathy (ଆଲୋଚନା | ଅବଦାନ) ଟିକେ ତଥ୍ୟ ଯୋଡିବା |
||
୧ କ ଧାଡ଼ି:
'''ପୂର୍ବ ପାକିସ୍ତାନ''' (ବଙ୍ଗଳା: পূর্বাপান, ପୁରବୋ ପାକିସ୍ଥାନ; ଉର୍ଦ୍ଦୁ: مشرقی پایستان) ତତ୍କାଳୀନ ପାକିସ୍ତାନର ପୂର୍ବ ଭାଗ ଥିଲା । ଏହା ବର୍ତ୍ତମାନର ବାଂଲାଦେଶରେ ୧୯୫୫ରୁ ୧୯୬୧ ପର୍ଯ୍ୟନ୍ତ ବିଦ୍ୟମାନ ଥିଲା । ଏହାର ରାଜଧାନୀ [[ଢାକା]] ଏବଂ ସରକାରୀ ଭାଷା ବଙ୍ଗଳା ଥିଲା । ପୂର୍ବ ପାକିସ୍ତାନର ସମୁଦାୟ ଜମି କ୍ଷେତ୍ରଫଳ୧,୫,୫୬୦ ବର୍ଗ ମିଟର ଥିଲା । ଏହା ପୂର୍ବ, ଉତ୍ତର ଏବଂ ପଶ୍ଚିମ ଦିଗରେ ଭାରତ ଘେରି ରହିଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ବଙ୍ଗୋପସାଗର ଅବସ୍ଥିତ । ପୂର୍ବରେ ଏହା ବର୍ମା ସହିତ ଏକ ଛୋଟ ସୀମା ରେଖା ଯୋଡି ହୋଇଥିଲା । ଅର୍ଥନୀତି, ରାଜନୈତିକ ପ୍ରତିନିଧିତ୍ୱ ଏବଂ ଜନସଂଖ୍ୟା ଆଧାରରେ ଏହା ପାକିସ୍ତାନର ସର୍ବ ବୃହତ ରାଜ୍ୟ ଥିଲା । ଶେଷରେ, ନଅ ମାସର ଯୁଦ୍ଧ ପରେ ଡିସେମ୍ବର ୧୪, ୧୯୭୧ରେ ପୂର୍ବ ପାକିସ୍ଥାନ, ବାଂଲାଦେଶ ଭାବରେ ସ୍ଵାଧୀନତା ଘୋଷଣା କରିଥିଲା ।
|