"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Swami Jnananand saraswati (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Anos Vordigoadଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
 
୫ କ ଧାଡ଼ି:
'''ଧର୍ମ''' ହେଉଛି ନିର୍ଦ୍ଦିଷ୍ଟ ଆଚରଣ ଏବଂ [[ଅଭ୍ୟାସ]], [[ବିଶ୍ୱ ଦୃଷ୍ଟିକୋଣ]], [[ଦିବ୍ଯଗ୍ରନ୍ଥ]], [[ତୀର୍ଥ]], [[ଭବିଷ୍ୟବାଣୀ]], [[ନୈତିକତା]] ଇତ୍ଯାଦି ଯାହା ମାନବକୁ [[ଆଲୌକିକ]], ଆଧ୍ୟୟନିକ କିମ୍ବା [[ଆଧ୍ୟାତ୍ମିକ]] ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା ।<ref>{{cite web|url=https://www.merriam-webster.com/dictionary/religion|title=Religion - Definition of Religion by Merriam-Webster|accessdate=2019-12-16}}</ref> ତେବେ ସ୍ପଷ୍ଟ ଭାବରେ ଧର୍ମର ସଜ୍ଞା ଉପରେ ଏପର୍ଯ୍ୟନ୍ତ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।<ref>{{cite book |last1=Morreall |first1=John |last2=Sonn |first2=Tamara |title=50 Great Myths of Religion |chapter=Myth 1: All Societies Have Religions |date=2013 |publisher=[[John Wiley & Sons|Wiley]]-Blackwell|isbn=978-0-470-67350-8 |pages=12–17}}</ref><ref name=Nongbri1>{{cite book |last1=Nongbri |first1=Brent |title=Before Religion: A History of a Modern Concept|page=152 |quote=Although the Greeks, Romans, Mesopotamians, and many other peoples have long histories, the stories of their respective religions are of recent pedigree. The formation of ancient religions as objects of study coincided with the formation of religion itself as a concept of the sixteenth and seventeenth centuries.|date=2013 |publisher=Yale University Press |isbn=978-0-300-15416-0}}</ref>
 
ଭିନ୍ନ ଭିନ୍ନ ଧର୍ମରେ [[ଦିବ୍ୟ]],{{sfn|James|1902|p=31}} [[ପବିତ୍ର ବସ୍ତୁ]],{{sfn|Durkheim|1915|p=}} ବିଶ୍ୱାସ,<ref name="Tillich, P. 1957 p.1">Tillich, P. (1957) ''Dynamics of faith''. Harper Perennial; (p. 1).</ref> ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ<ref name="vergote">Vergote, A. (1996) ''Religion, Belief and Unbelief. A Psychological Study'', Leuven University Press. (p. 16)</ref> କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଥାଇପାରେ କିମ୍ବା ନଥାଇପାରେ ।<ref name="Paul James and Peter Mandaville 2010">{{cite book |last1=James |first1=Paul |last2=Mandaville |first2=Peter |year=2010 |name-list-style=amp |title=Globalization and Culture, Vol. 2: Globalizing Religions |url=https://www.academia.edu/4416072 |publisher=Sage Publications |location=London}}</ref> ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ [[ରୀତିନିତି]], [[ଧର୍ମୋପଦେଶ]], (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି) ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ , [[ବଳି (କର୍ମକାଣ୍ଡ) |ବଳିଦାନ]], [[ପର୍ବ]], [[ଭୋଜି]], ପ୍ରଣାମ, ଆରମ୍ଭ, [[ଅନ୍ତିମକ୍ରିୟା]], [[ବିବାହ କାର୍ଯ୍ୟ]], [[ଧ୍ୟାନ]], [[ପ୍ରାର୍ଥନା]], [[ସଂଗୀତ]], [[କଳା]], [[ନୃତ୍ୟ]], [[ଜନ ସେବା]] କିମ୍ବା [[ମାନବ ସଂସ୍କୃତି]]ର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ବିଭିନ୍ନ [[ପରାଭୌତିକ]] କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁର ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।<ref name="iep.utm.edu">[http://www.iep.utm.edu/faith-re/ Faith and Reason] by James Swindal, in the ''Internet Encyclopedia of Philosophy''.</ref>
 
ବିଶ୍ୱରେ ପ୍ରାୟ ୧୦,୦୦୦ରୁ ଅଧିକ ଧର୍ମ ରହିଛି ।<ref>African Studies Association; University of Michigan (2005). History in Africa. 32. p. 119.</ref> ବିଶ୍ୱ ଜନସଂଖ୍ୟାର ୮୪ ଭାଗ ଲୋକ ଖ୍ରୀଷ୍ଟ, ହିନ୍ଦୁ, ଇସ୍ଲାମ, ବୌଦ୍ଧ ତଥା ଲୋକପ୍ରଥା ସହ ଯୋଡି ହୋଇଛନ୍ତି । ଅବଶିଷ୍ଟ ଲୋକମାନେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ବୋଲି ଭାବନ୍ତି ନାହିଁ କିମ୍ବା ସେମାନେ ନିଜକୁ ନାସ୍ତିକ ବୋଲି ମାନନ୍ତି ।<ref>The Global Religious Landscape". 18 December 2012. Retrieved 18 December 2012.</ref>
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି