"ରଘୁନାଥ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
(ଛବି)
ଟିକେ
 
{{ଛୋଟ|Raghunath Panigrahi}}
{{Infobox person
| image = Raghunath Panigrahi.jpg
| image_size =
| honorific_prefix = ସୁରମଣି
| name = ରଘୁନାଥ ପାଣିଗ୍ରାହୀ
| caption =
| birth_date = {{Birth date|df=y|1934|08|10}}
| birth_place = [[ଗୁଣପୁର]], [[ରାୟଗଡ଼ା ଜିଲ୍ଲା]]
| death_date = {{Death date and age|df=y|2013|08|25|1934|08|10}}
| death_place =
| occupation = ଗାୟକ, ସଂଗୀତକାର
| style = [[ଓଡ଼ିଶୀ ସଙ୍ଗୀତ]]
| spouse = [[ସଂଯୁକ୍ତା ପାଣିଗ୍ରାହୀ]]
}}
 
'''ରଘୁନାଥ ପାଣିଗ୍ରାହୀ''' (୧୯୩୪-୨୦୧୩) ଆଧୁନିକ ଯୁଗର ଜଣେ [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ]] କଣ୍ଠଶିଳ୍ପୀ । ସେ [[ରାୟଗଡ଼ା ଜିଲ୍ଲା]]ର [[ଗୁଣପୁର]] ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣୀନୀଳମଣି ପାଣିଗ୍ରାହୀଙ୍କ ଠାରୁ ସେ ୫ବର୍ଷ ବୟସରେ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ୱନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ [[ଓଡ଼ିଶୀ ସଙ୍ଗୀତ|ପାରମ୍ପରିକ ଓଡ଼ିଶୀ ସଙ୍ଗୀତ]] ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି. ପାଲୁସକରଙ୍କ ଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା କରି ଓଡ଼ିଶା ଫେରିଥିଲେ ।
 
==କଳାକାର ଜୀବନ==
୧,୫୪୨

ଗୋଟି ସମ୍ପାଦନା