"ଉଇକିପିଡ଼ିଆ ଆଲୋଚନା:ଏସିଆ ମାସ ଗଣସମ୍ପାଦନା ୨୦୨୦" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୦ କ ଧାଡ଼ି:
=== ଛାଞ୍ଚ ===
ଏ ପ୍ରତିଯୋଗିତାରେ ଦୁଇଟି ଛାଞ୍ଚର ବ୍ୟବହାର ହେଉଛି:
# ଉଇକିଆଳିଙ୍କୁ ଏଥିରେ ଭାଗ ନେବା ପାଇଁ ନିମନ୍ତ୍ରଣ । ଏ ଛାଞ୍ଚଟି ଏକ ଛାଞ୍ଚ ନେମସ୍ପେସ ଭାବେ ରଖିବାର ଆବଶ୍ୟକତା ନଥିବାରୁ ତା'କୁ [[ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୦/ନିୟମାବଳୀନିମନ୍ତ୍ରଣ]]କୁ ଘୁଞ୍ଚାଗଲା । <nowiki>{{ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୦/ନିମନ୍ତ୍ରଣ}}</nowiki> ବ୍ୟବହାର କରି ଉଇକିଆଳିଙ୍କ ଆଲୋଚନା ପୃଷ୍ଠାରେ ତାଙ୍କୁ ଆଗ ପରି ଆମନ୍ତ୍ରଣ କରିହେବ ।
# ଦ୍ୱିତୀୟ ଛାଞ୍ଚ ହେଲା {{tl:|ଏସିଆ ମାସ ଗଣସମ୍ପାଦନା ୨୦୨୦}} । ଏଇଟି ପ୍ରତିଯୋଗିତା ଅନ୍ତର୍ଭୁକ୍ତ ପୃଷ୍ଠାଗୁଡ଼ିକର ଆଲୋଚନା ପୃଷ୍ଠାରେ ପକାଇ ସେଗୁଡ଼ିକୁ ଏକ ଶ୍ରେଣୀଭୁକ୍ତ କରିବା ଉଦ୍ଦେଶ୍ୟରେ । ତେଣୁ ସାଧାରଣ ପ୍ରସଙ୍ଗ ଭିତରର ଛାଞ୍ଚ ଭଳି ଛାଞ୍ଚ ନେମସ୍ପେସରେ ରହିଛି ।
--[[ବ୍ୟବହାରକାରୀ:Psubhashish|ସୁଭ]] <sup>[[User_talk:Psubhashish|(ଆଳାପ)]]</sup> ୧୮:୧୮, ୨୬ ଅକ୍ଟୋବର ୨୦୨୦ (IST)
 
Return to the project page "ଏସିଆ ମାସ ଗଣସମ୍ପାଦନା ୨୦୨୦".