"ସମ୍ମତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ପ୍ରକାର ଭେଦ
୩ କ ଧାଡ଼ି:
 
ବ୍ୟାପକ ଯୌନ ଶିକ୍ଷାର ଅଂଶ ବିଶେଷ ଭାବେ ସମ୍ମତିକୁ ଏକ ବିଷୟ ରୂପେ ଶିକ୍ଷା ଦେବା ଲାଭଦାୟକ ବୋଲି ମିଳିତ ଜାତିସଂଘ ଅଧୀନସ୍ଥ ସଂସ୍ଥା ଓ ଯୌନ ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକର ମତ ।<ref>{{Cite book|url=http://unesdoc.unesco.org/images/0026/002607/260770e.pdf|title=International technical guidance on sexuality education: An evidence-informed approach|last=|first=|publisher=UNESCO|year=2018|isbn=978-92-3-100259-5|location=Paris|pages=56}}</ref> ସମ୍ମତିର ପ୍ରକାର ଭେଦ ମଧ୍ୟରେ ସୂଚୀତ ସମ୍ମତି, ପ୍ରକାଶିତ ସମ୍ମତି, ଜଣାଯାଇଥିବା ସମ୍ମତି ଏବଂ ସର୍ବସମ୍ମତି ଆଦି ଅନୁତମ ।
 
== ପ୍ରକାର ଭେଦ ==
 
* କେବଳ ସୂଚିତ କରିବା ବଦଳରେ ସ୍ପଷ୍ଟ ଏବଂ ନିର୍ଭୁଲ ଭାବରେ ପ୍ରକାଶ କରାଯାଇଥିବା ସମ୍ମତି ହେଉଛି ପ୍ରକାଶିତ ସମ୍ମତି । ଏହାକୁ ଲେଖାରେ, କଥାରେ, କିମ୍ବା କଥା ନ କହି ସ୍ପଷ୍ଟ ଭଙ୍ଗୀ ଯଥା ମୁଣ୍ଡ ଟୁଙ୍ଗାରି ଦିଆଯାଇପାରିବ । ଉପସ୍ଥିତ ବ୍ୟକ୍ତିମାନଙ୍କଦ୍ୱାରା (ସାକ୍ଷୀ) ପ୍ରମାଣ କରାଯାଇନଥିଲେ କିମ୍ବା ଅଡିଓ ବା ଭିଡିଓ ରେକର୍ଡିଂ ହୋଇନଥିବା ବେଳେ କେହି ଏହି ସମ୍ମତି ପ୍ରଦାନ କରାଯାଇଛି ବୋଲି ଅସ୍ୱୀକାର କଲେ ସମ୍ମତିଟି ବିବାଦୀୟ ହୋଇପାରେ ।
* କୌଣସି ବ୍ୟକ୍ତିର କାର୍ଯ୍ୟ ଏବଂ ନିର୍ଦ୍ଦିଷ୍ଟ ପରିସ୍ଥିତିର ତଥ୍ୟ ଏବଂ ପରିସରରୁ (କିମ୍ବା କିଛି କ୍ଷେତ୍ରରେ, ବ୍ୟକ୍ତିଙ୍କ ନୀରବତା କିମ୍ବା ଅସକ୍ରିୟତାଦ୍ୱାରା) ସୂଚୀତ ସମ୍ମତି ବାହାରିଥାଏ । ଉଦାହରଣ ସ୍ୱରୂପ: ହକି ଖେଳରେ ପ୍ରତିଭାଗୀମାନଙ୍କଦ୍ୱାରା ଶାରୀରିକ ସ୍ପର୍ଶ ଆଦି ସମ୍ପର୍କ ପାଇଁ ଅନ୍ତର୍ଭୁକ୍ତ ସୂକ୍ଷ୍ମ ସମ୍ମତି ଆଧାରରେ ଅସ୍ପଷ୍ଟ ଭାବରେ ଯୌନ କାର୍ଯ୍ୟକଳାପ ପାଇଁ ଅନୁରୋଧ କରିବା କିମ୍ବା ଆରମ୍ଭ କରିବା କିମ୍ବା ଏକ ବକ୍ସିଂ ମ୍ୟାଚରେ ଯୌନ ଆକ୍ରମଣର ଶିକାର ହେବା ।
* ଚିକିତ୍ସାରେ ସୂଚୀତ ସମ୍ମତି ହେଉଛି ଜଣେ ବ୍ୟକ୍ତିଙ୍କୁ ଜଣାଯାଇଥିବା ସମ୍ମତି । ଏହା ସେହି ବ୍ୟକ୍ତିଙ୍କର କୌଣସି କାର୍ଯ୍ୟର ତଥ୍ୟ, ପ୍ରଭାବ ଏବଂ ଭବିଷ୍ୟତ ପରିଣାମ ବିଷୟରେ ସ୍ପଷ୍ଟ ଧାରଣା ଓ ବୁଝିବା ଆଧାରରେ ହୋଇଥାଏ । ଏହି ଶବ୍ଦ ଅନ୍ୟ ପ୍ରସଙ୍ଗରେ ମଧ୍ୟ ବ୍ୟବହୃତ ହୁଏ ଯଥା ସାମାଜିକ ବୈଜ୍ଞାନିକ ଗବେଷଣାରେ ପ୍ରତିଭାଗୀମାନେ ଗବେଷଣା ପ୍ରକ୍ରିୟା ଏବଂ ଏହା ପାଇଁ ଥିବା ସମ୍ମତି ବୁଝିପାରିବେ ଓ ସମ୍ମତି ଦେବେ ବୋଲି ନିଶ୍ଚିତ କରିବାକୁ କୁହାଯିବା ବେଳେ, କିମ୍ବା ଯୌନ କାର୍ଯ୍ଯରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତି କୌଣସି ପରିଣାମ (ଯୌନ ସଂକ୍ରମଣ ଏବଂ/କିମ୍ବା ରୋଗ ପାଇଁ) ବିଷୟରେ ସଚେତନ ରହିବା ପାଇଁ ଜଣାଯାଇଥିବା ସମ୍ମତି ଦେଇଥାନ୍ତି ।
* ଅନେକ ପକ୍ଷ ଥିବା ଏକ ଦଳଦ୍ୱାରା (ଯେପରିକି ଏକ ସଂଗଠନ) ସର୍ବସମ୍ମତି କିମ୍ବା ସାଧାରଣ ସମ୍ମତି ସମସ୍ତ ପକ୍ଷ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମତିକୁ ବୁଝାଏ ।
* ବିକଳ୍ପ ସମ୍ମତି କିମ୍ବା ବିକଳ୍ପ ବିଚାର ମତାବଳୀ ଜଣେ ଅକ୍ଷମ ବ୍ୟକ୍ତି ଅକ୍ଷମତାବଶତଃ ସମ୍ମତି ପ୍ରଦାନ କରିନପାରିଲେ ଜଣେ ନିଷ୍ପତ୍ତିକାରଙ୍କୁ ସେ ନିଜେ ସକ୍ଷମ ଥିଲେ ନିଷ୍ପତ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବା ବେଳେ ଅନୁମତି ପ୍ରଦାନ କରିଥାଏ ।
 
== ଆଧାର ==
"https://or.wikipedia.org/wiki/ସମ୍ମତି"ରୁ ଅଣାଯାଇଅଛି