"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: Reverted Emoji ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
💥ଉତ୍କଳୀୟ ବୈଷ୍ଣବ💥
{{ଛୋଟ|Religion}}
[[ଫାଇଲ:Religionsmajoritaries.png|thumb|380px|]]
[[ଫାଇଲ:Religious symbols-4x4.svg|thumb|ବାରଟି ବିଶ୍ୱ ଧାର୍ମିକ ଅଭିଯାନର ପ୍ରତୀକ, ଅକ୍ଷର କ୍ରମରେ<br /> [[ଖ୍ରୀଷ୍ଟ ଧର୍ମ]], [[ବାହାଇ ବିଶ୍ୱାସ]]<br />[[ବୌଦ୍ଧ ଧର୍ମ]], [[ତାଓବାଦ]], [[ହିନ୍ଦୁ ଧର୍ମ]], [[ଇସ୍ଲାମ]]<br />[[କାମିନୋ ମିଚି|ଶିଣ୍ଟୋବାଦ]], [[ଜୈନ ଧର୍ମ]], [[ଇହୁଦୀ ଧର୍ମ]], [[ପାଗାନବାଦ]]<br /> [[ଚୀନୀ ଲୋକ ପରମ୍ପରା]], [[ଶିଖ ଧର୍ମ]]]]
 
ଖ୍ରୀଷ୍ଟୀୟ ଚତୁର୍ଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ଭାରତରେ ଭକ୍ତି ଯୁଗ କୁହାଯାଏ। ଅଷ୍ଟମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟଙ୍କ ଧାର୍ମିକ ଆନ୍ଦୋଳନ ଦ୍ୱାରା ତାନ୍ତ୍ରିକ ବାମାଚାର ଓ ବୌଦ୍ଧ ଇତ୍ୟାଦିଙ୍କ ନାସ୍ତିକ୍ୟର ଖଣ୍ଡନ ହେବା ପରେ ଏଗୁଡିକର ପ୍ରତିଷ୍ଠା ଦ୍ରୁତ ଗତିରେ କ୍ଷୀଣ ହେବାକୁ ଲାଗିଲା। ତଥାପି ସ୍ମାର୍ତ୍ତ ମାନଙ୍କ କର୍ମକାଣ୍ଡ ଜନାଦୃତ ହୋଇ ପାରୁ ନଥିଲା। କାରଣ ପୂର୍ବରୁ ପ୍ରଚଳିତ ବାମମାର୍ଗ, ବଜ୍ରଯାନ,ସହଜଯାନ ଓ ଅନ୍ୟ ବୌଦ୍ଧ ଇତ୍ୟାଦି ତନ୍ତ୍ର-ପଦ୍ଧତିର ବ୍ୟାବହାରିକ ସ୍ବେଚ୍ଛାଚାରର କୁସଂସ୍କାର ଦ୍ୱାରା କବଳିତ ସମାଜ ବର୍ଣାଶ୍ରମ-ବିଭାଗନିଷ୍ଠ ସଦାଚାର-ପରିପୂର୍ଣ୍ଣ ଧାର୍ମିକ-ଉପାସନା ଓ ଜୀବନ-ଶୈଳୀକୁ ଗ୍ରହଣ କରିବା ପାଇଁ କୁଣ୍ଠିତ ଥିଲା। ଏହା ସହିତ ବ୍ରାହ୍ମଣ ମାନଙ୍କ ଜାତିଶ୍ରେଷ୍ଠମନ୍ୟତାର ଦୁରାଗ୍ରହ ଓ ସ୍ୱାର୍ଥପୂର୍ଣ୍ଣ ଧର୍ମଶାଠ୍ୟ ସାଧାରଣ ଜନମାନସକୁ କ୍ଷୁବ୍ଧ କରିଥିଲା। ଯାହାଦ୍ୱାରା ସ୍ମାର୍ତ ପଦ୍ଧତି ମଧ୍ୟ ଏକ ନିର୍ଦିଷ୍ଟ ଜାତି ମାତ୍ରର ଜୀବିକାର ପରିରକ୍ଷଣ ହେତୁ ଭିନ୍ନ ଏକ ପ୍ରକାର ପାଖଣ୍ଡ ବୋଲି ଲୋକେ ଭାବି ନେଲେ । ଜାତି ନାମରେ ସଂହତିର ବିଘଟନ ଶାସକ-ପ୍ରଶାସକ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇ ପଡ଼ିଥିଲା। ଅପର