"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ଯ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୬ କ ଧାଡ଼ି:
 
ଭିନ୍ନ ଭିନ୍ନ ଧର୍ମରେ [[ଦିବ୍ୟ]],{{sfn|James|1902|p=31}} [[ପବିତ୍ର ବସ୍ତୁ]],{{sfn|Durkheim|1915|p=}} ବିଶ୍ୱାସ,<ref name="Tillich, P. 1957 p.1">Tillich, P. (1957) ''Dynamics of faith''. Harper Perennial; (p. 1).</ref> ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ<ref name="vergote">Vergote, A. (1996) ''Religion, Belief and Unbelief. A Psychological Study'', Leuven University Press. (p. 16)</ref> କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଥାଇପାରେ କିମ୍ବା ନଥାଇପାରେ ।<ref name="Paul James and Peter Mandaville 2010">{{cite book |last1=James |first1=Paul |last2=Mandaville |first2=Peter |year=2010 |name-list-style=amp |title=Globalization and Culture, Vol. 2: Globalizing Religions |url=https://www.academia.edu/4416072 |publisher=Sage Publications |location=London}}</ref> ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ [[ରୀତିନିତି]], [[ଧର୍ମୋପଦେଶ]], (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି) ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ , [[ବଳିଦାନ]], [[ପର୍ବ]], [[ଭୋଜି]], ପ୍ରଣାମ, ଆରମ୍ଭ, [[ଅନ୍ତିମକ୍ରିୟା]], [[ବିବାହ କାର୍ଯ୍ୟ]], [[ଧ୍ୟାନ]], [[ପ୍ରାର୍ଥନା]], [[ସଂଗୀତ]], [[କଳା]], [[ନୃତ୍ୟ]], [[ଜନ ସେବା]] କିମ୍ବା [[ମାନବ ସଂସ୍କୃତି]]ର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ବିଭିନ୍ନ [[ପରାଭୌତିକ]] କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁର ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।<ref name="iep.utm.edu">[http://www.iep.utm.edu/faith-re/ Faith and Reason] by James Swindal, in the ''Internet Encyclopedia of Philosophy''.</ref>
 
ବିଶ୍ୱରେ ପ୍ରାୟ ୧୦,୦୦୦ରୁ ଅଧିକ ଧର୍ମ ରହିଛି ।<ref>African Studies Association; University of Michigan (2005). History in Africa. 32. p. 119.</ref> ବିଶ୍ୱ ଜନସଂଖ୍ୟାର ୮୪ ଭାଗ ଲୋକ ଖ୍ରୀଷ୍ଟ, ହିନ୍ଦୁ, ଇସ୍ଲାମ, ବୌଦ୍ଧ ତଥା ଲୋକପ୍ରଥା ସହ ଯୋଡି ହୋଇଛନ୍ତି । ଅବଶିଷ୍ଟ ଲୋକମାନେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ବୋଲି ଭାବନ୍ତି ନାହିଁ କିମ୍ବା ସେମାନେ ନିଜକୁ ନାସ୍ତିକ ବୋଲି ମାନନ୍ତି ।<ref>The Global Religious Landscape". 18 December 2012. Retrieved 18 December 2012.</ref>
 
== ଆଧାର ==
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି