"ଧର୍ମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) ଟିକେNo edit summary |
Psubhashish (ଆଲୋଚନା | ଅବଦାନ) ଅତ୍ୟାବଶ୍ୟକୀୟ ତଥ୍ୟ ଅନୁବାଦ କରାଗଲା |
||
୧ କ ଧାଡ଼ି:
{{ଛୋଟ|Religion}}
[[ଫାଇଲ:Religionsmajoritaries.png|thumb|380px|]]
[[ଫାଇଲ:Religious symbols-4x4.svg|thumb|
'''ଧର୍ମ
ଭିନ୍ନ ଭିନ୍ନ ଧର୍ମରେ ଦିବ୍ୟ,{{sfn|James|1902|p=31}} ପବିତ୍ର ଜିନିଷ,{{sfn|Durkheim|1915|p=}} ବିଶ୍ୱାସ,<ref name="Tillich, P. 1957 p.1">Tillich, P. (1957) ''Dynamics of faith''. Harper Perennial; (p. 1).</ref> ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ<ref name="vergote">Vergote, A. (1996) ''Religion, Belief and Unbelief. A Psychological Study'', Leuven University Press. (p. 16)</ref> କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଛି ।<ref name="Paul James and Peter Mandaville 2010">{{cite book |last1=James |first1=Paul |last2=Mandaville |first2=Peter |year=2010 |name-list-style=amp |title=Globalization and Culture, Vol. 2: Globalizing Religions |url=https://www.academia.edu/4416072 |publisher=Sage Publications |location=London}}</ref> ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ ରୀତିନିତି, ଧର୍ମୋପପଦେଶ, ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି), ବଳିଦାନ, ପର୍ବ, ଭୋଜି, ପ୍ରଣାମ, ଆରମ୍ଭ, ଅନ୍ତିମ ସଂସ୍କାର, ବିବାହ କାର୍ଯ୍ୟ, ଧ୍ୟାନ, ପ୍ରାର୍ଥନା, ସଂଗୀତ, କଳା, ନୃତ୍ୟ, ଜନ ସେବା କିମ୍ବା ମାନବ ସଂସ୍କୃତିର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ପବିତ୍ର ଇତିହାସ ବାବଦରେ ଏବଂ କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁ ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।<ref name="iep.utm.edu">[http://www.iep.utm.edu/faith-re/ Faith and Reason] by James Swindal, in the ''Internet Encyclopedia of Philosophy''.</ref>
|