"ଶରତ କୁମାର କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଅଧିକ ତଥ୍ୟ
୬୬ କ ଧାଡ଼ି:
ଶରତଙ୍କ ପତ୍ନୀ ଅନିମା କର <ref name="Sharat Kumar Kar"/> ଜଣେ ଅଧ୍ୟାପିକା ଓ ଗାୟିକା ଅଟନ୍ତି । ତାଙ୍କ ଜ୍ୟେଷ୍ଠ ପୁତ୍ର ସୁମନ ଜଣେ ଇଂରାଜୀ ଅଧ୍ୟାପକ ଓ କନିଷ୍ଠ ପୁତ୍ର ଶୋଭନ ଜଣେ ଆଇଆରଏସ ଅଧିକାରୀ ଅଟନ୍ତି ।
 
== ବୃତ୍ତିଗତରାଜନୈତିକ ଜୀବନ ==
ଶରତ ଶରତ [[ପ୍ରାଣନାଥ ମହାବିଦ୍ୟାଳୟ]], ଖୋର୍ଦ୍ଧାରେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । [[ବିଜୁ ପଟ୍ଟନାୟକ]] ଓ [[ଲାଲ ବାହାଦୁର ଶାସ୍ତ୍ରୀ]]ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ସେ ୧୭୬୭ ମସିହାରେ ରାଜନୀତିକୁ ଆସିଥିଲେ ଓ [[ମାହାଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ମାହାଙ୍ଗାରୁ]] ନିର୍ବାଚନ ଲଢିଥିଲେ । ପରେ ସେ ବିଜୁବାବଙ୍କ କଂଗ୍ରେସ ଦଳ ଛାଡି [[ଉତ୍କଳ କଂଗ୍ରେସ]] ଗଢିଥିଲେ । ୧୯୭୧ରେ ସେ ପୁଣି ବିଜୁବାବୁଙ୍କ ନେତୃତ୍ୱରେ ନିର୍ବାଚନ ଲଢି, ମାହାଙ୍ଗାରୁ ନିର୍ବାଚିତ ହୋଇଥିଲେ ।<ref>{{cite news |title=ଶରତରେ ନିରବିଗଲେ ଶରତ |url=http://epaper.prameyanews.com/edition/7568/bhubaneswar/page/7 |accessdate=13 October 2020 |issue=ପ୍ରମେୟ ୧୩/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧,୭ |publisher=ପ୍ରମେୟ |archiveurl=https://web.archive.org/web/20201013114619/http://epaper.prameyanews.com/edition/7568/bhubaneswar/page/7 |archivedate=13 October 2020}}</ref> ସେ ବିଭିନ୍ନ ସମୟରେ [[ବିଜୁ ଜନତା ଦଳ]], [[ଉତ୍କଳ କଂଗ୍ରେସ]], [[ଜନତା ଦଳ]], [[ଭାରତୀୟ ଜନତା ପାର୍ଟି]] ଆଦି ରାଜନୈତିକ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଜଣେ ବିଧାୟକ ଭାବରେ ତିନିଥର ଏବଂ ଲୋକ ସଭାକୁ ଥରେ ନିର୍ବାଚିତ ହୋଇଥିଲେ ।<ref name="Sharat Kumar Kar"/> ଶରତ ୧୯୭୧ ମସିହାରୁ ୧୯୭୩ ମସିହାଯାଏଁ ଓ ୧୯୯୦ରୁ ୧୯୯୩ ଯାଏଁ ମନ୍ତ୍ରୀ ରହିଥିଲେ ।<ref>{{cite news |title=ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ |url=https://www.samajalive.in/dr-sarat-kumar-kar-ex-speaker-ex-minister/226059.html |accessdate=12 October 2020 |work=ସମାଜ |publisher=Samaja Live |date=12 October 2020 |archiveurl=http://web.archive.org/web/20201012145559/https://www.samajalive.in/dr-sarat-kumar-kar-ex-speaker-ex-minister/226059.html |archivedate=12 October 2020 |location=ଭୁବନେଶ୍ୱର |language=ଓଡ଼ିଆ |url-status=live}}</ref> ୨୦୦୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇ ୨୦୦୪ ମସିହାଯାଏଁ ଏହି ଦାୟିତ୍ୱ ନିର୍ବାହନ କରିଥିଲେ ।<ref>{{cite book |last1=ନାୟକ |first1=ଉଦ୍ଧବ ଚରଣ |title=ଓଡ଼ିଶା ରାଜନୀତିର ଇତିହାସ |date=2013 |publisher=ଆମ ଓଡ଼ିଶା |isbn=978-81-89436-54-4 |page=୨୯୧ |url=https://or.wikisource.org/s/5md |accessdate=12 October 2020}}</ref> ସେ ବିଚ୍ଚିନ୍ନାଞ୍ଚଳ ଓଡ଼ିଆଙ୍କ ସୀମା ଆନ୍ଦୋଳନରେ ମଧ୍ୟ ଯୋଗଦାନ କରିଥିଲେ ।
 
