୧୭,୩୭୦
ଗୋଟି ସମ୍ପାଦନା
Psubhashish (ଆଲୋଚନା | ଅବଦାନ) |
|||
'''ପାଲା''' ଏକ ପାରମ୍ପାରିକ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା ।
ପାଲା ଓଡ଼ିଶାର ବିଦଗ୍ଧ କଳା. ଏହା ଏକ ଅତି ପୁରାତନ ଲୋକନାଟ୍ୟ. ପାଲା ସାଧାରଣତଃ ୬ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ. ଜଣେ ଗାୟକ, ଜଣେ ବାୟକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ. ଓଡ଼ିଶାର ଏହି ସ୍ବତନ୍ତ୍ର କଳା ଦିନେ ଘରେ ଘରେ ଅତି ପରିଚିତ ଥିଲା. ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ୍ ପସନ୍ଦ କରୁଥିଲେ. ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା. ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେଘରେ ପହଞ୍ଚି ପାରିଥିଲା. ସେହିପରି ସ୍ବାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ବପୂଣ୍ଣ ଭୂମିକା ରହିଥିଲା. ▼
▲ପାଲା ଓଡ଼ିଶାର ବିଦଗ୍ଧ କଳା
ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ବୟ ରଖିଥାଏ. ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ. ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ.▼
▲ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ବୟ ରଖିଥାଏ
[[category:ଓଡ଼ିଆର ଲୋକନାଟ]]
[[category:ଲୋକନାଟ]]
[[category:ନୃତ୍ୟ]]
|