"ଇଣ୍ଡୋନେସିଆ ସରକାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୁଆ ପୃଷ୍ଠା
 
୫ କ ଧାଡ଼ି:
==ଶାଖା==
===କାର୍ଯ୍ୟନିର୍ବାହୀ ଶାଖା===
ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନାଗରିକଙ୍କ ଭୋଟ୍ ଦ୍ୱାରା ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି । ୨୦୦୪ ପୂର୍ବରୁ ଉଭୟ ସଂସଦ ଦ୍ୱାରା ମନୋନୀତ ହେଉଥିଲେ | ଚଲିତ ରାଷ୍ଟ୍ରପତିଙ୍କ (ଜୋକୋ ୱିଦୋଦୋ ) ନିର୍ବାଚନ ୧୭ ଏପ୍ରିଲ ୨୦୧୯ ରେ ଅନୁଷ୍ଠିତ ହୋଇଥିଲା।
 
ଇଣ୍ଡୋନେସିଆର ରାଷ୍ଟ୍ରପତି ସର୍ବାଧିକ ଦୁଇଥର ପାଇଁ ନିର୍ବାଚିତ ହୋଇପାରନ୍ତି । ସେ ସାଂବିଧାନିକ ମୁଖ୍ୟ, ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ତଥା ଘରୋଇ ଶାସନ ତଥା ନୀତି ନିର୍ଣ୍ଣୟ ତଥା ବୈଦେଶିକ ବ୍ୟାପାର ପାଇଁ ଦାୟୀ । ରାଷ୍ଟ୍ରପତି ଏକ ମନ୍ତ୍ରିମଣ୍ଡଳ ମନୋନୀତ କରନ୍ତି, ଯାହାର ସଦସ୍ୟମାନେ ସଂସଦ ସଦସ୍ୟ ଭାବରେ ନିର୍ବାଚିତ ହେବା ଆବଶ୍ୟକ ନୁହେଁ।<ref name="Encyclopedia Britannica 2020"/>
୧୫ କ ଧାଡ଼ି:
===ନ୍ୟାୟିକ ଶାଖା===
ଇଣ୍ଡୋନେସିଆ ଉଚ୍ଚତମ ନ୍ୟାୟାଳୟ (ମହକାମା ଆଗଙ୍ଗ) ନ୍ୟାୟିକ ଶାଖାର ସର୍ବୋଚ୍ଚ ସ୍ତର ଅଟେ | ଏହାର ବିଚାରପତିମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି | ସାମ୍ବିଧାନିକ ତଥା ରାଜନୈତିକ ପ୍ରସଙ୍ଗର ସମାଧାନ ପାଇଁ ସାମ୍ବିଧାନିକ ଅଦାଲତ (ଇଣ୍ଡୋନେସିଆ: ମହକାମା କନଷ୍ଟିଟୁସି) ଅଛି । ବିଚାରପତିଙ୍କ ତଦାରଖ ପାଇଁ ଏକ ଜୁଡିସିଆଲ୍ କମିଶନ (ଇଣ୍ଡୋନେସିଆ: କୋମିସି ୟୁଡିସିୟାଲ୍) ରହିଅଛି।<ref name="Central Intelligence Agency 2020">{{cite web | title=East Asia/Southeast Asia :: Indonesia - The World Factbook | website=Central Intelligence Agency | date=2020-10-27 | url=https://www.cia.gov/library/publications/the-world-factbook/geos/id.html | access-date=2020-11-02}}</ref>
 
===ଇଣ୍ଡୋନେସିଆର ଅଡିଟ୍ ବୋର୍ଡ==
ଇଣ୍ଡୋନେସିଆର ଅଡିଟ୍ ବୋର୍ଡ (ଇଣ୍ଡୋନେସିଆ: ବାଦାନ ପେମେରିକା କେୟୁଙ୍ଗାନ୍) ହେଉଛି ଏକ ସଂସ୍ଥା ଯାହା କେନ୍ଦ୍ର ସରକାର, ସ୍ଥାନୀୟ ପ୍ରଶାସନ, ଅନ୍ୟାନ୍ୟ ରାଜ୍ୟ ଅନୁଷ୍ଠାନ, ବ୍ୟାଙ୍କ ଇଣ୍ଡୋନେସିଆ, ରାଜ୍ୟ- ଇତ୍ୟାଦିର ଆର୍ଥିକ ପରିଚାଳନା ଏବଂ ଉତ୍ତରଦାୟିତ୍ୱ ଯାଞ୍ଚ କରିବା ସକାଷେ ଦାୟିତ୍ୱବାନ୍ ଅଟେ |
 
==ଆଧାର==
{{ଆଧାର}}