"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନିରପେକ୍ଷ ଭାବେ ଲେଖାଥିବାରୁ ଇଂରାଜୀ ଉଇକିପିଡ଼ିଆରୁ ଅନୁବାଦ କରାଗଲା । ଆଧାର ମଧ୍ୟ ଯଥା ସ୍ଥାନରେ ରଖାଗଲା ।
ଭୁଲରେ ରହିଯାଇଥିଲା
୪ କ ଧାଡ଼ି:
{{ତିଆରି ଚାଲିଛି}}
ଧର୍ମ ହେଉଛି ଚିହ୍ନିତ ଆଚରଣ ଏବଂ ଅଭ୍ୟାସ, ନୈତିକ, ବିଶ୍ୱର ଦୃଷ୍ଟିକୋଣ, ପାଠ, ପବିତ୍ର ସ୍ଥାନ, ଭବିଷ୍ୟବାଣୀ, ନୈତିକତା କିମ୍ବା ମାନବିକତାକୁ ଅଲୌକିକ, ଆଧ୍ୟୟନିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସଂଗଠନଗୁଡ଼ିକୁ ନେଇ ତିଆରି ଏକ ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା ।<ref>{{cite web|url=https://www.merriam-webster.com/dictionary/religion|title=Religion - Definition of Religion by Merriam-Webster|accessdate=2019-12-16}}</ref> ତେବେ ସ୍ପଷ୍ଟ ଭାବରେ କାହାକୁ ନେଇ ଏକ ଧର୍ମ ଗଠନ ହୁଏ ତାହା ଉପରେ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।<ref>{{cite book |last1=Morreall |first1=John |last2=Sonn |first2=Tamara |title=50 Great Myths of Religion |chapter=Myth 1: All Societies Have Religions |date=2013 |publisher=[[John Wiley & Sons|Wiley]]-Blackwell|isbn=978-0-470-67350-8 |pages=12–17}}</ref><ref name=Nongbri1>{{cite book |last1=Nongbri |first1=Brent |title=Before Religion: A History of a Modern Concept|page=152 |quote=Although the Greeks, Romans, Mesopotamians, and many other peoples have long histories, the stories of their respective religions are of recent pedigree. The formation of ancient religions as objects of study coincided with the formation of religion itself as a concept of the sixteenth and seventeenth centuries.|date=2013 |publisher=Yale University Press |isbn=978-0-300-15416-0}}</ref>
 
Religions may contain symbolic stories, which are sometimes said by followers to be true, that have the side purpose of explaining the origin of life, the universe, and other things. Traditionally, faith, in addition to reason, has been considered a source of religious beliefs.[9]
 
ଭିନ୍ନ ଭିନ୍ନ ଧର୍ମରେ ଦିବ୍ୟ,{{sfn|James|1902|p=31}} ପବିତ୍ର ଜିନିଷ,{{sfn|Durkheim|1915|p=}} ବିଶ୍ୱାସ,<ref name="Tillich, P. 1957 p.1">Tillich, P. (1957) ''Dynamics of faith''. Harper Perennial; (p. 1).</ref> ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ<ref name="vergote"/> କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଛି ।<ref name="Paul James and Peter Mandaville 2010">{{cite book |last1=James |first1=Paul |last2=Mandaville |first2=Peter |year=2010 |name-list-style=amp |title=Globalization and Culture, Vol. 2: Globalizing Religions |url=https://www.academia.edu/4416072 |publisher=Sage Publications |location=London}}</ref> ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ ରୀତିନିତି, ଧର୍ମୋପପଦେଶ, ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି), ବଳିଦାନ, ପର୍ବ, ଭୋଜି, ପ୍ରଣାମ, ଆରମ୍ଭ, ଅନ୍ତିମ ସଂସ୍କାର, ବିବାହ କାର୍ଯ୍ୟ, ଧ୍ୟାନ, ପ୍ରାର୍ଥନା, ସଂଗୀତ, କଳା, ନୃତ୍ୟ, ଜନ ସେବା କିମ୍ବା ମାନବ ସଂସ୍କୃତିର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ପବିତ୍ର ଇତିହାସ ବାବଦରେ ଏବଂ କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁ ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।<ref name="iep.utm.edu">[http://www.iep.utm.edu/faith-re/ Faith and Reason] by James Swindal, in the ''Internet Encyclopedia of Philosophy''.</ref>
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି