"ଓଡ଼ିଶାରେ କୋଭିଡ-୧୯ ମହାମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୬୪ କ ଧାଡ଼ି:
* ଅକ୍ଟୋବର ୧୯ ତାରିଖ ୨୦୨୦ ପୁର୍ବାହ୍ନ ୧୧.୨୮ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟା ୨,୭୦,୩୪୬ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧୫୨ ହୋଇଛି । ପୁଣି କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨,୪୬,୮୩୭ ହେବା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୩୦୪ ହୋଇଛି । ଏଥିସହ କୋରୋନା ସହ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇସୁଦ୍ଧା କେବଳ କୋରୋନାରୁ ମୁକ୍ତିଲାଭ କରି ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୩ରେ ସୀମିତ ରହିଛି ।
* ଅକ୍ଟୋବର ୨୧ ତାରିଖ ୨୦୨୦ ପୁର୍ବାହ୍ନ ୧୧.୨୮ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟା ୨,୭୪,୧୮୧ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧୮୧ ହୋଇଛି । ପୁଣି କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨,୫୨,୧୯୭ ହେବା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୭୫୦ ହୋଇଛି । ଏଥିସହ କୋରୋନା ସହ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇସୁଦ୍ଧା କେବଳ କୋରୋନାରୁ ମୁକ୍ତିଲାଭ କରି ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୩ରେ ସୀମିତ ରହିଛି ।
* ଅକ୍ଟୋବର ୨୨ ତାରିଖ ୨୦୨୦ ପୁର୍ବାହ୍ନ ୧୧.୨୬ ସୁଦ୍ଧା ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟା ୨,୭୬,୦୯୪ ହେବା ସହ ମୃତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧୯୬ ହୋଇଛି । ପୁଣି କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୨,୫୪,୯୧୩ ହେବା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୯୩୨ ହୋଇଛି । ଏଥିସହ କୋରୋନା ସହ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇସୁଦ୍ଧା କେବଳ କୋରୋନାରୁ ମୁକ୍ତିଲାଭ କରି ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୩ରେ ସୀମିତ ରହିଛି ।
 
== ସ୍ୱତନ୍ତ୍ର ଡାକ୍ତରଖାନା ==