"ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ନିରପେକ୍ଷ ଭାବେ ଲେଖାଥିବାରୁ ଇଂରାଜୀ ଉଇକିପିଡ଼ିଆରୁ ଅନୁବାଦ କରାଗଲା । ଆଧାର ମଧ୍ୟ ଯଥା ସ୍ଥାନରେ ରଖାଗଲା ।
୫ କ ଧାଡ଼ି:
ଧର୍ମ ହେଉଛି ଚିହ୍ନିତ ଆଚରଣ ଏବଂ ଅଭ୍ୟାସ, ନୈତିକ, ବିଶ୍ୱର ଦୃଷ୍ଟିକୋଣ, ପାଠ, ପବିତ୍ର ସ୍ଥାନ, ଭବିଷ୍ୟବାଣୀ, ନୈତିକତା କିମ୍ବା ମାନବିକତାକୁ ଅଲୌକିକ, ଆଧ୍ୟୟନିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସଂଗଠନଗୁଡ଼ିକୁ ନେଇ ତିଆରି ଏକ ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା ।<ref>{{cite web|url=https://www.merriam-webster.com/dictionary/religion|title=Religion - Definition of Religion by Merriam-Webster|accessdate=2019-12-16}}</ref> ତେବେ ସ୍ପଷ୍ଟ ଭାବରେ କାହାକୁ ନେଇ ଏକ ଧର୍ମ ଗଠନ ହୁଏ ତାହା ଉପରେ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।<ref>{{cite book |last1=Morreall |first1=John |last2=Sonn |first2=Tamara |title=50 Great Myths of Religion |chapter=Myth 1: All Societies Have Religions |date=2013 |publisher=[[John Wiley & Sons|Wiley]]-Blackwell|isbn=978-0-470-67350-8 |pages=12–17}}</ref><ref name=Nongbri1>{{cite book |last1=Nongbri |first1=Brent |title=Before Religion: A History of a Modern Concept|page=152 |quote=Although the Greeks, Romans, Mesopotamians, and many other peoples have long histories, the stories of their respective religions are of recent pedigree. The formation of ancient religions as objects of study coincided with the formation of religion itself as a concept of the sixteenth and seventeenth centuries.|date=2013 |publisher=Yale University Press |isbn=978-0-300-15416-0}}</ref>
 
Religions may contain symbolic stories, which are sometimes said by followers to be true, that have the side purpose of explaining the origin of life, the universe, and other things. Traditionally, faith, in addition to reason, has been considered a source of religious beliefs.[9]
<!--
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ୱରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ '''ଧର୍ମ''' ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ୱାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ୱାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ୱର । ପ୍ରତ୍ଯେକ ଧର୍ମ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
-->
== ତତ୍ତ୍ୱ ==
<!--
ପ୍ରତ୍ୟେକ ଧର୍ମର ମୌଳିକବାଣୀ ଈଶ୍ୱର କିମ୍ବା ଈଶ୍ୱରଙ୍କ ପ୍ରତିନିଧିଙ୍କ ମୂଖରୁ ନିଃସୃତ । ପ୍ରତ୍ୟେକ ଧର୍ମରେ ପୁଣି ରହିଛି ଦିବ୍ୟତା ଉପରେ ଆଧାରିତ ପ୍ରାମାଣିକ ଗ୍ରନ୍ଥମାନ । କିନ୍ତୁ ଗୋଟିଏ ହେଲେ ଧର୍ମଗ୍ରନ୍ଥରେ ଭୌତିକ [[ବିଶ୍ୱ]]ର ପ୍ରକୃତି ଓ ତାର କାର୍ଯ୍ୟଧାରା ବିଷୟରେ ପ୍ରାୟତଃ କୈଣସି ଉଲ୍ଲେଖ ନାହିଁ ।
-->
 
ଭିନ୍ନ ଭିନ୍ନ ଧର୍ମରେ ଦିବ୍ୟ,{{sfn|James|1902|p=31}} ପବିତ୍ର ଜିନିଷ,{{sfn|Durkheim|1915|p=}} ବିଶ୍ୱାସ,<ref name="Tillich, P. 1957 p.1">Tillich, P. (1957) ''Dynamics of faith''. Harper Perennial; (p. 1).</ref> ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ<ref name="vergote"/> କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଛି ।<ref name="Paul James and Peter Mandaville 2010">{{cite book |last1=James |first1=Paul |last2=Mandaville |first2=Peter |year=2010 |name-list-style=amp |title=Globalization and Culture, Vol. 2: Globalizing Religions |url=https://www.academia.edu/4416072 |publisher=Sage Publications |location=London}}</ref> ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ ରୀତିନିତି, ଧର୍ମୋପପଦେଶ, ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି), ବଳିଦାନ, ପର୍ବ, ଭୋଜି, ପ୍ରଣାମ, ଆରମ୍ଭ, ଅନ୍ତିମ ସଂସ୍କାର, ବିବାହ କାର୍ଯ୍ୟ, ଧ୍ୟାନ, ପ୍ରାର୍ଥନା, ସଂଗୀତ, କଳା, ନୃତ୍ୟ, ଜନ ସେବା କିମ୍ବା ମାନବ ସଂସ୍କୃତିର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ପବିତ୍ର ଇତିହାସ ବାବଦରେ ଏବଂ କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁ ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।<ref name="iep.utm.edu">[http://www.iep.utm.edu/faith-re/ Faith and Reason] by James Swindal, in the ''Internet Encyclopedia of Philosophy''.</ref>
== ବିଶ୍ୱାସ ==
<!--
ଭଗବାନ ସଦାସର୍ବଦା ମନୁଷ୍ୟରେ ଭିତରେ ହିଁ ଥାଆନ୍ତି । ମୁସଲମାନ ହେଉ କିମ୍ବା ହିନ୍ଦୁ, ନିଜ ଭିତରେ ଥିବା ଭଗବାନଙ୍କୁ ଦେଖିବା ହିଁ ପ୍ରକୃତ ଯୋଗ । ଜଣେ ପ୍ରକୃତ ମଣିଷ ସଦାସର୍ବଦା ପରୋପକାର, ସହନଶୀଳ, ଅନ୍ୟର ମନରେ ଦୁଃଖ ନଦେବା, ନିୟମ ମାନି ଚଳିବା ଆଦି ହେଉଛି ପ୍ରକୃତ ଧର୍ମ । ଗୀତା, ବାଇବେଲ,କୋରାନ ଇତ୍ୟାଦି ହେଉଚି ସମାନ । ଏଥିରେ ଥିବା ତଥ୍ୟ ଗୁଡିକୁ ପଢିବା ଉଚିତ୍ । ଏହାର ପ୍ରକୃତ ଅର୍ଥ ନ ବୁଝି ଅଲଗା ଅର୍ଥ ବାହାର କରି ନିଜ ଭିତରେ ମତଭେଦ ଲାଗିରହୁଛି । ଓଡ଼ିଆ ଜାତି