"ପରଶୁରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
ଉପକ୍ରମ + ଆଧାର
୧ କ ଧାଡ଼ି:
{{About|ବିଷ୍ଣୁଙ୍କର ଷଷ୍ଠ ଅବତାର||ପର୍ଶୁରାମପରଶୁରାମ (ଓଡ଼ିଆ କଥାଚିତ୍ର)}}
{{ଛୋଟ|Parashurama}}
{{Infobox deity<!--Wikipedia:WikiProject Hindu mythology-->
| type = Hindu
| Image = Parashurama.jpg
| Caption = ପର୍ଶୁରାମପରଶୁରାମ
| Name = ପର୍ଶୁରାମପରଶୁରାମ
| Devanagari = परशुराम
| Sanskrit_Transliteration = Parashurama
୧୬ କ ଧାଡ଼ି:
| Planet =
}}
 
'''ପରଶୁରାମ''' ([[ସଂସ୍କୃତ]]: परशुराम, [[IAST]]: Paraśurāma, ଏକ ପରଶୁଧାରୀ ରାମ) [[ହିନ୍ଦୁ ଧର୍ମ]]ରେ [[ବିଷ୍ଣୁ]]ଙ୍କର [[ଦଶାବତାର|ଷଷ୍ଠ ଅବତାର]] । ପୁରାଣ ଅନୁସାରେ ସେ ଜଣେ ଚିରଞ୍ଜୀବୀ ଓ ସେ [[କଳି ଯୁଗ]] ଶେଷରେ ବିଷ୍ଣୁଙ୍କ ଦଶମ ଏବଂ ଶେଷ ଅବତାର [[କଳ୍କୀ]]ଙ୍କର ଗୁରୁ ଭାବେ ଅବତରିବେ । ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ । ବିଷ୍ଣୁଙ୍କ ଅନ୍ୟ ଅବତାର ପରି ତାଙ୍କୁ ଏକ ସମୟରେ ପୃଥିବୀରେ ଅତ୍ୟଧିକ ମନ୍ଦ ସୃଷ୍ଟି ହେଲା ପରେ ଉପସ୍ଥିତ ହେବା ପାଇଁ ଆଗରୁ ଜଣାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ ଶକ୍ତି ସହିତ [[କ୍ଷତ୍ରିୟ]]ମାନେ ସେମାନଙ୍କର ଶକ୍ତି ଅପବ୍ୟବହାର କରିବା ଆରମ୍ଭ କରିଥିଲା ଓ ଶକ୍ତି ଦ୍ୱାରା ଯାହା ଅନ୍ୟମାନଙ୍କର ଥିଲା ତାକୁ ଜୋର କରି ନେବା ସହିତ ଲୋକମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଥିଲା । ପରଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ଧ୍ୱଂସ କରି ବ୍ରହ୍ମାଣ୍ଡର ସନ୍ତୁଳନକୁ ସମତୁଲ କରନ୍ତି । ପରଶୁରାମ [[ଭୀଷ୍ମ]], [[ଦ୍ରୋଣାଚାର୍ଯ୍ୟ]] ଏବଂ [[କର୍ଣ୍ଣ]] ଆଦିଙ୍କର ମଧ୍ୟ ଗୁରୁ ।<ref name="JonesRyan2006p324">{{cite book|author1=Constance Jones|url=https://books.google.com/books?id=OgMmceadQ3gC|title=Encyclopedia of Hinduism|author2=James D. Ryan|publisher=Infobase Publishing|year=2006|isbn=978-0-8160-7564-5|page=324}}</ref><ref name="Lochtefeld2002p500">{{cite book|author=James G. Lochtefeld|url=https://archive.org/details/illustratedencyc0000loch|title=The Illustrated Encyclopedia of Hinduism: N-Z|publisher=The Rosen Publishing Group|year=2002|isbn=978-0-8239-3180-4|pages=[https://archive.org/details/illustratedencyc0000loch/page/500 500]–501|url-access=registration}}</ref>
 
ତାଙ୍କୁ କିଛି ହିନ୍ଦୁ ପୁରାଣରେ ରାମ ଯମଦଗ୍ନି, ରାମ ଭାର୍ଗବ ଏବଂ ବୀରରାମ ନାମରେ ମଧ୍ୟ ଉଲ୍ଲେଖ କରାଯାଇଛି ।<ref name="Leslie2014p66"/>
 
==କିମ୍ବଦନ୍ତୀ==
ହିନ୍ଦୁ କିମ୍ବଦନ୍ତୀ ଅନୁଯାୟୀ, ପର୍ଶୁରାମପରଶୁରାମ ବ୍ରାହ୍ମଣ ଋଷି ଜମାଦଗ୍ନିଯମଦଗ୍ନି ଏବଂ ତାଙ୍କ କ୍ଷତ୍ରିୟ ପତ୍ନୀ ରେଣୁକାଙ୍କ ଏକ କୁଡ଼ିଆରେ ରହୁଥିଲେ। ତାଙ୍କର ଜନ୍ମସ୍ଥାନ ମଧ୍ୟପ୍ରଦେଶର ଇନ୍ଦୋରର ଜନପାଭ ପାହାଡ ଉପରେ ଅଛି ବୋଲି ବିଶ୍ୱାସ କରାଯାଏ। [5] [6] ପାହାଡ ଉପରେ ଏକ ଶିବ ମନ୍ଦିର ଅଛି ଯେଉଁଠାରେ ପର୍ଶୁରାମପରଶୁରାମ ଭଗବାନ ଶିବଙ୍କୁ ପୂଜା କରିଥିବାର ବିଶ୍ୱାସ କରାଯାଏ, ଆଶ୍ରମ (ଆବି) ତାଙ୍କ ପିତାଙ୍କ ନାମରେ ଜମାଦଗ୍ନି ଆଶ୍ରମ ନାମରେ ଜଣାଶୁଣା | ଏହି ଜାଗାରେ ଏକ ପୋଖରୀ ମଧ୍ୟ ଅଛି ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ପୁନରୁଦ୍ଧାର କରାଯାଉଛି | ସେମାନଙ୍କର ସୁରଭି(ଗାଈ କାମାଧେନୁଙ୍କ କନ୍ୟା) ନାମକ ଏକ ସ୍ୱର୍ଗୀୟ ଗାଈ ଥିଲା ଯାହା ସେମାନେ ଯାହା ଇଚ୍ଛା କରୁଥିଲେ ସେ ତାହା ପୂରଣ କରୁଥିଲେ | କାର୍ତ୍ତବୀର୍ଯ୍ୟ ଅର୍ଜୁନ ନାମକ ଜଣେ ରାଜା ଏହା ବିଷୟରେ ଜାଣିବା ପରେ ଉକ୍ତ ଗାଭୀକୁ ନେବାକୁ ଚାହିଁଲେ । ସେ ଜମାଦଗ୍ନିଙ୍କଠାରେ ନିଜର ଇଚ୍ଛା ପ୍ରକାଶ କଲେ, କିନ୍ତୁ,ଋଷି ମନା କରିଦେଲେ । ପର୍ଶୁରାମପରଶୁରାମ କୁଟୀରଠାରୁ ଦୂରରେ ଥିବାବେଳେ ରାଜା ଏହାକୁ ବଳପୂର୍ବକ ନେଇଗଲେ। ପର୍ଶୁରାମପରଶୁରାମ ଏହି ଘଟଣା ଜାଣିବା ପରେ କ୍ରୋଧିତ ହେଲେ । ହାତରେ କୁରାଢ଼ୀ ଧରି ସେ ରାଜାଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ କଲେ ଓ ଯୁଦ୍ଧକରି ପର୍ଶୁରାମପରଶୁରାମ ରାଜାଙ୍କୁ ହତ୍ୟା କଲେ। କ୍ଷେତ୍ରିୟମାନେ ତାଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ କଲେ ଏବଂ ସେ ତାଙ୍କର ସମସ୍ତ ପ୍ରତିପକ୍ଷଙ୍କୁ ହତ୍ୟା କଲେ।କଲେ ।
