"ଇନ୍ଦ୍ରଦ୍ୟୁମ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
Removing Bishwabaasu_warshiping.png, it has been deleted from Commons by JuTa because: No source specified since 9 October 2020.
୧ କ ଧାଡ଼ି:
[[File:Bishwabaasu warshiping.png|thumb|right|280px|ଶବର ବିଶ୍ୱାବାସୁ ବିଷ୍ଣୁଙ୍କୁ ଗୁମ୍ଫାରେ ପୂଜା କରୁଥିବାର ଚିତ୍ର]]
 
'''ଇନ୍ଦ୍ରଦ୍ୟୁମ୍ନ''' ମାଳବ ଦେଶର ସୋମବଂଶୀୟ ରାଜା ଥିଲେ । ମହାଭାରତ ଓ ପୂରାଣରେ ବର୍ଣିତ ତଥ୍ୟ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ଭରତ ଓ ସୁମତିଙ୍କ ପୁତ୍ର ଥିଲେ । <ref name="Legend of Jagannath Temple">{{cite web|title=ଜଗନ୍ନାଥ ମନ୍ଦିର କିମ୍ବଦନ୍ତୀ|url=http://www.orissatourism.org/jagannath-temple/legend-of-jagannath-temple.html|publisher=Odisha Tourism|accessdate=10 September 2015}}</ref> ସେ ମାଳବ ଦେଶର ଅବନ୍ତି ନାମକ ଅଞ୍ଚଳକୁ ଶାସନ କରୁଥିଲେ ଓ ଜଗନ୍ନାଥ ମନ୍ଦିରର ତିନି ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିବାର କିଛି ପୁରାଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । <ref name="Indradyumna King">{{cite web|title=ନିଳଚକ୍ର|url=http://www.nilachakra.org/Temple/origin.htm|publisher=Nilachakra Team|accessdate=10 September 2015}}</ref>