ସାଧାରଣତଃ ଟିକେ ବେଶି ଧର୍ମଭିରୁ । ଅନ୍ଧବିଶ୍ୱାସ ଏଇଠି ବେଶି । କିଏ ଫୁଲମାଳ ପକାଇ ସୁଗନ୍ଧ ଲଗାଇ ଚିତା ଚଇତନ ହୋଇଗଲେ ଆମେ ତାକୁ ସାକ୍ଷାତ ଭଗବାନ ବୋଲି ମାନିନେଉ । ଢାଳି ଦେଉ ତାଙ୍କ ପାଦତଳେ ନିଜର କଷ୍ଟଅର୍ଜିତ ସମ୍ପତ୍ତି । ସେ କାଳେ ପ୍ରୀତ ହେଲେ ଭରିଦେବେ ଜୀବନରେ ଅନେକ ସୁଖ .. ନାଁ ସେମିତି ହୁଏନି । ମଣିଷ କେବଳ ସୁଖ ଖୋଜେ .. ଜାଣେନି ଦୁଃଖ ଭିତରେ ହିଁ ସୁଖ ଅନ୍ତର୍ନିହିତ ଥାଏ । ଦୁଃଖର ଗଦା ଭିତରୁ ସୁଖ ଖୋଜିବା ଉଚିତ । ଦୁଃଖରେ ଭାଙ୍ଗି ନ ପଡି ଓ ସୁଖରେ ବିହ୍ୱଳ ନ ହୋଇ ଶାନ୍ତଚିତ୍ତରେ ଚିନ୍ତା କଲେ ହିଁ ଶାନ୍ତି ମିଳେ ଓ ସମାଧାନର ବାଟ ମିଳେ ।
-->
==ଉଦ୍ଦେଶ୍ୟ==
<!--
ବାସ୍ତବରେ ଯେଉଁ ଉଦ୍ଦ୍ୟେଶ୍ୟରେ ଧର୍ମର ଉଦ୍ଭବ ହୋଇଥିଲା, ତାହାଥିଲା ଅତୀବ ପ୍ରଶଂସନୀୟ । ମଣିଷ ଯେତେବେଳେ ସମାଜ ଗଢିଲା, ସମାଜର ଅନ୍ୟ ସମସ୍ତଙ୍କ ସହ ଅନୁକୂଳ ସଂମ୍ପର୍କ ରକ୍ଷା କରିବା ନିମନ୍ତେ ଚାହିଁଥିଲା ସେ । କାରଣ ତାହା ଥିଲା ନିଜ ପାଇଁ , ସମାଜପାଇଁ ଏବଂ ଅନ୍ୟମାନଙ୍କୁ ପାଇଁ ହିତକର । ପରସ୍ପର ପ୍ରତି କିପରି ଆଚାର ଆଚରଣ କରାଯିବ , ତାହାର ନୀୟମ ମାନ ସ୍ଥିରୀକୃତ ହେଲା । ସ୍ଥିରୀକୃତ ହେଲା କେତେକ ନୈତିକ ସିଦ୍ଧାନ୍ତ । ଏଗୁଡିକ ମଣିଷ ସମାଜ ପାଇଁ ଲାଭପ୍ରଦ ତଥା କଲ୍ୟାଣକର କରିବା ହିଁ ଥିଲା ମୂଖ୍ୟ ଲକ୍ଷ୍ୟ । ଏହା ଫଳରେ ମଣିଷର ଅଧିକତର ହିତ ସାଧିତ ହେଲା । ପରବର୍ତ୍ତୀ ସମୟରେ କେତେକ ବ୍ୟକ୍ତି ସେହିସବୁ ନିୟମ ଓ ସିଦ୍ଧାନ୍ତକୁ ସଂହିତାବଦ୍ଧ କରିଦେଲେ । କିନ୍ତୁ କାଳକ୍ରମେ ସେହି ନିୟମଗୁଡିକର ଜୀବନ୍ତତା ଲୋପପାଇଗଲା ଓ ତାହା ହେଇଗଲା ଜଡ଼ ପଦାର୍ଥ ସଦୃଶ । ତଥାପି କେତେକ ଧାର୍ମିକ ପ୍ରଥା , ପରମ୍ପରା ଓ ରୀତିନୀତିରେ ସମଗ୍ର ସାମାଜିକ ଆଚାର ଆଚରଣ ସେହି ପୁରାତନ ପନ୍ଥାଗୁଡିକ ଏବେ ବି ଜାରି ରହିଛି ।
-->
== ଅନୁସନ୍ଧାନ ==
<!--
ଧାର୍ମିକ ଅନୁସନ୍ଧାନ ହେଉଛି ମାନବର ପ୍ରାରମ୍ଭିକ ବୌଦ୍ଧିକ ଅନୁସନ୍ଧାନ ଏବଂ ସଂଗଠିତ ଧର୍ମ ହେଉଛି ମନୁଷ୍ୟଦ୍ୱାରା ଗଠିତ ହେଇଥିବା ବୋଧହୁଏ ସର୍ବ ପ୍ରଥମ ସମାଜିକ ସଂସ୍ଥା । ଧର୍ମ ମାନବ ସମାଜ ଉପରେ ପ୍ରବଳ ପ୍ରଭାବ ବିସ୍ତାର କରି ଆସିଛି ଏବଂ ଧର୍ମ ହିଁ ଇତିହାସ ପାଇଁ ରହିଆସିଛି ଏକ ପ୍ରବଳ ଉତପ୍ରେରକ ଶକ୍ତି ରୂପେ । ପ୍ରତ୍ୟେକ ସଂଗଠିତ ସମାଜରେ ରହିଛନ୍ତି ଧର୍ମତ୍ୟାଗୀ, ଧର୍ମବିରାଗୀ ଏବଂ ଅପଧର୍ମୀ ବ୍ୟକ୍ତିମାନେ । ସେମାନଙ୍କ ମଧ୍ୟରେ ବିବାଦ ତଥା ସଂଘର୍ଷ ଉପୁଜିବା କାରଣରୁ ମୂଳ ଧାର୍ମିକ ଗୋଷ୍ଠୀରେ ନୂଆନୂଆ ଉପଗୋଷ୍ଠୀମାନ ଜନ୍ମ ନେଇଛି ।
 
ମଣିଷର ଅନ୍ତରତମ ପ୍ରଦେଶକୁ ପ୍ରବେଶ କରି ଅନୁସନ୍ଧାନ କରିବା, ତାର ଆକଂକ୍ଷା ଏବଂ ସମ୍ଭାବିତ ସମ୍ଭାବନାକୁ ଅନ୍ୱେଷଣ କରିବା , ବ୍ୟକ୍ତି ଓ ସମାଜକୁ ସୁସ୍ଥ ରଖୁଥିବା ମୂଲ୍ୟବୋଧର ସନ୍ଧାନ କରିବା,ସ୍ୱାର୍ଥପରତାରୁ ମୁକ୍ତହେଇ ତଥା ନିଜ '''ସ୍ୱ'''ର ଊର୍ଦ୍ଧକୁ ଆରୋହଣ କରି ମଣିଷ ଜୀବନର ଉଚ୍ଚତର ଉଦ୍ଦେଶ୍ୟର ରହସ୍ୟ ଉନ୍ମୋଚନ କରିବା ହିଁ ଧର୍ମର ଲକ୍ଷ୍ୟ ।
-->
 
== ଆଧାର ==
"https://or.wikipedia.org/wiki/ଧର୍ମ"ରୁ ଅଣାଯାଇଅଛି