"ସରୋଜ ରାଜ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ତଥ୍ୟ ଯୋଡିବା
୧ କ ଧାଡ଼ି:
{{ଛୋଟ|Saroj Raj Choudhury}}
 
 
ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ । ସେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସିମଲିପାଲ ଜାତୀୟ ଉଦ୍ୟାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ମଧ୍ୟ ଥିଲେ । ଚୌଧୁରୀ ବ୍ୟାଘ୍ର ଗଣନା ପାଇଁ ନିୟୋଜିତ ପଦଚିହ୍ନ-କୌଶଳ ତଥା ଘରୋଇ ବାଘୁଣୀ ଖଇରୀ ସହ ବନ୍ଧୁତା ପାଇଁ ଜଣାଶୁଣା ଥିଲେ। ପଶୁଙ୍କ ସହ ତାଙ୍କର ଅନୁଭୂତି "Khairi: The Beloved Tigress" ନାମକ ଏକ ପୁସ୍ତକରେ ଲିପିବଦ୍ଧ ହୋଇଛି ଯାହାକି ୧୯୭୭ ମସିହାରେ ପ୍ରକାଶିତ ହୋଇଥିଲା । ୧୯୮୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀଙ୍କ (ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ସମ୍ମାନ) ପ୍ରଦାନ କରିଥିଲେ ।