== ସାଂସ୍କୃତିକ ଜୀବନ ==
୧୯୬୪ ମସିହାରେ ସେ ମାହାଙ୍ଗାରେ ବୈଷ୍ଣବ ପାଣି ସ୍ମୃତି ସଂସଦ ଗଠନ କରି, ବୈଷ୍ଣବ ପାଣିଙ୍କ ରଚନାକୁ ପ୍ରଚାର କରିଥିଲେ । [[ବିଚ୍ଛନ୍ଦଚରଣ ପଟ୍ଟନାୟକ]]ଙ୍କଦ୍ୱାରା ପ୍ରତିଷ୍ଠିତ ''ଭଞ୍ଜ ସାହିତ୍ୟ ସଂସଦ''ର ଜଣେ ସଂଗଠକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଜଣେ ଭାଷ୍ୟକାର ଭାବରେ [[ଆକାଶବାଣୀ କଟକ|ଆକାଶବାଣୀ]], [[ଡିଡି ଓଡ଼ିଆ|ଦୂରଦର୍ଶନ]] ଏବଂ ଘରୋଇ ଟିଭି ଚ୍ୟାନେଲରେ [[ଜଗନ୍ନାଥ ମନ୍ଦିର|ଜଗନ୍ନାଥ]]<nowiki/>ଙ୍କ [[ରଥଯାତ୍ରା]]<nowiki/>ର ଧାରା ବିବରଣୀ ପ୍ରଦାନ କରୁଥିଲେ ।<ref name=":0" />
 
=== ବିଧାନ ସଭା ସଭ୍ୟ ବିବରଣୀ ===
Line ୯୯ ⟶ ୯୬:
|}
 
== ସାଂସ୍କୃତିକ ଓ ସାହିତ୍ୟିକ ଜୀବନ ==
== ମତ୍ୟୁ ==
୧୯୬୪ ମସିହାରେ ସେ ମାହାଙ୍ଗାରେ ବୈଷ୍ଣବ ପାଣି ସ୍ମୃତି ସଂସଦ ଗଠନ କରି, ବୈଷ୍ଣବ ପାଣିଙ୍କ ରଚନାକୁ ପ୍ରଚାର କରିଥିଲେ । [[ବିଚ୍ଛନ୍ଦଚରଣ ପଟ୍ଟନାୟକ]]ଙ୍କଦ୍ୱାରା ପ୍ରତିଷ୍ଠିତ ''ଭଞ୍ଜ ସାହିତ୍ୟ ସଂସଦ''ର ଜଣେ ସଂଗଠକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଜଣେ ଭାଷ୍ୟକାର ଭାବରେ [[ଆକାଶବାଣୀ କଟକ|ଆକାଶବାଣୀ]], [[ଡିଡି ଓଡ଼ିଆ|ଦୂରଦର୍ଶନ]] ଏବଂ ଘରୋଇ ଟିଭି ଚ୍ୟାନେଲରେ [[ଜଗନ୍ନାଥ ମନ୍ଦିର|ଜଗନ୍ନାଥ]]<nowiki/>ଙ୍କ [[ରଥଯାତ୍ରା]]<nowiki/>ର ଧାରା ବିବରଣୀ ପ୍ରଦାନ କରୁଥିଲେ ।<ref name=":0" />
 
ଜଣେ ସାହିତ୍ୟିକ ଭାବେ ସେ ଅନେକ ପୁସ୍ତକ ଲେଖିଥିଲେ । ସେଗୁଡିକ :
* ଦ୍ରୁତ ବିଳମ୍ବିତ
* ମନ୍ମଥ
* ରୋମନ୍ଥନ
* ଅନ୍ୟାନ<ref>{{cite news |title=ଶରତାଞ୍ଜଳି |url=http://epaper.prameyanews.com/edition/7568/bhubaneswar/page/18 |accessdate=13 October 2020 |issue=ପ୍ରମେୟ ୧୩/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ |publisher=ପ୍ରମେୟ |archiveurl=https://web.archive.org/web/20201013115830/http://epaper.prameyanews.com/edition/7568/bhubaneswar/page/18 |archivedate=13 October 2020}}</ref>
 
== ମୃତ୍ୟୁ ==
ଶରତ କର ୨୦୨୦ ମସିହାର ଅକ୍ଟୋବର ୧୨ ତାରିଖରେ [[ଭୁବନେଶ୍ୱର]]<nowiki/>ର ଏକ ଘରୋଇ ଡାକ୍ତରଖାନାରେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।<ref name=":0">{{cite news |title=ପୂର୍ବତନ ବାଚସ୍ପତି, ସୁସାହିତ୍ୟିକ ତଥା ବାଗ୍ମୀ ଶରତ କୁମାର କରଙ୍କ ପରଲୋକ {{!}} Sambad |url=https://sambad.in/state/veteran-politician-sarat-kar-passed-away-572304/ |accessdate=12 October 2020 |work=ସମ୍ବାଦ |publisher=sambad.in |date=12 October 2020 |archiveurl=http://web.archive.org/web/20201012142332/https://sambad.in/state/veteran-politician-sarat-kar-passed-away-572304/ |archivedate=12 October 2020 |location=[[ଭୁବନେଶ୍ୱର]] |language=[[ଓଡ଼ିଆ ଭାଷା|ଓଡ଼ିଆ]] |url-status=live}}</ref>