କିଛି କିମ୍ବଦନ୍ତୀରେ, ତାଙ୍କର ବିଜୟପୂର୍ବକ ଯୁଦ୍ଧ ଅଭିଯାନ ପରେ, ପରଶୁରାମା ସୁରଭି ଗାଈ ସହିତ ତାଙ୍କ ପିତାଙ୍କ ନିକଟକୁ ଫେରି ଆସିଥିଲେ ଏବଂ ତାଙ୍କୁ ଯୁଦ୍ଧ ବିଷୟରେ କହିଥିଲେ। ଋଷି ପର୍ଶୁରାମଙ୍କୁପରଶୁରାମଙ୍କୁ ଅଭିନନ୍ଦନ ଜଣାଇଲେ ନାହିଁ, କିନ୍ତୁ ତାଙ୍କୁ ତାଗିଦ୍ କରି କହିଲେ ଯେ, ଜଣେ ବ୍ରାହ୍ମଣ ଜଣେ ରାଜାଙ୍କୁ ହତ୍ୟା କରିବା ଉଚିତ୍ ନୁହେଁ। ତୀର୍ଥଯାତ୍ରାରେ ଯାଇ ତାଙ୍କ ପାପର କ୍ଷମା କରିବାକୁ ସେ କହିଛନ୍ତି। ପର୍ଶୁରାମପରଶୁରାମ ତୀର୍ଥଯାତ୍ରାରୁ ଫେରିବା ପରେ ଜାଣିବାକୁ ପାଇଲେ ଯେ ସେ ଦୂରରେ ଥିବାବେଳେ ପ୍ରତିଶୋଧ ନେବାକୁ ଚାହୁଁଥିବା କ୍ଷେତ୍ରିୟମାନେ ତାଙ୍କ ପିତାଙ୍କୁ ହତ୍ୟା କରିଥିଲେ। ପର୍ଶୁରାମପରଶୁରାମ ପୁନର୍ବାର କୁରାଢ଼ୀ ଉଠାଇ ପ୍ରତିଶୋଧରେ ଅନେକ ଯୋଦ୍ଧାଙ୍କୁ ହତ୍ୟା କଲେ। ଶେଷରେ, ସେ ଅସ୍ତ୍ର ଛାଡି ତପସ୍ୱୀ ଜୀବନ ଗ୍ରହଣ କଲେ |
 
କନ୍ନଡ ଲୋକନୃତ୍ୟରେ, ବିଶେଷକରି ଦେବଦାସଙ୍କ ଦ୍ୱାରା ଗାନ କରାଯାଇଥିବା ଭକ୍ତି ଗୀତରେ ତାଙ୍କୁ ପ୍ରାୟତ ୟେଲାମାର ପୁତ୍ର ବୋଲି କୁହାଯାଏ |
 
ପୌରାଣିକ ମତେ '''ପର୍ଶୁରାମ''',ପରଶୁରାମ [[ବିଷ୍ଣୁ]]ଙ୍କ ଷଷ୍ଠ ଅବତାର । ଭୃଗୁବଂଶର ଋଷି ଜମଦଗ୍ନି ଓ ରେଣୁକାଙ୍କ ଔରସରୁ ପର୍ଶୁରାମପରଶୁରାମ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ପୂଜାପାଠ ଛାଡ଼ି ଧନୁଶର ଓ ପରଶୁ କୁଠାର ସାହାଯ୍ୟରେ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ଏହି ସମୟରେ ମା’ ରେଣୁକାଙ୍କୁ ଚରିତ୍ର ସ୍ଖଳନ ଦୋଷରେ ଦୋଷୀ ସାବ୍ୟସ୍ତ କରି ଋଷି ଜମଦଗ୍ମି ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଲେ । ଭୃଗୁପତି ପର୍ଶୁରାମପରଶୁରାମ ପର୍ଶୁ ଆଘାତରେ ମାଆଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲେ । ପିତା ଜମଦଗ୍ନି ସନ୍ତୁଷ୍ଟ ହୋଇ ବର ଯାଚନା କଲେ । ମାଆଙ୍କୁ ପୁନର୍ଜୀବନ ଦେବା ପାଇଁ ପର୍ଶୁରାମପରଶୁରାମ ବର ମାଗିଲେ । ଋଷି ଜମଦଗ୍ନି ସନ୍ତୁଷ୍ଟ ହୋଇ ରେଣୁକାଙ୍କୁ ଜୀବନ୍ୟାସ ମନ୍ତ୍ରପଢ଼ି ଜଳସିଞ୍ଚି ବଞ୍ଚାଇ ଦେଲେ । ତେବେ ମାତୃହତ୍ୟା କରିଥିବାରୁ ପାପଭାରରେ ପର୍ଶୁରାମଙ୍କପରଶୁରାମଙ୍କ ପରଶୁ ତାଙ୍କ କାନ୍ଧରୁ ଉଠିଲା ନାହିଁ । ଏହା ଦେଖି ପିତା ଜମଦଗ୍ନି କହିଲେ ‘ଭାରତବର୍ଷର ସମସ୍ତ ତୀର୍ଥ ଦର୍ଶନ କରି ଜଳରେ ସ୍ନାନ କର । ତା’ପରେ କୈଳାସ ପର୍ବତକୁ ଯାଇ [[ଶିବ]] ପାର୍ବତୀଙ୍କ ନିକଟରେ ତପସ୍ୟା କର । ଶିବ ପାର୍ବତୀ ସନ୍ତୁଷ୍ଟ ହୋଇ ତୁମକୁ ପାପମୁକ୍ତ କରିବେ । ପିତାଙ୍କ ଆଦେଶ ପାଳନ କରି ପର୍ଶୁରାମପରଶୁରାମ ଦୀର୍ଘଦିନ ତୀର୍ଥସ୍ଥାନ ପର୍ଯ୍ୟଟନ କରି କୈଳାସ ପର୍ବତରେ ତପସ୍ୟାରତ ହେଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀ ତାଙ୍କୁ ବର ପ୍ରଦାନ କରି ପାପମୁକ୍ତ କଲେ । ଫଳରେ ତାଙ୍କ କାନ୍ଧରୁ ପରଶୁ କୁଠାର ଖସିଗଲା ।
 
