"ନବରାତ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଉଇକିପିଡ଼ିଆର ଲିଖନ ଶୈଳୀ ଅନୁସାରେ ବଦଳାଗଲା
ଆଧାର+
୨୩ କ ଧାଡ଼ି:
}}
 
'''ନବରାତ୍ରୀ''' ଏକ [[ହିନ୍ଦୁ ଧର୍ମ|ହିନ୍ଦୁ]] ପର୍ବ ଓ ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ [[ଶରତ ଋତୁ|ଶରତ ଋତୁରେ]] ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବଏ ପାଳନ କରାଯାଇଥାଏ ।{{sfn | Encyclopedia Britannica | 2015}}<ref name="Fuller2004p108">{{cite book|author=Christopher John Fuller|authorlink=Chris Fuller (academic)|title=The Camphor Flame: Popular Hinduism and Society in India |url=https://books.google.com/books?id=To6XSeBUW3oC&pg=PA108 |year=2004|publisher=Princeton University Press|isbn=978-0-69112-04-85|pages=108–109}}</ref> ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ ।<ref>{{Cite web|last=|first=|date=2020-09-21|title=Navratri 2020 {{!}} Navratri Date Description, Importance ,Ghat Sthaapana,rule|url=https://news98.info/navratri-2020-descrition-importance-date-sharadiya-navratri/|url-status=live|archive-url=|archive-date=|access-date=2020-10-13|language=en-US}}</ref> ଏଥିରେ ହିନ୍ଦୁ [[ଦେବୀ|ଦେବୀଙ୍କୁ]] ([[ଦୁର୍ଗା]]) ସମ୍ମାନ ଜଣାଇ ପାଳନ କରାଯାଏ । ଏହି ପର୍ବ ହିନ୍ଦୁ ପାଞ୍ଜିର [[ଆଶ୍ୱିନ|ଆଶ୍ୱିନ ମାସର]] ଶୁକ୍ଳପକ୍ଷରେ ପାଳନ କରାଯାଏ ଓ ଏହା ସାଧାରଣତଃ [[ଗ୍ରେଗୋରି ପାଞ୍ଜି|ଗ୍ରେଗୋରିଆନ]] ମାସ [[ସେପ୍ଟେମ୍ବର]] ଏବଂ [[ଅକ୍ଟୋବର|ଅକ୍ଟୋବରରେ]] ପଡ଼ିଥାଏ ।{{sfn | Encyclopedia Britannica | 2015}}{{sfn|James G. Lochtefeld|2002|pp=468–469}}
 
== ପାଳନ ==
"https://or.wikipedia.org/wiki/ନବରାତ୍ରୀ"ରୁ ଅଣାଯାଇଅଛି