"ବ୍ୟବହାରକାରୀ:Snip1/ଭୁପତି ପଣ୍ଡିତ - ପ୍ରେମ ପଞ୍ଚାମୃତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
 
୧ କ ଧାଡ଼ି:
'''ଭୁପତି ପଣ୍ଡିତ''' ରାଜା [[ଦିବ୍ୟସିଂହ ଦେବ]]ଙ୍କ ସମ-ସାମୟିକ ଜଣେ ପଶ୍ଚିମାପ୍ରାଚୀନ ବ୍ରାହ୍ମଣଓଡ଼ିଆ କବି ଥିଲେ । [[ସେ ପଶ୍ଚିମାଞ୍ଚଳବାସୀ ସାରସ୍ଵତ ବ୍ରାହ୍ମଣ ଅଟନ୍ତି । ସପ୍ତଦଶ ଶତାବ୍ଦୀର ଶେଷଭାଗକୁ ତୀର୍ଥାଟନରେ ପାଇଁ ପୁରୀ ଜିଲ୍ଲାଆସି ରାଜାଙ୍କ ଅନୁଗ୍ରହକ୍ରମେ [[ଜଟଣୀ]] ଜଟଣୀ ନିକଟସ୍ଥ "ରଥୀପୁର କଟକ"ରେ ଅବସ୍ଥାପିତ ହୋଇଥିଲେ । ସେ ଚୈତନ୍ୟ ଦାସଙ୍କ ଦ୍ୱାରା ବୈଷ୍ନବବୈଷ୍ଣବ ଧର୍ମରେ ଦୀକ୍ଷିତ ଥିଲେ ପ୍ରଥମେ ସେ [[ହିନ୍ଦୀ]], [[ସଂସ୍କୃତ]] ଓ [[ବଙ୍ଗଳା]] ଭାଷା ଜାଣୁଥିଲେ, ପରେ [[ଓଡ଼ିଆ ଭାଷା]] ଶିଖି ସେଥିରେ ବିଭିନ୍ନ କାବ୍ୟ ରଚନା କରିଥିଲେ ।<ref>{{cite book |title=ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ପୃ. ୬୧୩୦) |url=https://dsal.uchicago.edu/cgi-bin/app/praharaj_query.py?qs=%E0%AC%AD%E0%AD%82%E0%AC%AA%E0%AC%A4%E0%AC%BF%20%E0%AC%AA%E0%AC%A3%E0%AD%8D%E0%AC%A1%E0%AC%BF%E0%AC%A4&searchhws=yes |accessdate=17 October 2020}}</ref> ତାଙ୍କଦ୍ଵାରା ଲିଖିତ କିଛି ପ୍ରସିଦ୍ଧ କାବ୍ୟଗୁଡ଼ିକ ହେଲା 'ପ୍ରେମ ପଞ୍ଚାମୃତ', 'ଉଦ୍ଧବ ଚୌତିଶା' ଏବଂ 'ଭୁପତି ଚୌତଶା' ଇତ୍ୟାଦି ।
 
== ପ୍ରେମ ପଞ୍ଚାମୃତ ==
ଏଥିରେ ରାଧା-କୃଷ୍ଣଙ୍କ ଲୀଳା ଓ ଗୋପୀମାନଙ୍କ ଅହେତୁକୀ ଭକ୍ତି ଓ ରାସକ୍ରୀଡ଼ା ବର୍ଣ୍ଣିତ ହୋଇଅଛି । <ref name="pb"/><ref>{{cite book |last1=ଜୋତିର୍ମୟୀ ସାମନ୍ତରାୟ |title=କାଳଜୟୀ ଗୀତିକାବ୍ୟ ଶ୍ରୀ ଗୀତଗୋବିନ୍ଦ |publisher=ଉତ୍କଳ ପ୍ରସଙ୍ଗ |page=୧୧୭-୧୧୯ |url=http://magazines.odisha.gov.in/utkalprasanga/2009/July-special/oriyapdf/117-119.pdf |accessdate=17 October 2020}}</ref> ଏ ଗ୍ରନ୍ଥକୁ ଅରୁଣୋଦୟ ପ୍ରେସ ଓ ପ୍ରାଚୀ ସମିତି ପ୍ରକାଶ କରିଥିଲେ । ଦିବ୍ୟସିଂହ ଦେବଙ୍କ ଅଷ୍ଟମ ଅଙ୍କରେ ଅର୍ଥାତ୍ ଖ୍ରୀ ୧୬୯୫-୯୬ ସାଲରେ ଏ ଗ୍ରନ୍ଥର ରଚନା ସଂପୂର୍ଣ୍ଣ ହୋଇଥିଲା ।<ref name="pb">{{cite book |title=ପୂର୍ଣ୍ଣଚନ୍ଦ୍ର ଭାଷାକୋଷ |page=(ପୃ. ୫୧୮୫) |url=https://dsal.uchicago.edu/cgi-bin/app/praharaj_query.py?qs=%E0%AC%AA%E0%AD%8D%E0%AC%B0%E0%AD%87%E0%AC%AE%20%E0%AC%AA%E0%AC%9E%E0%AD%8D%E0%AC%9A%E0%AC%BE%E0%AC%AE%E0%AD%83%E0%AC%A4&searchhws=yes |accessdate=17 October 2020}}</ref> ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ସେ ଏଥିରେ ଲେଖାଯାଇଛି ଯେ - ବାସୁଦେବଙ୍କ ପ୍ରାର୍ଥନାରେ ଭଗବାନ 'ଶ୍ରୀ ଜଗନ୍ନାଥ' ରୂପେ ଅବତୀର୍ଣ୍ଣ ହୋଇଅଛନ୍ତି ।<ref>{{cite book |last1=ଶିବସୁନ୍ଦର ପଟ୍ଟନାୟକ |title=ସୁହୃଦ ଜଗନ୍ନାଥ (ପୃ. ୧୬୭-୧୬୮) |date=ଜୁନ-ଜୁଲାଇ, ୨୦୨୦ |publisher=[[ଉତ୍କଳ ପ୍ରସଙ୍ଗ]] |url=http://magazines.odisha.gov.in/utkalprasanga/2020/Jun-Jul/oriyapdf/167-168.pdf |accessdate=17 October 2020}}</ref>