ଦ୍ୱାପର ଯୁଗରେ କ୍ଷତ୍ରୀୟମାନେ ଅତ୍ୟାଚାରୀ ହୋଇ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ । ଭଗବାନ ପର୍ଶୁରାମପରଶୁରାମ ନିଜେ ବ୍ରାହ୍ମଣ ସନ୍ତାନ ହୋଇ ମଧ୍ୟ ହାତରେ ପରଶୁ କୁଠାର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ । ସର୍ବପ୍ରଥମେ ସହସ୍ରାର୍ଜ୍ଜୁନଙ୍କୁ ହତ୍ୟା କଲେ । ପରେ ପରେ ଏକବିଂଶବାର ବୁଲି ବୁଲି ସେ କ୍ଷତ୍ରୀୟକୁଳ ଅଙ୍କୁରମାନଙ୍କୁ ନିପାତ କଲେ । ସମଗ୍ର ପୃଥିବୀ ବୀର କ୍ଷତ୍ରୀୟମାନଙ୍କ ରକ୍ତରେ ଧୌତ ହେଲା । ଅତ୍ୟାଚାରୀ କ୍ଷତ୍ରୀୟମାନଙ୍କୁ ଉପଯୁକ୍ତ ଦଣ୍ଡ ଦେଇସାରିବା ପରେ ଆଉ ପର୍ଶୁରାମପରଶୁରାମ ଅବତାରରେ କୌଣସି ଆବଶ୍ୟକତା ରହିଲା ନାହିଁ । ତେଣୁ ଭଗବାନ ଶ୍ରୀରାମଚନ୍ଦ୍ର ରୂପେ ଅଯୋଧ୍ୟା ରାଜପରିବାରରେ ସେ ଜନ୍ମଗ୍ରହଣ କଲେ । ଜନକ ରାଜକୁମାରୀ ସୀତାଙ୍କୁ ବିବାହ କରିବା ପାଇଁ ଶିବଧନୁ ଭାଙ୍ଗିବା ସମୟରେ ପର୍ଶୁରାମଙ୍କପରଶୁରାମଙ୍କ ମିଥିଳାରେ ଆବିର୍ଭାବ ଘଟିଥିଲା। ଶ୍ରୀରାମଙ୍କ ମହିମା ଜାଣିନପାରି ପର୍ଶୁରାମପରଶୁରାମ ତାଙ୍କୁ ଜଣେ ସାଧାରଣ କ୍ଷତ୍ରୀୟ ସନ୍ତାନ ଭାବେ ମନେକରିଥିଲେ । ପର୍ଶୁରାମପରଶୁରାମ ତାଙ୍କ ସହିତ ଯୁଦ୍ଧ ପାଇଁ ଶ୍ରୀରାମଙ୍କୁ ଆମନ୍ତ୍ରଣ କଲେ । ପର୍ଶୁରାମପରଶୁରାମ କହିଲେ- ‘ତୁମେ ତ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଛ, ତେଣୁ ମୋ ଧନୁରେ ଶରସନ୍ଧାନ କରି ଦେଖାଅ ।’ ଭଗବାନ ଶ୍ରୀରାମଚନ୍ଦ୍ର ପର୍ଶୁରାମଙ୍କପରଶୁରାମଙ୍କ ହାତରୁ ଧନୁ ନେଇ ଅକ୍ଳେଶରେ ଶରସନ୍ଧାନ କଲେ । ଠିକ୍ ଏହି ସମୟରେ ଭଗବାନ ରାମଚନ୍ଦ୍ର ପର୍ଶୁରାମଙ୍କପରଶୁରାମଙ୍କ ଶରୀରରୁ ବିଷ୍ଣୁକଳାର ତେଜ ହରଣ କଲେ । ସେହି ଦିନଠାରୁ ପର୍ଶୁରାମପରଶୁରାମ କ୍ଷତ୍ରୀୟ ତେଜ ଓ କ୍ରୋଧ ତ୍ୟାଗ କରି ତପସ୍ୟାରେ ମନ ବଳାଇଲେ । ଦ୍ୱାପର ଯୁଗରେ ପର୍ଶୁରାମପରଶୁରାମ ଭୀଷ୍ମ କର୍ଣ୍ଣଙ୍କ ଭଳି ମହାରଥୀଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ ।
ପୌରାଣିକ ମତେ '''ପର୍ଶୁରାମ''', [[ବିଷ୍ଣୁ]]ଙ୍କ ଷଷ୍ଠ ଅବତାର । ଭୃଗୁବଂଶର ଋଷି ଜମଦଗ୍ନି ଓ ରେଣୁକାଙ୍କ ଔରସରୁ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ପୂଜାପାଠ ଛାଡ଼ି ଧନୁଶର ଓ ପରଶୁ କୁଠାର ସାହାଯ୍ୟରେ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ଏହି ସମୟରେ ମା’ ରେଣୁକାଙ୍କୁ ଚରିତ୍ର ସ୍ଖଳନ ଦୋଷରେ ଦୋଷୀ ସାବ୍ୟସ୍ତ କରି ଋଷି ଜମଦଗ୍ମି ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଲେ । ଭୃଗୁପତି ପର୍ଶୁରାମ ପର୍ଶୁ ଆଘାତରେ ମାଆଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲେ । ପିତା ଜମଦଗ୍ନି ସନ୍ତୁଷ୍ଟ ହୋଇ ବର ଯାଚନା କଲେ । ମାଆଙ୍କୁ ପୁନର୍ଜୀବନ ଦେବା ପାଇଁ ପର୍ଶୁରାମ ବର ମାଗିଲେ । ଋଷି ଜମଦଗ୍ନି ସନ୍ତୁଷ୍ଟ ହୋଇ ରେଣୁକାଙ୍କୁ ଜୀବନ୍ୟାସ ମନ୍ତ୍ରପଢ଼ି ଜଳସିଞ୍ଚି ବଞ୍ଚାଇ ଦେଲେ । ତେବେ ମାତୃହତ୍ୟା କରିଥିବାରୁ ପାପଭାରରେ ପର୍ଶୁରାମଙ୍କ ପରଶୁ ତାଙ୍କ କାନ୍ଧରୁ ଉଠିଲା ନାହିଁ । ଏହା ଦେଖି ପିତା ଜମଦଗ୍ନି କହିଲେ ‘ଭାରତବର୍ଷର ସମସ୍ତ ତୀର୍ଥ ଦର୍ଶନ କରି ଜଳରେ ସ୍ନାନ କର । ତା’ପରେ କୈଳାସ ପର୍ବତକୁ ଯାଇ [[ଶିବ]] ପାର୍ବତୀଙ୍କ ନିକଟରେ ତପସ୍ୟା କର । ଶିବ ପାର୍ବତୀ ସନ୍ତୁଷ୍ଟ ହୋଇ ତୁମକୁ ପାପମୁକ୍ତ କରିବେ । ପିତାଙ୍କ ଆଦେଶ ପାଳନ କରି ପର୍ଶୁରାମ ଦୀର୍ଘଦିନ ତୀର୍ଥସ୍ଥାନ ପର୍ଯ୍ୟଟନ କରି କୈଳାସ ପର୍ବତରେ ତପସ୍ୟାରତ ହେଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀ ତାଙ୍କୁ ବର ପ୍ରଦାନ କରି ପାପମୁକ୍ତ କଲେ । ଫଳରେ ତାଙ୍କ କାନ୍ଧରୁ ପରଶୁ କୁଠାର ଖସିଗଲା ।
 
ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ପର୍ଶୁରାମଙ୍କପରଶୁରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ ।
ଦ୍ୱାପର ଯୁଗରେ କ୍ଷତ୍ରୀୟମାନେ ଅତ୍ୟାଚାରୀ ହୋଇ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ । ଭଗବାନ ପର୍ଶୁରାମ ନିଜେ ବ୍ରାହ୍ମଣ ସନ୍ତାନ ହୋଇ ମଧ୍ୟ ହାତରେ ପରଶୁ କୁଠାର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ । ସର୍ବପ୍ରଥମେ ସହସ୍ରାର୍ଜ୍ଜୁନଙ୍କୁ ହତ୍ୟା କଲେ । ପରେ ପରେ ଏକବିଂଶବାର ବୁଲି ବୁଲି ସେ କ୍ଷତ୍ରୀୟକୁଳ ଅଙ୍କୁରମାନଙ୍କୁ ନିପାତ କଲେ । ସମଗ୍ର ପୃଥିବୀ ବୀର କ୍ଷତ୍ରୀୟମାନଙ୍କ ରକ୍ତରେ ଧୌତ ହେଲା । ଅତ୍ୟାଚାରୀ କ୍ଷତ୍ରୀୟମାନଙ୍କୁ ଉପଯୁକ୍ତ ଦଣ୍ଡ ଦେଇସାରିବା ପରେ ଆଉ ପର୍ଶୁରାମ ଅବତାରରେ କୌଣସି ଆବଶ୍ୟକତା ରହିଲା ନାହିଁ । ତେଣୁ ଭଗବାନ ଶ୍ରୀରାମଚନ୍ଦ୍ର ରୂପେ ଅଯୋଧ୍ୟା ରାଜପରିବାରରେ ସେ ଜନ୍ମଗ୍ରହଣ କଲେ । ଜନକ ରାଜକୁମାରୀ ସୀତାଙ୍କୁ ବିବାହ କରିବା ପାଇଁ ଶିବଧନୁ ଭାଙ୍ଗିବା ସମୟରେ ପର୍ଶୁରାମଙ୍କ ମିଥିଳାରେ ଆବିର୍ଭାବ ଘଟିଥିଲା। ଶ୍ରୀରାମଙ୍କ ମହିମା ଜାଣିନପାରି ପର୍ଶୁରାମ ତାଙ୍କୁ ଜଣେ ସାଧାରଣ କ୍ଷତ୍ରୀୟ ସନ୍ତାନ ଭାବେ ମନେକରିଥିଲେ । ପର୍ଶୁରାମ ତାଙ୍କ ସହିତ ଯୁଦ୍ଧ ପାଇଁ ଶ୍ରୀରାମଙ୍କୁ ଆମନ୍ତ୍ରଣ କଲେ । ପର୍ଶୁରାମ କହିଲେ- ‘ତୁମେ ତ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଛ, ତେଣୁ ମୋ ଧନୁରେ ଶରସନ୍ଧାନ କରି ଦେଖାଅ ।’ ଭଗବାନ ଶ୍ରୀରାମଚନ୍ଦ୍ର ପର୍ଶୁରାମଙ୍କ ହାତରୁ ଧନୁ ନେଇ ଅକ୍ଳେଶରେ ଶରସନ୍ଧାନ କଲେ । ଠିକ୍ ଏହି ସମୟରେ ଭଗବାନ ରାମଚନ୍ଦ୍ର ପର୍ଶୁରାମଙ୍କ ଶରୀରରୁ ବିଷ୍ଣୁକଳାର ତେଜ ହରଣ କଲେ । ସେହି ଦିନଠାରୁ ପର୍ଶୁରାମ କ୍ଷତ୍ରୀୟ ତେଜ ଓ କ୍ରୋଧ ତ୍ୟାଗ କରି ତପସ୍ୟାରେ ମନ ବଳାଇଲେ । ଦ୍ୱାପର ଯୁଗରେ ପର୍ଶୁରାମ ଭୀଷ୍ମ କର୍ଣ୍ଣଙ୍କ ଭଳି ମହାରଥୀଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ ।
 
=== ଜାନୁଘଣ୍ଟିଆ ===
ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ପର୍ଶୁରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ ।
{{main|ଜାନୁଘଣ୍ଟିଆ}}ଓଡ଼ିଶାର ଦକ୍ଷିଣାଞ୍ଚଳରେ ପର୍ଶୁରାମପରଶୁରାମ ଗୋତ୍ରୀ ବ୍ରାହ୍ମଣମାନେ ବସବାସ କରନ୍ତି । ସେମାନେ ଅଧିକାଂଶ ସମୟରେ ଭିକ୍ଷାନ୍ନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ତେବେ ସେମାନେ ସାଧାରଣ ଭିକ୍ଷୁକ ବା ଯୋଗୀ ଭିକାରି ପରି ଭିକ୍ଷା ମାଗନ୍ତି ନାହିଁ । ଦୁଇଜଣ ଏକାଠି ଆସନ୍ତି । ଜଣେ ରାମ ବେଶରେ ଆଉ ଜଣେ ପର୍ଶୁରାମପରଶୁରାମ ବେଶରେ ଆସନ୍ତି । ରାମଙ୍କ ହାତରେ ଥାଏ ଧନୁଶର ଓ ପର୍ଶୁରାମଙ୍କପରଶୁରାମଙ୍କ ହାତରେ ଥାଏ ପରଶୁ କୁଠାର । ଗ୍ରାମର ବା ସାହିର ଦୁଇମୁଣ୍ଡରୁ ଦୁଇଜଣ ପ୍ରବେଶ କରନ୍ତି । ଯେଉଁଠାରେ ଭେଟହୁଏ ସେଠାରେ ଯୁଦ୍ଧର ଆହ୍ୱାନ ଭଳି ଅଭିନୟ କରନ୍ତି । ଦୁଇଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲେ । ଶେଷରେ ପର୍ଶୁରାମପରଶୁରାମ ବେଶଧାରୀ ଭିକ୍ଷୁ ହାରିଯାଇ ଶ୍ରୀରାମ ବେଶଧାରୀ ଭିକ୍ଷୁଙ୍କ ନିକଟରେ ଶରଣ ପଶନ୍ତି । ଏହି ଦୃଶ୍ୟ ଦେଖିବାକୁ ବହୁଲୋକ ରୁଣ୍ଡ ହୁଅନ୍ତି । ସେମାନେ ରାମ ଓ ପର୍ଶୁରାମପରଶୁରାମ ବେଶଧାରୀ ବ୍ରାହ୍ମଣଙ୍କୁ ଭିକ୍ଷା ଦିଅନ୍ତି । ଦୁଇଜଣଙ୍କ ହାତରେ ଲାଉତୁମ୍ବାର ପାତ୍ର ଥାଏ । ଏଥିରେ ସୁନ୍ଦର ଦଶାବତାର ଚିତ୍ର ଅଙ୍କିତ ହୋଇଥାଏ । ଦୁହେଁ ମୁଣ୍ଡରେ ଖିଡ଼୍‌କୀ ପାଗ ଓ ଚିତା ପୋଷାକ ପିନ୍ଧିଥାନ୍ତି । ପର୍ଶୁରାମଙ୍କପରଶୁରାମଙ୍କ ଜଙ୍ଘରେ ଗୋଟିଏ ଘିର ବନ୍ଧା ହୋଇଥାଏ । କଥିତ ଅଛି ପର୍ଶୁରାମପରଶୁରାମ ପୃଥିବୀରୁ ଏକବିଂଶବାର କ୍ଷତ୍ରିୟଙ୍କୁ ନିପାତ କରିବା ସମୟରେ ଜାନୁରେ ଘଣ୍ଟି ବାନ୍ଧିଥିଲେ । ସେହି ଘିର ଶବ୍ଦ ଶୁଣିଲେ ଶତ୍ରୁମାନେ ଭୟରେ ଶିହରୀ ଉଠୁଥିଲେ । ତେଣୁ ତାଙ୍କୁ ଜାନୁଘଣ୍ଟ ପର୍ଶୁରାମପରଶୁରାମ କୁହାଯାଉଥିଲା । ଏହି ପରମ୍ପରାର ଜାନୁଘଣ୍ଟ ପର୍ଶୁରାମପରଶୁରାମ ଭିକ୍ଷୁକ କ୍ଷତ୍ରିୟୋଚିତ ସ୍ୱାଭିମାନ ନେଇ କାହାକୁ କିଛି ମାଗନ୍ତି ନାହିଁ । କାହା ଦୁଆରେ ଛିଡ଼ା ହୁଅନ୍ତି ନାହିଁ । କାହାରି ଛାତ ତଳକୁ ଯାଆନ୍ତି ନାହିଁ । ଗାଁଗହଳରେ ଏମାନଙ୍କୁ ''ଜାନୁଘଣ୍ଟିଆ'' କୁହାଯାଏ ।
 
== ପରଶୁରାମାଷ୍ଟମୀ ବ୍ରତ ==
=== ଜାନୁଘଣ୍ଟିଆ ===
ଓଡ଼ିଶାର ଦକ୍ଷିଣାଞ୍ଚଳରେ ମାଆମାନେ ପୁତ୍ରର ଶୁଭକାମନା କରି ପର୍ଶୁରାମଷ୍ଟମୀପରଶୁରାମଷ୍ଟମୀ ବ୍ରତ ପାଳନ କରନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରୁଥିବା ସମୟରେ ଏହି ବ୍ରତ ପାଳନ କରାଯାଏ । ଉପବାସ ରହି ଭଗବାନ ପର୍ଶୁରାମଙ୍କୁପରଶୁରାମଙ୍କୁ ପୂଜାର୍ଚ୍ଚନା କରାଯାଏ । ଚିରଞ୍ଜିବୀ ପର୍ଶୁରାମପରଶୁରାମ ଏବେ ମହେନ୍ଦ୍ରଗିରିରେ ଅବସ୍ଥାନ କରୁଛନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ତେଣୁ କେହି କେହି ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହେନ୍ଦ୍ରଗିରିକୁ ଯାଇ ଭଗବାନ ପର୍ଶୁରାମଙ୍କପରଶୁରାମଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରନ୍ତି । <ref>ଅଶୋକ କୁମାର ପଟ୍ଟନାୟକ, ସଂଚାର, ପୃଷ୍ଠା- ୧୪, ମଙ୍ଗଳବାର, ୧୬ ଜୁଲାଇ ୨୦୧୩ </ref>
{{main|ଜାନୁଘଣ୍ଟିଆ}}ଓଡ଼ିଶାର ଦକ୍ଷିଣାଞ୍ଚଳରେ ପର୍ଶୁରାମ ଗୋତ୍ରୀ ବ୍ରାହ୍ମଣମାନେ ବସବାସ କରନ୍ତି । ସେମାନେ ଅଧିକାଂଶ ସମୟରେ ଭିକ୍ଷାନ୍ନ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ତେବେ ସେମାନେ ସାଧାରଣ ଭିକ୍ଷୁକ ବା ଯୋଗୀ ଭିକାରି ପରି ଭିକ୍ଷା ମାଗନ୍ତି ନାହିଁ । ଦୁଇଜଣ ଏକାଠି ଆସନ୍ତି । ଜଣେ ରାମ ବେଶରେ ଆଉ ଜଣେ ପର୍ଶୁରାମ ବେଶରେ ଆସନ୍ତି । ରାମଙ୍କ ହାତରେ ଥାଏ ଧନୁଶର ଓ ପର୍ଶୁରାମଙ୍କ ହାତରେ ଥାଏ ପରଶୁ କୁଠାର । ଗ୍ରାମର ବା ସାହିର ଦୁଇମୁଣ୍ଡରୁ ଦୁଇଜଣ ପ୍ରବେଶ କରନ୍ତି । ଯେଉଁଠାରେ ଭେଟହୁଏ ସେଠାରେ ଯୁଦ୍ଧର ଆହ୍ୱାନ ଭଳି ଅଭିନୟ କରନ୍ତି । ଦୁଇଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲେ । ଶେଷରେ ପର୍ଶୁରାମ ବେଶଧାରୀ ଭିକ୍ଷୁ ହାରିଯାଇ ଶ୍ରୀରାମ ବେଶଧାରୀ ଭିକ୍ଷୁଙ୍କ ନିକଟରେ ଶରଣ ପଶନ୍ତି । ଏହି ଦୃଶ୍ୟ ଦେଖିବାକୁ ବହୁଲୋକ ରୁଣ୍ଡ ହୁଅନ୍ତି । ସେମାନେ ରାମ ଓ ପର୍ଶୁରାମ ବେଶଧାରୀ ବ୍ରାହ୍ମଣଙ୍କୁ ଭିକ୍ଷା ଦିଅନ୍ତି । ଦୁଇଜଣଙ୍କ ହାତରେ ଲାଉତୁମ୍ବାର ପାତ୍ର ଥାଏ । ଏଥିରେ ସୁନ୍ଦର ଦଶାବତାର ଚିତ୍ର ଅଙ୍କିତ ହୋଇଥାଏ । ଦୁହେଁ ମୁଣ୍ଡରେ ଖିଡ଼୍‌କୀ ପାଗ ଓ ଚିତା ପୋଷାକ ପିନ୍ଧିଥାନ୍ତି । ପର୍ଶୁରାମଙ୍କ ଜଙ୍ଘରେ ଗୋଟିଏ ଘିର ବନ୍ଧା ହୋଇଥାଏ । କଥିତ ଅଛି ପର୍ଶୁରାମ ପୃଥିବୀରୁ ଏକବିଂଶବାର କ୍ଷତ୍ରିୟଙ୍କୁ ନିପାତ କରିବା ସମୟରେ ଜାନୁରେ ଘଣ୍ଟି ବାନ୍ଧିଥିଲେ । ସେହି ଘିର ଶବ୍ଦ ଶୁଣିଲେ ଶତ୍ରୁମାନେ ଭୟରେ ଶିହରୀ ଉଠୁଥିଲେ । ତେଣୁ ତାଙ୍କୁ ଜାନୁଘଣ୍ଟ ପର୍ଶୁରାମ କୁହାଯାଉଥିଲା । ଏହି ପରମ୍ପରାର ଜାନୁଘଣ୍ଟ ପର୍ଶୁରାମ ଭିକ୍ଷୁକ କ୍ଷତ୍ରିୟୋଚିତ ସ୍ୱାଭିମାନ ନେଇ କାହାକୁ କିଛି ମାଗନ୍ତି ନାହିଁ । କାହା ଦୁଆରେ ଛିଡ଼ା ହୁଅନ୍ତି ନାହିଁ । କାହାରି ଛାତ ତଳକୁ ଯାଆନ୍ତି ନାହିଁ । ଗାଁଗହଳରେ ଏମାନଙ୍କୁ ''ଜାନୁଘଣ୍ଟିଆ'' କୁହାଯାଏ ।
 
==== ପର୍ଶୁରାମାଷ୍ଟମୀ ବ୍ରତ ====
ଓଡ଼ିଶାର ଦକ୍ଷିଣାଞ୍ଚଳରେ ମାଆମାନେ ପୁତ୍ରର ଶୁଭକାମନା କରି ପର୍ଶୁରାମଷ୍ଟମୀ ବ୍ରତ ପାଳନ କରନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରୁଥିବା ସମୟରେ ଏହି ବ୍ରତ ପାଳନ କରାଯାଏ । ଉପବାସ ରହି ଭଗବାନ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା କରାଯାଏ । ଚିରଞ୍ଜିବୀ ପର୍ଶୁରାମ ଏବେ ମହେନ୍ଦ୍ରଗିରିରେ ଅବସ୍ଥାନ କରୁଛନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ତେଣୁ କେହି କେହି ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହେନ୍ଦ୍ରଗିରିକୁ ଯାଇ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରନ୍ତି । <ref>ଅଶୋକ କୁମାର ପଟ୍ଟନାୟକ, ସଂଚାର, ପୃଷ୍ଠା- ୧୪, ମଙ୍ଗଳବାର, ୧୬ ଜୁଲାଇ ୨୦୧୩ </ref>
==ଆଧାର==
{{ଆଧାର}}
"https://or.wikipedia.org/wiki/ପରଶୁରାମ"ରୁ ଅଣାଯାଇଅଛି