୧,୫୬୭
ଗୋଟି ସମ୍ପାଦନା
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ ଭିଜୁଆଲ ସମ୍ପାଦନା |
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ ଭିଜୁଆଲ ସମ୍ପାଦନା |
||
[[Image:Bubo scandiacus (Linnaeus, 1758) Male.jpg]]
ସମସ୍ତ ପେଚାମାନଙ୍କୁ [[ଲୁପ୍ତପ୍ରାୟ ପଶୁ ଓ ପକ୍ଷୀମାନଙ୍କର ଅବୈଧ ବାଣିଜ୍ଯ ନିମନ୍ତେ ଅନ୍ତର୍ରାଷ୍ଟ୍ରୀୟ ସନ୍ଧି]]ର ଅନୁଚ୍ଛେଦ-IIରେ ଲିପିବଦ୍ଧ । ଅବଶ୍ଯ ପେଚାମାନଙ୍କ ଶିକାର ଏକ ଚିରାଚରିତ ଘଟଣା, କିନ୍ତୁ ୨୦୦୮ରେ ମାଲେସିଆର ଏକ ଖବର ଦର୍ଶାଉଛି ଯେ ପେଚା ଶିକାର ବଢ଼ି ଚାଲିଛି । ୨୦୦୮ ମସିହା ନଭେମ୍ବର ମାସରେ ମାଲେସୀୟ ଅନ୍ତରୀପରୁ ୯୦୦ଟି ପେଚାକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାରିତ ଜୀବ ମଧ୍ଯରେ ମୃତ ଚୋକଡା ପେଚା, ଦାଗଥିବା ଜଙ୍ଗଲୀ ପେଚା, ମୁକୁଟୀୟ ସର୍ପଚିଲ, ଚିଲ ଏବଂ ମାଠିଆ ଜଙ୍ଗଲୀ ପେଚା ତଥା ୭୦୦୦ ଜୀବନ୍ତ ଝିଟିପିଟି ଆଦି ଥିଲେ ।<ref>Wildlife Trade News – Huge haul of dead owls and live lizards in Peninsular Malaysia". TRAFFIC. 12 November 2008</ref>
==ବିବରଣୀ==
|
ଗୋଟି ସମ୍ପାଦନା