"ବିଷ୍ଣୁ ଦେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/ପରଖଘରରୁ ବିଷ୍ଣୁ ଦେକୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି ହେଲା
ଟିକେNo edit summary
୧୫ କ ଧାଡ଼ି:
 
ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୃତ୍ତି ମଧ୍ୟରେ "ସ୍ମୃତି ସତ୍ୟ ଭବିଷ୍ୟତ" (୧୯୫୫–୬୧) ବଙ୍ଗଳା କବିତାରେ ଏକ ନୂତନ ଉଦାହରଣ ସୃଷ୍ଟି କରିଥିଲା । ଏହାପରେ ତାଙ୍କୁ ବଙ୍ଗଳା ଭାଷାରେ ୧୯୬୫ ମସିହାରେ "ସାହିତ୍ୟ ଏକାଡେମୀ ପୁରସ୍କାର" ତଥା ୧୯୭୧ ମସିହାରେ ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର, ଜ୍ଞାନପୀଠ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା ।​<ref name="webarchive">{{cite web |title=welcome to:Bhartiya Jnanpith |url=https://web.archive.org/web/20071013122739/http://jnanpith.net/laureates/index.html |website=web.archive.org |accessdate=20 October 2020 |date=13 October 2007}}</ref>
== ସମ୍ମାନ ଓ ପୁରସ୍କାର ==
* ସାହିତ୍ୟ ଏକାଡେମି ପୁରସ୍କାର (୧୯୬୬)
* ନେହେରୁ ସ୍ମୃତି ସମ୍ମାନ (୧୯୬୭)
* ଜ୍ଞାନପୀଠ ପୁରସ୍କାର (୧୯୭୧)
* ସୋଭିଏତ ଲ୍ୟଣ୍ଡ ସମ୍ମାନ (Soviet Land Award) ''Rushti Panchashati'' ପାଇଁ
== ଆଧାର ==
{{ଆଧାର}}