"ଶିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ →‎ଆଧାର
 
୪ କ ଧାଡ଼ି:
[[ଓଡ଼ିଆ ଭାଷା|ଓଡ଼ିଆ]]ରେ ଉକ୍ତି ରହିଛି: ''ବିରାଡ଼ି କପାଳକୁ ଶିକା ଛିଡ଼ିବା'' ଅର୍ଥାତ ଶିକାରେ ରଖାଯାଇ ମଥାନରୁ ଝୁଲା ହୋଇଥିବା ଦୁଧ, ମାଛ ଆଦି ଖାଦ୍ଯପଦାର୍ଥକୁ ବିରାଡ଼ି ସହଜରେ ଖାଇପାରେ ନାହିଁ । ଏଥିପାଇଁ ସେ ଭୂଇଁରେ ବସି ସେହି ଶିକାରେ ଥିବା ଦ୍ରବ୍ଯ ଆଡ଼କୁ ଅନାଇ ରହିଥାଏ । କୌଣସି ପ୍ରକାରେ ଶିକାର ଦଉଡ଼ି ଛିଣ୍ଡିଗଲେ ଶିକାରେ ଥିବା ପାତ୍ର ଓ ଖାଦ୍ଯ ଭୂମିରେ ପ଼ଡ଼ିଯାଏ ଓ ବିରାଡ଼ି ତାହା ଖାଇବାକୁ ସମର୍ଥ ହୁଏ । କୌଣସି ଅସାଧ୍ଯ ବା ଅପ୍ରାପ୍ଯ ବସ୍ତୁ ତାହାର ତ୍ପ୍ରତ୍ଯାଶୀ ବ୍ୟକ୍ତିକୁ କୌଣସି ମତେ ମିଳିଗଲେ ଏ ଉକ୍ତିର ଉଦାହରଣ ଦିଆଯାଏ ।
 
===ଆଧାର===
{{ଆଧାର}}
{{wikt|ଶିକା}}
"https://or.wikipedia.org/wiki/ଶିକା"ରୁ ଅଣାଯାଇଅଛି