"ସରୋଜ ରାଜ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
୧ କ ଧାଡ଼ି:
{{ଛୋଟ|Saroj Raj Choudhury}}
ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ <ref name="ischolar">{{cite web |title=Search |url=http://www.i-scholar.in/index.php/indianforester/search/authors/view?firstName=Saroj%20Raj&middleName=&lastName=Choudhury&affiliation=&country= |website=www.i-scholar.in |accessdate=22 October 2020}}</ref>। ସେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସିମଲିପାଲ ଜାତୀୟ ଉଦ୍ୟାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ମଧ୍ୟ ଥିଲେ ।<ref name="downtoearth">{{cite web |title=Love requited |url=https://www.downtoearth.org.in/reviews/love-requited-17561 |website=www.downtoearth.org.in |accessdate=22 October 2020 |language=en}}</ref> ଚୌଧୁରୀ ବ୍ୟାଘ୍ର ଗଣନା ପାଇଁ ନିୟୋଜିତ ପଦଚିହ୍ନ-କୌଶଳ ତଥା ଘରୋଇ ବାଘୁଣୀ ଖଇରୀ ସହ ବନ୍ଧୁତା ପାଇଁ ଜଣାଶୁଣା ଥିଲେ। ପଶୁଙ୍କ ସହ ତାଙ୍କର ଅନୁଭୂତି "Khairi: The Beloved Tigress" ନାମକ ଏକ ପୁସ୍ତକରେ ଲିପିବଦ୍ଧ ହୋଇଛି ଯାହାକି ୧୯୭୭ ମସିହାରେ ପ୍ରକାଶିତ ହୋଇଥିଲା । ୧୯୮୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀଙ୍କ (ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ସମ୍ମାନ) ପ୍ରଦାନ କରିଥିଲେ ।
== ଆଧାର ==
{{Reflist}}