"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ତଥ୍ଯ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{ଛୋଟ|Religion}}
[[ଫାଇଲ:Religionsmajoritaries.png|thumb|380px|]]
[[ଫାଇଲ:Religious symbols-4x4.svg|thumb|ବାରଟି ବିଶ୍ୱ ଧାର୍ମିକ ଅଭିଯାନର ପ୍ରତୀକ, ଅକ୍ଷର କ୍ରମରେ<br /> [[ଖ୍ରୀଷ୍ଟିଆନ ଧର୍ମଖ୍ରୀଷ୍ଟଧର୍ମ]], [[ବାହାଇ ବିଶ୍ୱାସ]]<br />[[ବୌଦ୍ଧଧର୍ମ]], [[ଡାଓବାଦତାଓବାଦ]] (ତାଓଧର୍ମ), [[ହିନ୍ଦୁ ଧର୍ମ]], [[ଇସଲାମଇସ୍ଲାମ]]<br />[[କାମି-ନୋ-କାମିନୋ ମିଚି|ଶିଣ୍ଟୋବାଦ]] (ଶିଣ୍ଟୋ), [[ଜୈନ ଧର୍ମ]], [[ଇହୁଦୀ ଧର୍ମ]], [[ପାଗାନବାଦ]]<br /> [[ଶେନିବାଦ]] (ଚୀନୀ ଲୋକ ପରମ୍ପରା)]], [[ଶିଖ ଧର୍ମ]]]]
 
'''ଧର୍ମ''' ଚିହ୍ନିତହେଉଛି ନିର୍ଦ୍ଦିଷ୍ଟ ଆଚରଣ ଏବଂ [[ଅଭ୍ୟାସ]], ନୈତିକ, ବିଶ୍ୱର[[ବିଶ୍ୱ ଦୃଷ୍ଟିକୋଣ]], ପାଠ[[ଦିବ୍ଯଗ୍ରନ୍ଥ]], ପବିତ୍ର ସ୍ଥାନ[[ତୀର୍ଥ]], [[ଭବିଷ୍ୟବାଣୀ]], [[ନୈତିକତା]] କିମ୍ବାଇତ୍ଯାଦି ଯାହା ମାନବିକତାକୁମାନବକୁ ଅଲୌକିକ[[ଆଲୌକିକ]], ଆଧ୍ୟୟନିକ କିମ୍ବା [[ଆଧ୍ୟାତ୍ମିକ]] ଉପାଦାନ ସହିତ ଜଡ଼ିତ କରୁଥିବା ସଂଗଠନଗୁଡ଼ିକୁ ନେଇ ତିଆରି ଏକ ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା ।<ref>{{cite web|url=https://www.merriam-webster.com/dictionary/religion|title=Religion - Definition of Religion by Merriam-Webster|accessdate=2019-12-16}}</ref> ତେବେ ସ୍ପଷ୍ଟ ଭାବରେ ଧର୍ମର କାହାକୁସଜ୍ଞା ନେଇଉପରେ ଏକ ଧର୍ମ ଗଠନ ହୁଏ ତାହା ଉପରେଏପର୍ଯ୍ୟନ୍ତ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।<ref>{{cite book |last1=Morreall |first1=John |last2=Sonn |first2=Tamara |title=50 Great Myths of Religion |chapter=Myth 1: All Societies Have Religions |date=2013 |publisher=[[John Wiley & Sons|Wiley]]-Blackwell|isbn=978-0-470-67350-8 |pages=12–17}}</ref><ref name=Nongbri1>{{cite book |last1=Nongbri |first1=Brent |title=Before Religion: A History of a Modern Concept|page=152 |quote=Although the Greeks, Romans, Mesopotamians, and many other peoples have long histories, the stories of their respective religions are of recent pedigree. The formation of ancient religions as objects of study coincided with the formation of religion itself as a concept of the sixteenth and seventeenth centuries.|date=2013 |publisher=Yale University Press |isbn=978-0-300-15416-0}}</ref>
 
ଭିନ୍ନ ଭିନ୍ନ ଧର୍ମରେ [[ଦିବ୍ୟ]],{{sfn|James|1902|p=31}} [[ପବିତ୍ର ଜିନିଷବସ୍ତୁ]],{{sfn|Durkheim|1915|p=}} ବିଶ୍ୱାସ,<ref name="Tillich, P. 1957 p.1">Tillich, P. (1957) ''Dynamics of faith''. Harper Perennial; (p. 1).</ref> ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ<ref name="vergote">Vergote, A. (1996) ''Religion, Belief and Unbelief. A Psychological Study'', Leuven University Press. (p. 16)</ref> କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଛିରହିଥାଇପାରେ କିମ୍ବା ନଥାଇପାରେ ।<ref name="Paul James and Peter Mandaville 2010">{{cite book |last1=James |first1=Paul |last2=Mandaville |first2=Peter |year=2010 |name-list-style=amp |title=Globalization and Culture, Vol. 2: Globalizing Religions |url=https://www.academia.edu/4416072 |publisher=Sage Publications |location=London}}</ref> ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ [[ରୀତିନିତି]], ଧର୍ମୋପପଦେଶ[[ଧର୍ମୋପଦେଶ]], ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି) ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ , [[ବଳିଦାନ]], [[ପର୍ବ]], [[ଭୋଜି]], ପ୍ରଣାମ, ଆରମ୍ଭ, ଅନ୍ତିମ ସଂସ୍କାର[[ଅନ୍ତିମକ୍ରିୟା]], [[ବିବାହ କାର୍ଯ୍ୟ]], [[ଧ୍ୟାନ]], [[ପ୍ରାର୍ଥନା]], [[ସଂଗୀତ]], [[କଳା]], [[ନୃତ୍ୟ]], [[ଜନ ସେବା]] କିମ୍ବା [[ମାନବ ସଂସ୍କୃତିରସଂସ୍କୃତି]]ର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ପବିତ୍ରବିଭିନ୍ନ ଇତିହାସ ବାବଦରେ ଏବଂ[[ପରାଭୌତିକ]] କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁଏସବୁର ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।<ref name="iep.utm.edu">[http://www.iep.utm.edu/faith-re/ Faith and Reason] by James Swindal, in the ''Internet Encyclopedia of Philosophy''.</ref>
 
== ଆଧାର ==
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି