"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
Removing Kanchi_Abhiyan.jpg, it has been deleted from Commons by JuTa because: No source specified since 9 October 2020.
୧ କ ଧାଡ଼ି:
[[File:Kanchi Abhiyan.jpg|thumb|right|300px|କାଞ୍ଚି ଅଭିଯାନ ଚିତ୍ର]]
'''କାଞ୍ଚି ଅଭିଯାନ''', ଶ୍ରୀ[[ଜଗନ୍ନାଥ]]ଙ୍କ ଏକ ପୌରାଣିକ କାହାଣୀ ।
କିମ୍ବଦନ୍ତୀ, ପୁରାଣ ବର୍ଣ୍ଣିତ ତଥ୍ୟ ଓ ଇତିହାସକୁ ଅବଲୋକନ କଲେ ଯାହା ଜଣାପଡେ, ଅନେକ ବର୍ଷ ପୂର୍ବେ ଓଡ଼ିଶାକୁ ଶାସନ କରୁଥିବା [[ଗଙ୍ଗ ବଂଶ|ଗଙ୍ଗ ବଂଶୀୟ]] ରାଜାମାନଙ୍କ ମଧ୍ୟରେ [[ପୁରୁଷୋତ୍ତୋମ ଦେବ]] ଥିଲେ ଅନ୍ୟତମ । ସେ [[ଜଗନ୍ନାଥଙ୍କ]] ପରମ ଭକ୍ତ ଓ ସେବକ ଭାବେ ପରିଚିତ । ସେ ଜଗନ୍ନାଥଙ୍କୁ ଜଗତକର୍ତ୍ତା ଓ ନିଜକୁ ଜଣେ ସାଧରଣ ସେବକ ବୋଲି ଭାବୁଥିଲେ ଓ ଅନ୍ୟକୁ ପରିଚୟ ମଧ୍ୟ ଦେଉଥିଲେ । ଆଧୁନିକ ତମିଲନାଡୁ ପ୍ରଦେଶ ଅନ୍ତର୍ଗତ କାଞ୍ଚି ରାଜାଙ୍କ କନ୍ୟା ପଦ୍ମାବତୀଙ୍କୁ ବିବାହ କରିବା ନିମନ୍ତେ ରାଜା [[ପୁରୁଷୋତ୍ତମ ଦେବ]] ଓ [[କାଞ୍ଚି]] ରାଜାଙ୍କ ମଧ୍ୟରେ ଯାହା ସବୁ ଘଟଣା ଘଟିଥିଲା, ତାହକୁ ଅନେକ ପୌରାଣିକ ଓ ଇତିହାସ ପୃଷ୍ଠାରେ '''କାଞ୍ଚି ଅଭିଯାନ''' ନାମରେ ସବିଶେଷ ବ୍ୟାଖ୍ୟା କରାଯାଇଛି ।<ref name="Kanchi Abhiyan">{{cite web|title=କାଞ୍ଚି ଅଭିଯାନ|url=http://nitaaiveda.com/All_Scriptures_By_Acharyas/Bhakti_Purushottama_Swami/Lord_Shri_Jagannatha_at_Puri/Kanchi_Abhiyan.htm|publisher=Nitaaiveda.com|accessdate=29 August 2015}}</ref>