"ବ୍ୟବହାରକାରୀ:Snip1/ଭୁପତି ପଣ୍ଡିତ - ପ୍ରେମ ପଞ୍ଚାମୃତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
'''ଭୁପତି ପଣ୍ଡିତ''' ରାଜା [[ଦିବ୍ୟସିଂହ ଦେବ]]ଙ୍କ ସମ-ସାମୟିକ ଜଣେ ପଶ୍ଚିମା ବ୍ରାହ୍ମଣ ଥିଲେ । [[ପୁରୀ ଜିଲ୍ଲା]] ଜଟଣୀ ନିକଟସ୍ଥ "ରଥୀପୁର କଟକ"ରେ ଅବସ୍ଥାପିତ ହୋଇଥିଲେ । ସେ ଚୈତନ୍ୟ ଦାସଙ୍କ ଦ୍ୱାରା ବୈଷ୍ନବ ଧର୍ମରେ ଦୀକ୍ଷିତ । ତାଙ୍କଦ୍ଵାରା ଲିଖିତ କିଛି ପ୍ରସିଦ୍ଧ କାବ୍ୟଗୁଡ଼ିକ ହେଲା 'ପ୍ରେମ ପଞ୍ଚାମୃତ', 'ଉଦ୍ଧବ ଚୌତିଶା' ଏବଂ 'ଭୁପତି ଚୌତଶା' ଇତ୍ୟାଦି ।
 
== ପ୍ରେମ ପଞ୍ଚାମୃତ ==
ତାଙ୍କଦ୍ଵାରା ଲିଖିତ କାବ୍ୟଗୁଡ଼ିକ ହେଲା 'ପ୍ରେମ ପଞ୍ଚାମୃତ', 'ଉଦ୍ଧବ ଚୌତିଶା' ଏବଂ 'ଭୁପତି ଚୌତଶା' ଇତ୍ୟାଦି ।
ଏହି କାବ୍ୟରେ କୃଷ୍ଣଙ୍କ ବର୍ଣ୍ଣନା ରହିଛି । <ref>{{cite book |last1=ଜୋତିର୍ମୟୀ ସାମନ୍ତରାୟ |title=କାଳଜୟୀ ଗୀତିକାବ୍ୟ ଶ୍ରୀ ଗୀତଗୋବିନ୍ଦ |publisher=ଉତ୍କଳ ପ୍ରସଙ୍ଗ |page=୧୧୭-୧୧୯ |url=http://magazines.odisha.gov.in/utkalprasanga/2009/July-special/oriyapdf/117-119.pdf |accessdate=17 October 2020}}</ref> ଦିବ୍ୟସିଂହ ଦେବଙ୍କ ଅଷ୍ଟମ ଅଙ୍କରେ ଅର୍ଥାତ ୧୬୯୫ ରେ [['ପ୍ରେମ ପଞ୍ଚାମୃତ]]' ସଂପୂର୍ଣ ହୋଇଥିଲା । ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ସେ ଏଥିରେ ଲେଖାଯାଇଛି ଯେ - ବାସୁଦେବଙ୍କ ପ୍ରାର୍ଥନାରେ ଭଗବାନ 'ଶ୍ରୀ ଜଗନ୍ନାଥ' ରୂପେ ଅବତୀର୍ଣ୍ଣ ହୋଇଅଛନ୍ତି ।<ref>{{cite book |last1=ଶିବସୁନ୍ଦର ପଟ୍ଟନାୟକ |title=ସୁହୃଦ ଜଗନ୍ନାଥ (ପୃ. ୧୬୭-୧୬୮) |date=ଜୁନ-ଜୁଲାଇ, ୨୦୨୦ |publisher=[[ଉତ୍କଳ ପ୍ରସଙ୍ଗ]] |url=http://magazines.odisha.gov.in/utkalprasanga/2020/Jun-Jul/oriyapdf/167-168.pdf |accessdate=17 October 2020}}</ref>
 
ଦିବ୍ୟସିଂହ ଦେବଙ୍କ ଅଷ୍ଟମ ଅଙ୍କରେ ଅର୍ଥାତ ୧୬୯୫ ରେ [[ପ୍ରେମ ପଞ୍ଚାମୃତ]] ସଂପୂର୍ଣ ହୋଇଥିଲା । ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ସେ ଏଥିରେ ଲେଖାଯାଇଛି ଯେ - ବାସୁଦେବଙ୍କ ପ୍ରାର୍ଥନାରେ ଭଗବାନ 'ଶ୍ରୀ ଜଗନ୍ନାଥ' ରୂପେ ଅବତୀର୍ଣ୍ଣ ହୋଇଅଛନ୍ତି ।<ref>{{cite book |last1=ଶିବସୁନ୍ଦର ପଟ୍ଟନାୟକ |title=ସୁହୃଦ ଜଗନ୍ନାଥ (ପୃ. ୧୬୭-୧୬୮) |date=ଜୁନ-ଜୁଲାଇ, ୨୦୨୦ |publisher=[[ଉତ୍କଳ ପ୍ରସଙ୍ଗ]] |url=http://magazines.odisha.gov.in/utkalprasanga/2020/Jun-Jul/oriyapdf/167-168.pdf |accessdate=17 October 2020}}</ref>
 
 
== ଆଧାର ==
{{ଆଧାର}}
 
 
* http://oaob.nitrkl.ac.in/281/1/gosein3333333333.pdf (page 12 check; ବୋଧେ ଏଇଟା ସେଇ ସେଇ ବହି ନୁହେଁ)