"ସଦ୍ଦାମ ହୁସେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶ୍ରେଣୀ ଯୋଡିବା
ଟିକେ added reference
୧ କ ଧାଡ଼ି:
{{ଛୋଟ|Osama bin Laden}}}}
[[File:Saddam Hussein in 1998.png|thumb|Saddam Hussein in 1998]]
ସଦ୍ଦାମ ହୁସେନ ଅବଦ ଅଲ-ମାଜିଦ୍ ଅଲ-ଟିକ୍ରିଟି (ଆରବୀ: صد حسين عبد المجيد التكريتي) (ଜୁଲାଇ ୧୬, ୧୯୭୯ ରୁ ଏପ୍ରିଲ ୯, ୨୦୦୩) ଦୁଇ ଦଶନ୍ଧି ଧରି [[ଇରାକ]]ର ରାଷ୍ଟ୍ରପତି ରହିଆସିଛନ୍ତି । ତାଙ୍କୁ ଉତ୍ତର ବାଗଦାଦରେ ଡିସେମ୍ବର ୩୦, ୨୦୦୬ ରେ ସ୍ଥାନୀୟ ସମୟ ଭୋର ୪ଟା ସମୟରେ ଫାଶୀ ଦିଆଯାଇଥିଲା ।
୬ କ ଧାଡ଼ି:
 
== ସଂକ୍ଷିପ୍ତ ଜୀବନୀ ==
ସଦ୍ଦାମ ହୁସେନ୍ ୨୮ ଏପ୍ରିଲ ୧୯୩୭ରେ ବାଗଦାଦର ଉତ୍ତରରେ ଥିବା ଟିକ୍ରିଟ୍ ନିକଟ ଅଲ-ଓଜା ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶ୍ରମିକ ପିତାଙ୍କର ତାଙ୍କ ଜନ୍ମ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା । ତାଙ୍କ ମା ତାଙ୍କ ଦିଅରକୁ ଦ୍ଵୀତିୟ ବିବାହ କରିଥିଲେ, କିନ୍ତୁ ପିଲାଟିକୁ ସଠିକ ଲାଲନପାଲନ ପୂର୍ବକ ବଂଚାଇବା ପାଇଁ ଶୀଘ୍ର ତାଙ୍କୁ ତୃତୀୟ ବ୍ୟକ୍ତିଙ୍କୁ ବିବାହ କରିବାକୁ ପଡିଲା । ସେହି ଯୁଗର ଟିକ୍ରିଟ୍ ଏଠାକାର ବିଭତ୍ସତା ପାଇଁ କୁଖ୍ୟାତ ଥିଲା । ବାଲ୍ୟ ଜୀବନରେ ସାମନା କରିଥିବା ଏହିଭଳି ଅମାନବୀୟ ପରିସ୍ଥିତି ସଦ୍ଦାମଙ୍କୁ ତାଙ୍କ ପିଲାଦିନରେ ଭୟଙ୍କର ସନ୍ଦେହୀ ଓ ନିର୍ଦ୍ଦୟ କରିଦେଇଥିଲା <ref name="thenewyorktimes">{{cite web |last1=Bumiller |first1=Elisabeth |title=Was a Tyrant Prefigured by Baby Saddam? (Published 2004) |url=https://www.nytimes.com/2004/05/15/books/was-a-tyrant-prefigured-by-baby-saddam.html |website=The New York Times |accessdate=4 November 2020 |date=15 May 2004}}</ref>। ଏପରିକି ପିଲାମାନେ ମାଡ଼ ମାରିବା ଭୟରେ ଶିଶୁ ସଦ୍ଦାମ ସବୁବେଳେ ତାଙ୍କ ନିକଟରେ ଏକ ଲୁହା ରଡ ରଖିଥିଲେ ଏବଂ ଅନେକ ସମୟରେ ସେ ବାରମ୍ବାର ପଶୁମାନଙ୍କୁ ନିର୍ଦ୍ଦୟଭାବେ ପିଟୁଥିଲେ ।
 
କିଶୋର ଅବସ୍ଥାରେ ସେ ଜଣେ ବିଦ୍ରୋହୀ ହୋଇ ବ୍ରିଟିଶ ନିୟନ୍ତ୍ରିତ ରାଜତନ୍ତ୍ରକୁ ଧ୍ୱଂସ କରିବାକୁ ଚାଲିଥିବା ଜାତୀୟତାବାଦୀ ଆନ୍ଦୋଳନକୁ ଡେଇଁପ଼ଡିଲେ । ଅବଶ୍ୟ, ପାଶ୍ଚାତ୍ୟର ଖବରକାଗଜମାନେ ଏହି ଆନ୍ଦୋଳନକୁ ଗୁଣ୍ଡ ଗ୍ୟାଙ୍ଗ ବୋଲି କହିଛନ୍ତି । ୧୯୫୬ ମସିହାରେ ସେ ବାଥ୍ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ବାଥ ପାର୍ଟି ଆରବ ଜଗତରେ କମ୍ୟୁନିଷ୍ଟ ଚିନ୍ତାଧାରାର ବାହକ ଥିଲା । ଆଦର୍ଶଗତ ପ୍ରତିବଦ୍ଧତା ହେତୁ ନୁହେଁ, ସଦ୍ଦାମ ତାଙ୍କର ଦୀର୍ଘମିଆଦୀ ରଣନୀତିର ଏକ ଅଂଶ ଭାବରେ ଏଥିରେ ଯୋଗ ଦେଇଥିଲେ ।