ପକ୍ଷରେ ସମାଜର ଏକ ବିଶାଳ ଅଂଶ ବିଧର୍ମୀ ମାନଙ୍କ ଆକ୍ରମଣ ଓ ଧର୍ମାନ୍ତରଣର ପ୍ରଭାବରେ ଅଭିଭୂତ ହୋଇ ସାରି ଥିଲା। ଏପରି ସ୍ଥଳେ ଏକ ନୂତନ ଧାର୍ମିକ ସମୀକରଣର ଶୁଭାରମ୍ଭ ହେଲା। ନାଥ-ଯୋଗୀ ମାନଙ୍କ ଅଦ୍ୱୈତ ବିଚାର ଧାରା, ବଜ୍ରଯାନ ଓ ସହଜଯାନ ଅନୁସାରୀ ବର୍ଣ୍ଣାଶ୍ରମନିରପେକ୍ଷ ବ୍ୟାବହାରିକ ସ୍ବାଚ୍ଛନ୍ଦ୍ୟ ସହିତ କୃଷ୍ଣଅନୁରାଗ ମିଶ୍ରିତ ଭକ୍ତି-ମାର୍ଗର ବିଭିନ୍ନ ପ୍ରଚାରକ ମାନେ ଆବିର୍ଭୂତ ହେଲେ। ଶ୍ରୀଚୈତନ୍ୟଙ୍କ ଚାରଣ ମାନଙ୍କ ଦ୍ୱାରା କୃଷ୍ଣଅନୁରାଗକୁ ଅଧିକତର ଭାବେ ବିଲ୍ଵମଙ୍ଗଳ ଓ ଜୟଦେବ କଳ୍ପିତ ପରକୀୟା ପ୍ରୀତିରସର ଉତ୍କର୍ଷ ସହିତ ପରିଭାଷିତ କରାଗଲା। ଯଦ୍ୟପି ଶ୍ରୀଚୈତନ୍ୟ ଶ୍ରୀଧରସ୍ୱାମୀଙ୍କ ଅଦ୍ୱୈତବାଦୀ ଦାର୍ଶନିକ ବିଚାରଧାରା, ସ୍ମାର୍ତ ବର୍ଣ୍ଣାଶ୍ରମ ମର୍ଯ୍ୟାଦା ସହିତ ଶ୍ରୀକୃଷ୍ଣଭକ୍ତିରସକୁ ହିଁ ସିଦ୍ଧାନ୍ତ ଭାବରେ ଗ୍ରହଣ କରିଥିଲେ ତଥାପି ଚୈତନ୍ୟଙ୍କ ପ୍ରତିଷ୍ଠାକୁ ଆଶ୍ରୟ କରି ନିତ୍ୟାନନ୍ଦଙ୍କ ବିଚାରଧାରା ଯାହା ପୂର୍ବୋକ୍ତ ପ୍ରକାରେ ପ୍ରଚ୍ଛନ୍ନ ବାମାଚାରୀ ,ସହଜିୟା ଓ ବଜ୍ରଯାନୀ ବିଚାରଧାରାର ମାନସିକତା ଦ୍ୱାରା ଅନୁବିଦ୍ଧ ଥିଲା ତାହା ପାରମାର୍ଥିକ ଭକ୍ତିତତ୍ତ୍ୱ ଭାବରେ ପ୍ରଚାରିତ ହେବାକୁ ଲାଗିଲା। ଏହା ଓଡିଶା ଓ ବଙ୍ଗ ପ୍ରଦେଶରୁ ଆରମ୍ଭ ହୋଇ ବୃନ୍ଦାବନରେ ଆଧିପତ୍ୟ ବିସ୍ତାର କଲା। ଉତ୍କଳୀୟ ପଞ୍ଚସଖା ଚୈତନ୍ୟଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ସୁଦ୍ଧା ନିତ୍ୟାନନ୍ଦଙ୍କ ପ୍ରଚ୍ଛନ୍ନ ବାମାଚାରୀ ରାସତତ୍ତ୍ୱ ଅପେକ୍ଷା ଯୋଗମାର୍ଗ-ପରିଭାଷିତ ତାତ୍ଵିକ ରାସତତ୍ତ୍ୱର ପ୍ରଚାରକ ଥିଲେ । ତଥାପି ଜଗନ୍ନାଥ ଦାସଙ୍କୁ ଛାଡି ଅନ୍ୟ ଚାରିଜଣ (ଅଚ୍ୟୁତ, ଅନନ୍ତ, ବଳରାମ ଓ ଯଶୋବନ୍ତ) ଜାତିପ୍ରଧାନ ବର୍ଣାଶ୍ରମ ବିଭାଗ ପ୍ରତି ଅସହିଷ୍ଣୁ ଥିଲେ। ଏମାନେ ନାଥ ସମ୍ପ୍ରଦାୟର ଅଦ୍ୱୈତବାଦ ଓ ଯୋଗ ତତ୍ତ୍ୱ, ବଜ୍ରଯାନୀ ବୌଦ୍ଧ ମାନଙ୍କର ସିଦ୍ଧିକାରୀ ଉପାସନା ପଦ୍ଧତି ଓ ତନ୍ତ୍ର ସହିତ ଅଧିକ ଜଡିତ ଥିଲେ। ଏମାନେ କିଞ୍ଚିତ୍-ବାମସ୍ପର୍ଶୀ ଦକ୍ଷିଣମାର୍ଗୀ ଉପାସକ ଥିଲେ। କିନ୍ତୁ ବଙ୍ଗୀୟ ବୈଷ୍ଣବଙ୍କ ପ୍ରଚ୍ଛନ୍ନବାମାଚାରକୁ ପସନ୍ଦ କରୁ ନଥିଲେ। ସେମାନେ ତନ୍ତ୍ର ଓ ଯୋଗର ରହସ୍ୟବାଦ ପ୍ରତି ସମର୍ପିତ ଥିଲେ। ଏବେ ଏହି ପଞ୍ଚସଖାଙ୍କ ଉପାସନାର ଅବିଚ୍ଛିନ ପରମ୍ପରା ନାହିଁ। ଏମାନଙ୍କ ଦର୍ଶନ ଓ ଆଚାରସଂହିତା ଦୁଷ୍ଟ ଧର୍ମଧ୍ୱଜୀ ମାନଙ୍କର ଦୁରାଗ୍ରହ ଓ ଦୁର୍ବିଚାର କଳଙ୍କ ପଙ୍କରେ ନିମଗ୍ନ ହୋଇ ସାରିଛି। ପରବର୍ତ୍ତୀ କାଳରେ ଅରକ୍ଷିତ ଦାସ ଯେ କି ଅଷ୍ଟାଦଶ ଶତାବ୍ଦୀର ଉତ୍କଳୀୟ ଅଦ୍ୱୈତବାଦୀ ନିର୍ଗୁଣ ବ୍ରହ୍ମ ଉପାସକ ବୈଷ୍ଣବ ଥିଲେ, ସେ ଜପ ଓ ସନ୍ନ୍ୟାସ କୁ ହିଁ ଗୁରୁତ୍ୱ ପ୍ରଦାନ କରିଥିଲେ। କିନ୍ତୁ ଏହି ପରମ୍ପରାରେ ଥିବା ସାଧୁ ଓ ଭକ୍ତ ମାନେ କୌଣସି ନିର୍ଦିଷ୍ଟ ଦାର୍ଶନିକ ସିଦ୍ଧାନ୍ତରେ ପ୍ରତିଷ୍ଠିତ ନୁହନ୍ତି। ଅଖାଦ୍ୟ ଖାଆନ୍ତି ଓ ମାଦକ ପଦାର୍ଥ ସେବନ କରନ୍ତି। ଅତିଶୟ ଦିଶାହୀନ ଜୀବନକୁ ସାଧୁତା ବୋଲି କହି ଥାଆନ୍ତି। ମହିମାସ୍ୱାମୀ ଅଦ୍ୱୈତବାଦୀ ଥିଲେ। ବିସ୍ପଷ୍ଟ ଅଦ୍ୱୈତବାଦୀ ନିର୍ଗୁଣ-ଭକ୍ତି ଓ ଯୋଗ-ମାର୍ଗର ପ୍ରଚାରକ ଥିଲେ। ଏମାନଙ୍କ ଅନୁଗାମୀ ମାନେ କୌପୀନ ଓ ବଳ୍କଳ ପରିଧାନର ବୈଧତାକୁ ନେଇ ସର୍ବଦା ବିବାଦ ରତ। ଏମାନଙ୍କର ଏକ ଅଭ୍ୟାସଗତ ନିର୍ଦିଷ୍ଟ ଚଳଣି ଅଛି କିନ୍ତୁ ମାଦକ ଦ୍ରବ୍ୟ ସେବନ ଓ ମାଂସ ଭକ୍ଷଣ ସନ୍ଦର୍ଭରେ କୌଣସି ନୀତିଗତ ନିର୍ଣ୍ଣାୟକ ନିଶ୍ଚୟ ନଥିବାରୁ ଏମାନଙ୍କ ଧାର୍ମିକ ପରିପାଟି ଅନ୍ୟ ମାନଙ୍କ ପାଇଁ ଉପେକ୍ଷଣୀୟ ଅଟେ। ପଞ୍ଚସଖା (ବାୟା, ପାଗଳା, ଘୁଙ୍ଗା, କ୍ଷେପା ଓ ଅଳସୁଆ) ଇତ୍ୟାଦିଙ୍କ ବୈଷ୍ଣବ ସମାଜରେ ବହୁତ ପ୍ରତିଷ୍ଠା ଥିଲା । ଏମାନେ ତନ୍ତ୍ରୋକ୍ତ ଯୋଗ ଓ ତନ୍ତ୍ରର ବାମମାର୍ଗୀୟ ଉପାସନା ପ୍ରତି ସମର୍ପିତ ଥିଲେ। କିନ୍ତୁ ଏମାନଙ୍କ ସିଦ୍ଧାନ୍ତ ଓ ଉପାସନାର ପରମ୍ପରା ସେହିମାନଙ୍କ ଠାରୁ ହିଁ ବିଲୁପ୍ତ ହୋଇ ଗଲା। ଅଭିରାମ ପରମହଂସଙ୍କ ସାହିତ୍ୟିରୁ ଜଣା ପଡେ ଯେ ସେ ଅଚ୍ୟୁତଙ୍କ ପରି ରହସ୍ୟବାଦୀ ଭକ୍ତିମାର୍ଗର ଉପାସକ ଥିଲେ। ତାଙ୍କ ପରମ୍ପରାରେ ଶିକ୍ଷା-ଦୀକ୍ଷାର ଅଭାବରୁ ଧର୍ମ ନାମରେ ବାମ-ମାର୍ଗୀୟ ଚଳଣି ହିଁ ଅବଶିଷ୍ଟ ଅଛି।
