"ଇଣ୍ଡୋନେସିଆ ସରକାର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
୧୬ କ ଧାଡ଼ି:
ଇଣ୍ଡୋନେସିଆ ଉଚ୍ଚତମ ନ୍ୟାୟାଳୟ (ମହକାମା ଆଗଙ୍ଗ) ନ୍ୟାୟିକ ଶାଖାର ସର୍ବୋଚ୍ଚ ସ୍ତର ଅଟେ | ଏହାର ବିଚାରପତିମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି | ସାମ୍ବିଧାନିକ ତଥା ରାଜନୈତିକ ପ୍ରସଙ୍ଗର ସମାଧାନ ପାଇଁ ସାମ୍ବିଧାନିକ ଅଦାଲତ (ଇଣ୍ଡୋନେସିଆ: ମହକାମା କନଷ୍ଟିଟୁସି) ଅଛି । ବିଚାରପତିଙ୍କ ତଦାରଖ ପାଇଁ ଏକ ଜୁଡିସିଆଲ୍ କମିଶନ (ଇଣ୍ଡୋନେସିଆ: କୋମିସି ୟୁଡିସିୟାଲ୍) ରହିଅଛି।<ref name="Central Intelligence Agency 2020">{{cite web | title=East Asia/Southeast Asia :: Indonesia - The World Factbook | website=Central Intelligence Agency | date=2020-10-27 | url=https://www.cia.gov/library/publications/the-world-factbook/geos/id.html | access-date=2020-11-02}}</ref>
===ଇଣ୍ଡୋନେସିଆର ଅଡିଟ୍ ବୋର୍ଡ==
ଇଣ୍ଡୋନେସିଆର ଅଡିଟ୍ ବୋର୍ଡ (ଇଣ୍ଡୋନେସିଆ: ବାଦାନ ପେମେରିକା କେୟୁଙ୍ଗାନ୍) ହେଉଛି ଏକ ସଂସ୍ଥା ଯାହା କେନ୍ଦ୍ର ସରକାର, ସ୍ଥାନୀୟ ପ୍ରଶାସନ, ଅନ୍ୟାନ୍ୟ ରାଜ୍ୟ ଅନୁଷ୍ଠାନ, ବ୍ୟାଙ୍କ ଇଣ୍ଡୋନେସିଆ, ରାଜ୍ୟ- ଇତ୍ୟାଦିର ଆର୍ଥିକ ପରିଚାଳନା ଏବଂ ଉତ୍ତରଦାୟିତ୍ୱ ଯାଞ୍ଚ କରିବା ସକାଷେ ଦାୟିତ୍ୱବାନ୍ ଅଟେ |
|