"ପେଚା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
| image caption = [[ଛୋଟ ପେଚା]] (''ଆଥେନେ ନୋକ୍ଚୁଆ'')
| image2 = Otus jolandae song - pone.0053712.s008.oga
| image2_caption = ''[[ଓଟୁସ ଯୋଲାନ୍ଦେ]]'' ଡାକ
| taxon = Strigiformes
| authority = [[ଯୋହାନ୍ନ ଜୋର୍ଜ ୱାଗ୍ଲର|ୱାଗ୍ଲର]], ୧୮୩୯
[[ସୋଫିଓର୍ନିଥିଡେ]] ([[ଜୀବାଶ୍ମ]])
| synonyms =
ଷ୍ଟ୍ରିଗିଡେ <small>''ସେନ୍ସୁ'' ସିବ୍ଲେ & ଆଃଲକ୍ୱିଷ୍ଟ</small>
}}
 
'''ପେଚା''' ଷ୍ଟ୍ରିଜିଫୋର୍ମ୍ସ ଗଣର ପକ୍ଷୀଗଣ । ଏହି ଗଣରେ ପ୍ରାୟ ୨୦୦ରୁ ଅଧିକ ଜାତିର ପକ୍ଷୀ ଅଛନ୍ତି । ଏହି ପକ୍ଷୀଗୁଡ଼ିକ ସାଧାରଣତଃ [[ଅଣସାମାଜିକ]] [[ରାତ୍ରିଚର]] ଏବଂ [[ଶିକାରୀ ପକ୍ଷୀ|କାରୀ]] । ତାଙ୍କର ସ୍ୱତନ୍ତ୍ର ଗୁଣଗୁଡିକ ହେଲା, ସେମାନଙ୍କର ସିଧା ଛିଡା ହେବା, ବଡ ଓ ଚଉଡା ମୁଣ୍ଡ, [[ଦ୍ୱିନେତ୍ରୀଦୃଷ୍ଟି]], [[ଦ୍ୱିତକର୍ଣ୍ଣୀୟତା]], ଧାର ପଞ୍ଝା ଏବଂ ଧୀର ଉଡାଣ ପାଇଁ ବିକଶିତ ଡେଣା । ବ୍ଯତିକ୍ରମ - ଦିନଚାରୀ [[ଉତ୍ତରୀୟ ଚିଲ-ପେଚା]] ଏବଂ [[ସାମାଜିକ]] [[ଗାତଖୋଳା ପେଚା]] ।
 
ପେଚାଗଣ ସାଧାରଣତଃ ଛୋଚଛୋଟ ସ୍ତନ୍ଯପାୟୀ, କୀଟ, ଅନ୍ୟ ପକ୍ଷୀ ତଥା ମାଛ ଆଦି ଶିକାର କରିଥାନ୍ତି । ମେରୁସ୍ଥ ହିମାଞ୍ଚଳକୁ ଛାଡି ଦେଲେ ସେମାନେ ପୃଥିବୀର ସମସ୍ତ ଅଞ୍ଚଳରେ ଦେଖାଯାନ୍ତି ।
ପେଚାମାନଙ୍କୁ ମୁଖ୍ଯତଃ ୨ଟି [[କୁଳ(ଜୀବବିଜ୍ଞାନ)|କୁଳ]]ରେ ବିଭକ୍ତ କରାଯାଇଅଛି:
୧,୫୬୭

ଗୋଟି ସମ୍ପାଦନା