"ମହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ ଯୋଡ଼ାଗଲା
No edit summary
୧ କ ଧାଡ଼ି:
{{multiple image
| align = right
| direction = vertical
| width = 250
| image1 = Runny hunny.jpg
| caption1 = [[ମହୁ ଡିପର]]] ଏବଂ ଏକ [[ଆମେରିକୀୟ ବିସ୍କୁଟ]] ସହିତ ମହୁର ଏକ ପାତ୍ର
| image2 =
| caption2 =
}}
'''ମହୁ''' [[ମହୁମାଛି]] ଏବଂ ତା' ସମ୍ବନ୍ଧିତ କିଛି ପୋକମାନଙ୍କଦ୍ୱାରା ତିଆରି ଏକ ତରଳ ଓ ଅଠାଳିଆ ମିଠା ଖାଦ୍ୟପଦାର୍ଥ ।<ref name="Crane1990">{{cite journal | author= Crane E| title = Honey from honeybees and other insects | journal = Ethology Ecology & Evolution | volume = 3 | issue = sup1 | pages = 100–105 | year = 1990 | doi = 10.1080/03949370.1991.10721919| author-link = Eva Crane }}</ref> ମହୁମାଛି ଗଛର ଝରୁଥିବା ମିଠାଜାତୀୟ କ୍ଷରଣ (ଫୁଲର ମିଠା ରସ) କିମ୍ବା ଅନ୍ୟ କୀଟମାନଙ୍କର ମିଠା କ୍ଷରଣ (ଯଥା [[ହନିଡିଓ]])କୁ ସଂଗ୍ରହ କରି [[ରିଗର୍ଗିଟେସନ]]<!--Regurgitation (digestion)--> ଓ [[ଏନଜାଇମ]] ପ୍ରକ୍ରିୟାଦ୍ୱାରା ମହୁ ତିଆରି କରନ୍ତି । ମହୁମାଛି [[ମହୁଫେଣା]] ଭିତରେ ମହୁ ସଂରକ୍ଷଣ କରିଥାଏ ।<ref name="Crane1990" /><ref>{{cite book|author=Crane, E., Walker, P., & Day, R. | title=Directory of important world honey sources | publisher=International Bee Research Association | isbn=978-0860981411|date=1984}}</ref> ମହୁମାଛିଦ୍ୱାରା (ଜାତି ''Apis') ଉତ୍ପାଦିତ ମହୁ ବିଭିନ୍ନ ପ୍ରକାରର ବିଶ୍ୱବ୍ୟାପୀ ବାଣିଜ୍ୟିକ ଉତ୍ପାଦନ ଏବଂ ମଣିଷମାନଙ୍କଦ୍ୱାରା ବ୍ୟବହାର କାରଣରୁ ବ୍ୟାପକ ଭାବେ ଜଣାଶୁଣା ।<ref name="crane book">{{cite book|last1=Crane|first1=Ethel Eva|title=The World History of Beekeeping and Honey Hunting|publisher=Routledge|isbn=9781136746703|date=1999}}</ref> ବଣୁଆ ମହୁମାଛି କଲୋନୀରୁ କିମ୍ବା ଘରୋଇ ମହୁମାଛିର ସଂଗ୍ରହ କରାଯାଉଥିବା ପ୍ରକ୍ରିୟା [[ମହୁଚାଷ]] ଭାବେ ଜଣାଶୁଣା ।
 
"https://or.wikipedia.org/wiki/ମହୁ"ରୁ ଅଣାଯାଇଅଛି