"ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୦/ନିୟମାବଳୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"The article must not be purely machine translated and should be properly copy edited."କୁ ନ ବଦଳାଇ ରଖାଗଲା । ମେସିନ ଅନୁବାଦ ପୂରା ବାରଣ ନ କରି ସମ୍ପାଦନା କରିବା ଉପରେ ଗୁରୁତ୍ତ୍ୱ ।
୨୬ କ ଧାଡ଼ି:
* ପ୍ରସଙ୍ଗଟି [[ଉଇକିପିଡ଼ିଆ:ନିୟମାବଳୀ|ଉଇକିପିଡ଼ିଆର ନିୟମାବଳୀ]]କୁ ମାନୁଥିବା ଆବଶ୍ୟକ ।
* ପ୍ରତ୍ୟେକ ପ୍ରସଙ୍ଗରେ ଉପଯୁକ୍ତ ଆଧାର ଥିବା ଆବଶ୍ୟକ । କୌଣସି ଦ୍ୱନ୍ଦ ଥିବା ବାକ୍ୟରେ ଆଧାର ରହିବା ନିତାନ୍ତ ଆବଶ୍ୟକ ।
* ଅନୁବାଦ କରୁଥିଲେ ପ୍ରସଙ୍ଗ‌ଟି ସମ୍ପୂର୍ଣ୍ଣ ଭାବେ ମେସିନଦ୍ୱାରା ଅନୁବାଦ ନ ହୋଇ ଉତ୍ତମ ରୂପେ ମାନବିକ ସମ୍ପାଦନାଦ୍ୱାରା ଉନ୍ନତ ହୋଇଥିବ ।
* ଅନୁବାଦ କରୁଥିବା ପ୍ରସଙ୍ଗ‌ଗୁଡ଼ିକ ମେସିନ୍ ଦ୍ୱାରା ଅନୁବାଦ ନ ହୋଇ ସ୍ୱ-ଲିଖନ ଶୈଳୀରେ ରହିବା ଆବଶ୍ୟକ ।
* କୌଣସି ପ୍ରକାର ତୃଟି ଥିବା ପ୍ରସଙ୍ଗ ଗ୍ରହଣୀୟ ହେବ ନାହିଁ ।
* ଗଢ଼ୁଥିବା ପ୍ରସଙ୍ଗ ତ‌ଥ୍ୟପୂର୍ଣ୍ଣ ହେବା ଆବଶ୍ୟକ ।