'''ଧର୍ମ''' ହେଉଛି ନିର୍ଦ୍ଦିଷ୍ଟ ଆଚରଣ ଏବଂ [[ଅଭ୍ୟାସ]], [[ବିଶ୍ୱ ଦୃଷ୍ଟିକୋଣ]], [[ଦିବ୍ଯଗ୍ରନ୍ଥ]], [[ତୀର୍ଥ]], [[ଭବିଷ୍ୟବାଣୀ]], [[ନୈତିକତା]] ଇତ୍ଯାଦି ଯାହା ମାନବକୁ [[ଆଲୌକିକ]], ଆଧ୍ୟୟନିକ କିମ୍ବା [[ଆଧ୍ୟାତ୍ମିକ]] ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା ।<ref>{{cite web|url=https://www.merriam-webster.com/dictionary/religion|title=Religion - Definition of Religion by Merriam-Webster|accessdate=2019-12-16}}</ref> ତେବେ ସ୍ପଷ୍ଟ ଭାବରେ ଧର୍ମର ସଜ୍ଞା ଉପରେ ଏପର୍ଯ୍ୟନ୍ତ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।<ref>{{cite book |last1=Morreall |first1=John |last2=Sonn |first2=Tamara |title=50 Great Myths of Religion |chapter=Myth 1: All Societies Have Religions |date=2013 |publisher=[[John Wiley & Sons|Wiley]]-Blackwell|isbn=978-0-470-67350-8 |pages=12–17}}</ref><ref name=Nongbri1>{{cite book |last1=Nongbri |first1=Brent |title=Before Religion: A History of a Modern Concept|page=152 |quote=Although the Greeks, Romans, Mesopotamians, and many other peoples have long histories, the stories of their respective religions are of recent pedigree. The formation of ancient religions as objects of study coincided with the formation of religion itself as a concept of the sixteenth and seventeenth centuries.|date=2013 |publisher=Yale University Press |isbn=978-0-300-15416-0}}</ref>
 
ନାମାଚାର୍ଯ୍ୟ ବାୟାବାବା ରାଧାମଣ ଦେବ ନାମକ ଜଣେ ଗୌଡୀୟ ଚାରଣଙ୍କ ଅନୁଗାମୀ। ସେହି ରାଧାରମଣ ଦେବଙ୍କ ପରମ୍ପରା ଅନ୍ୟ ପ୍ରମୁଖ ଗୌଡୀୟ ବୈଷ୍ଣବଙ୍କ ଦ୍ୱାରା ଅଗ୍ରାହ୍ୟ ଅଟେ। ଏହି ପରମ୍ପରାର କୈଣସି ନିର୍ଦିଷ୍ଟ ଦାର୍ଶନିକ ସିଦ୍ଧାନ୍ତ ବା ବ୍ୟବସ୍ଥିତ ଆଚାର ସଂହିତା ନାହିଁ।
ଭିନ୍ନ ଭିନ୍ନ ଧର୍ମରେ [[ଦିବ୍ୟ]],{{sfn|James|1902|p=31}} [[ପବିତ୍ର ବସ୍ତୁ]],{{sfn|Durkheim|1915|p=}} ବିଶ୍ୱାସ,<ref name="Tillich, P. 1957 p.1">Tillich, P. (1957) ''Dynamics of faith''. Harper Perennial; (p. 1).</ref> ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ<ref name="vergote">Vergote, A. (1996) ''Religion, Belief and Unbelief. A Psychological Study'', Leuven University Press. (p. 16)</ref> କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଥାଇପାରେ କିମ୍ବା ନଥାଇପାରେ ।<ref name="Paul James and Peter Mandaville 2010">{{cite book |last1=James |first1=Paul |last2=Mandaville |first2=Peter |year=2010 |name-list-style=amp |title=Globalization and Culture, Vol. 2: Globalizing Religions |url=https://www.academia.edu/4416072 |publisher=Sage Publications |location=London}}</ref> ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ [[ରୀତିନିତି]], [[ଧର୍ମୋପଦେଶ]], (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି) ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ , [[ବଳିଦାନ]], [[ପର୍ବ]], [[ଭୋଜି]], ପ୍ରଣାମ, ଆରମ୍ଭ, [[ଅନ୍ତିମକ୍ରିୟା]], [[ବିବାହ କାର୍ଯ୍ୟ]], [[ଧ୍ୟାନ]], [[ପ୍ରାର୍ଥନା]], [[ସଂଗୀତ]], [[କଳା]], [[ନୃତ୍ୟ]], [[ଜନ ସେବା]] କିମ୍ବା [[ମାନବ ସଂସ୍କୃତି]]ର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ବିଭିନ୍ନ [[ପରାଭୌତିକ]] କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁର ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।<ref name="iep.utm.edu">[http://www.iep.utm.edu/faith-re/ Faith and Reason] by James Swindal, in the ''Internet Encyclopedia of Philosophy''.</ref>
 
ବହୁତ ଓଡ଼ିଆ ବାବା ନିଜକୁ ଅବଧୂତ ଓ ପରମହଂସ ବୋଲି କୁହନ୍ତି। କିନ୍ତୁ ମାଂସ ଭକ୍ଷଣ ଓ ମାଦକଦ୍ରବ୍ୟ ଖାଇବା ପାଇଁ ସେମାନେ କୁତର୍କ ଦ୍ୱାରା ଏହି ଅସେବ୍ୟ-ସେବନର ମଣ୍ଡନ ମଧ୍ୟ କରନ୍ତି। ବସ୍ତୁତଃ ଏମାନେ ଅନାଚାରୀ ହିଁ ଅଟନ୍ତି ଓ ଯଥାର୍ଥରେ ନାସ୍ତିକ ଓ ଅସୁରଭାବ-ସମ୍ପନ୍ନ ଧର୍ମ-ଧ୍ୱଜୀ ହିଁ ଅଟନ୍ତି।
ବିଶ୍ୱରେ ପ୍ରାୟ ୧୦,୦୦୦ରୁ ଅଧିକ ଧର୍ମ ରହିଛି ।<ref>African Studies Association; University of Michigan (2005). History in Africa. 32. p. 119.</ref> ବିଶ୍ୱ ଜନସଂଖ୍ୟାର ୮୪ ଭାଗ ଲୋକ ଖ୍ରୀଷ୍ଟ, ହିନ୍ଦୁ, ଇସ୍ଲାମ, ବୌଦ୍ଧ ତଥା ଲୋକପ୍ରଥା ସହ ଯୋଡି ହୋଇଛନ୍ତି । ଅବଶିଷ୍ଟ ଲୋକମାନେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ବୋଲି ଭାବନ୍ତି ନାହିଁ କିମ୍ବା ସେମାନେ ନିଜକୁ ନାସ୍ତିକ ବୋଲି ମାନନ୍ତି ।<ref>The Global Religious Landscape". 18 December 2012. Retrieved 18 December 2012.</ref>
 
ଏହା ଛଡା ବି ଅନେକ ଦାର୍ଶନିକ-ସିଦ୍ଧାନ୍ତ-ବିହୀନ ଅନିୟତାଚାରୀ ଧର୍ମଧ୍ୱଜୀ ସ୍ୱୟମ୍ଭୂ ବାବା ମାନେ ଆବିର୍ଭୂତ ହୁଅନ୍ତି ଓ ବିଭିନ୍ନ ଆଡମ୍ବର କରି ନିଜ ସମୂହର ବିସ୍ତାର କରନ୍ତି। କିନ୍ତୁ ଅଧୁନା ପ୍ରଚଳିତ ସମସ୍ତ ଉତ୍କଳୀୟ ବୈଷ୍ଣବ ସଂସ୍ଥାନ ଓ ମଠାଶ୍ରମରେ କେବଳ ଅନାଚାର ହିଁ ଧର୍ମ ନାମରେ କଥିତ ଓ ପ୍ରଥିତ ହେଉଛି। ଅତ୍ୟନ୍ତ ସାଧାରଣ ଜ୍ଞାନର ଅଭାବ ଥିବା ଲୋକେ ଏଠାରେ ସର୍ବଜ୍ଞମନ୍ୟ ଗୁରୁ ଅଟନ୍ତି ଓ ଏମାନଙ୍କ ଅନ୍ଧଶ୍ରଦ୍ଧାଳୁ ମାନଙ୍କର ଅଭାବ ମଧ୍ୟ ନାହିଁ।
 
ମଠ ମନ୍ଦିର ଗୁଡିକରେ ଭାଙ୍ଗ, ଗଞ୍ଜେଇ,ମଦ, ମାଛ,ମାଂସ ଓ ଶୁଖୁଆ ସବୁ କିଛି ଈଶ୍ୱରାର୍ପିତ ହୋଇ ମହାପ୍ରସଦରେ ପରିଣତ ହୋଇ ଯାଏ। ସିଦ୍ଧାନ୍ତବିହୀନ ଅଯୁକ୍ତିକର ଗୁଲିଖଟି ଗପ ଏମାନଙ୍କ ବେଦବାକ୍ୟ ଅଟେ। ଏମାନେ କେବଳ ସନାତନଧର୍ମ ବିରୋଧୀ ନୁହନ୍ତି, ବସ୍ତୁତଃ ବିବେକପରାୟଣ, ଶିକ୍ଷିତ ଓ ସ୍ଵସ୍ଥ ସମାଜ ଗଠନରେ ପ୍ରତିବନ୍ଧକ ମଧ୍ୟ ଅଟନ୍ତି।
 
 
ଅବଧୂତ ଜ୍ଞାନାନନ୍ଦ
👁️👁️👁️
 
== ଆଧାର ==
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି