"ସମୟମଣ୍ଡଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩ କ ଧାଡ଼ି:
[[File:World Time Zones Map.png|thumb|right|400px|୨୦୨୦ର ସମୟ ମଣ୍ଡଳ ମାନଚିତ୍ର]]
 
ଏକ '''ସମୟ ମଣ୍ଡଳ''' ହେଉଛି ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଯେଉଁଥିରେ ସବୁଆଡ଼େ [[ମାନକ ସମୟ]] ସମାନ ଥାଏ । ସାଧାରଣତଃ ସମୟ ମଣ୍ଡଳର ସୀମାରେଖା ବାସ୍ତବ ଦେଶ ତଥା ଦେଶ ବିଭାଜନର ସୀମାରେଖା ସହ ସମାନ ଥାଏ । ଏପରି କରିବାର ଉଦ୍ଦେଶ୍ଯ ହେଉଛି ବ୍ଯବସାୟ କରୁଥିବା ପାଖାପାଖି ସ୍ଥାନମାନଙ୍କରେ ସମୟକୁ ପାଖାପାଖି ସମାନ ରଖିବା । ଫ୍ରାନ୍ସର ସର୍ବାଧିକ ୧୨ଟି ସମୟ ମଣ୍ତଳ ରହିଛି ।
ପୃଥବୀରେ ବିଭିନ୍ନ [[ଦେଶ]] ଓ [[ମହାଦେଶ]]ର ଅବସ୍ଥିତିକୁ ନେଇ ସେମାନଙ୍କ ମାନକ ସମୟ ନିର୍ଧାରଣ କରାଯାଇଥାଏ । ସେହି ସମୟଟି ସେହି ଦେଶରେ ଏକ ସମୟ । ଏହି ସମୟ ମୁଖ୍ୟତଃ ସେହି ଦେଶ ଉପର ଦେଇ ଯାଇଥିବା କାଳ୍ପନିକ ଦ୍ରାଘିମାକୁ ନେଇ ଗଣନା କରାଯାଇଥାଏ ।<ref>http://www.timeanddate.com/time/time-zones.html</ref>
 
== ଆଧାର ==
"https://or.wikipedia.org/wiki/ସମୟମଣ୍ଡଳ"ରୁ ଅଣାଯାଇଅଛି