"ମାଣିକପାଟଣା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
Removing Kanchi_Abhiyan.jpg, it has been deleted from Commons by JuTa because: No source specified since 9 October 2020.
୫୮ କ ଧାଡ଼ି:
 
==କିମ୍ବଦନ୍ତୀ==
 
[[File:Kanchi Abhiyan.jpg|thumb|left|300px|କାଞ୍ଚି ଅଭିଯାନ କିମ୍ବଦନ୍ତୀରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ମାଣିକ ଗଉଡୁଣୀଠାରୁ ଦହି ଖାଇବା ଏକ ପଟ୍ଟଚିତ୍ରରେ ପ୍ରଦର୍ଶିତ]]
ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ରାଜାଙ୍କୁ ତାଙ୍କ ଝିଅ ପଦ୍ମାବତୀକୁ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ କାଞ୍ଚି ରାଜା ସାଲ୍ୱ ନରସିଂହ ଦେବ ଗଜପତି ପୁରୁଷୋତ୍ତମ ଦେବଙ୍କୁ ଏକ ଝାଡୁଦାର ସ‌ହ ତୁଳନା କରିବା ସ‌ହ ନିଜ ଝିଅର ବିଭା ଏକ ଛାଡ଼ୁଦାର ସ‌ହ କରିବେନି ବୋଲି କ‌ହି ଅପମାନିତ କରିବା ପରେ ପୁରୁଷୋତ୍ତମ ଦେବ କାଞ୍ଚିରାଜାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ, କିନ୍ତୁ ପରାସ୍ତ ହୋଇ ପ୍ରତ୍ୟାବର୍ତ୍ତନ କଲେ । ଅପମାନିତ ଆଉ ଲଜ୍ଜିତ ହୋଇ ଜଗନ୍ନାଥଙ୍କ ସାହାଯ୍ୟ ଭିକ୍ଷା କରିବା ପରେ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର ଦୁଇ ଜଣ ଧଳା ଘୋଡ଼ା ଓ କଳା ଘୋଡ଼ାରେ ଚଢ଼ି କାଞ୍ଚି ଅଭିଯାନରେ ବାହାରିଥିଲେ । ସେମାନେ ବାଟରେ ଗଲାବେଳେ ମାଣିକ ନାମକ ଜନୈକ ଗଉଡ଼ୁଣୀ ପାଖରେ ଦ‌ହି ପିଇ ନିଜର ଶୋଷ ମେଣ୍ଟାଇଥିଲେ ଏବଂ ମୂଲରେ କଉଡ଼ି ବଦଳରେ ଏକ ମୁଦ୍ରିକା ଦେଇ ମ‌ହାରାଜ ପୁରୁଷୋତ୍ତମ ଦେବଙ୍କ ଠାରୁ କଉଡ଼ି ମାଗି ନେବାକୁ କ‌ହିଥିଲେ । ଯେତେବେଳେ ରାଜା ସେହି ମାର୍ଗ ଦେଇ ଗଲେ, ସେହି ଗଉଡ଼ୁଣୀ ରାଜାଙ୍କୁ ସେ ମୁଦି ଦେଖାଇ ତା'ର କଉଡ଼ି ମାଗିଥିଲା । ସେତେବେଳେ ରାଜା ସେ ଗଉଡ଼ୁଣୀ ପାଖରେ ଥିବା ସେହି ମୁଦିଟିକୁ ଦେଖି ଜାଣିପାରିଥିଲେ କି ସେ ସ୍ୱୟଂ ଜଗନ୍ନାଥଙ୍କୁ ଅର୍ପଣ କରିଥିବା ମୁଦି ହେଉଛି ସେହି ମୁଦିଟି । ତେଣୁ ସେ ଜାଣିଗଲେ କି ସେ ଗଉଡ଼ୁଣୀ ଯାହାକୁ ଦ‌ହି ପିଆଇଛି ସେ ଆଉ କେହି ନୁହ‌ନ୍ତି ସ୍ୱୟଂ ମହାପ୍ରଭୁ [[ଜଗନ୍ନାଥ]] । ଗଜପତି ପୁରୁଷୋତ୍ତମ ଦେବ ସେହି ଗଉଡ଼ୁଣୀ ରହୁଥିବା ଗ୍ରାମର ନାମକୁ ସେହିଦିନଠାରୁ ମାଣିକପାଟଣା ନାମରେ ନାମିତ କରିଥିଲେ ।