"ଶରତ କୁମାର କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ଯୋଡ଼ାଗଲା
ଅଧିକ ତଥ୍ୟ
୫୮ କ ଧାଡ଼ି:
}}
 
'''ଶରତ କୁମାର କର''' (୫ ସେପ୍ଟେମ୍ବର ୧୯୩୯ - ୧୨ ଅକ୍ଟୋବର ୨୦୨୦) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ, ସାହିତ୍ୟିକ ଓ ବକ୍ତା ଥିଲେ । ସେ ଓଡ଼ିଶା ରାଜନୀତିର [[ବିଜୁ ଜନତା ଦଳ]], ଉତ୍କଳ କଂଗ୍ରସ, ଜନତା ଦଳ ଆଦି ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଶରତ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେକୁ ତିନିଥର ଏବଂ [[ଲୋକ ସଭା]]<nowiki/>ରେକୁ ଥରେ ସାଂସଦ ଭାବରେ ଥରେନିର୍ବାଚିତ କାର୍ଯ୍ୟ କରିଥିଲେହୋଇଥିଲେ । ୧୯୭୧, ୧୯୯୦ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ମାହାଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୫ମ ଓଡ଼ିଶା ବିଧାନ ସଭା|୫ମ]], [[୧୦ମ ଓଡ଼ିଶା ବିଧାନ ସଭା|୧୦ମ]] ଓ [[୧୨ଶ ଓଡ଼ିଶା ବିଧାନ ସଭା]]କୁ ନିର୍ବାଚିତ ହୋଇଥିଲେ ।<ref name="Sharat Kumar Kar">{{cite web|url=http://odishaassembly.nic.in/memberprofile.aspx?img=40 |title=Shri Sharat Kumar Kar |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=23 March 2020}}</ref> [[୧୯୭୭ ଭାରତୀୟ ସାଧାରଣ ନିର୍ବାଚନ]]ରେ ଶରତ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ [[୬ଷ୍ଠ ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Sharat Kumar Kar"/>
 
== ଜନ୍ମ, ପରିବାରବାଲ୍ୟଜୀବନ ଓ ଶିକ୍ଷା ==
ଶରତ ୧୯୩୯ ମସିହାର ସେପ୍ଟେମ୍ବର ମାସ ୫ ତାରିଖରେ [[କଟକ ଜିଲ୍ଲା]]ର [[ମାହାଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ମାହାଙ୍ଗା]] ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତର ଚାୟାଁପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଳମଣି କର ଜଣେ ସାହିତ୍ୟପ୍ରେମୀ ଓ ସମାଜସେବୀ ବ୍ୟକ୍ତି ଥିଲେ । [[କଟକ]]ର ଡଗରପଡା ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଓ [[ରେଭେନ୍ସା ମହାବିଦ୍ୟାଳୟ]]ରୁ କଲେଜ ଶିକ୍ଷା ସମାପ୍ତ କରି ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।
ଶରତ କୁମାର କର ୧୯୩୯ ମସିହାର ସେପ୍ଟେମ୍ବର ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଳମଣି କର ଓ ପତ୍ନୀଙ୍କ ନାମ ଅନିମା କର ।<ref name="Sharat Kumar Kar"/> ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ । ସେ ଜଣେ ଭାଷ୍ୟକାର ଭାବରେ [[ଆକାଶବାଣୀ କଟକ|ଆକାଶବାଣୀ]], [[ଡିଡି ଓଡ଼ିଆ|ଦୂରଦର୍ଶନ]] ଏବଂ ଘରୋଇ ଟିଭି ଚ୍ୟାନେଲରେ [[ଜଗନ୍ନାଥ ମନ୍ଦିର|ଜଗନ୍ନାଥ]]<nowiki/>ଙ୍କ [[ରଥଯାତ୍ରା]]<nowiki/>ର ଧାରା ବିବରଣୀ ପ୍ରଦାନ କରୁଥିଲେ ।<ref name=":0" />
 
== ପରିବାର ==
== ରାଜନୈତିକ ଜୀବନ ==
ଶରତଙ୍କ ପତ୍ନୀ ଅନିମା କର <ref name="Sharat Kumar Kar"/> ଜଣେ ଅଧ୍ୟାପିକା ଓ ଗାୟିକା ଅଟନ୍ତି । ତାଙ୍କ ଜ୍ୟେଷ୍ଠ ପୁତ୍ର ସୁମନ ଜଣେ ଇଂରାଜୀ ଅଧ୍ୟାପକ ଓ କନିଷ୍ଠ ପୁତ୍ର ଶୋଭନ ଜଣେ ଆଇଆରଏସ ଅଧିକାରୀ ଅଟନ୍ତି ।
ଶରତ କୁମାର କର ଓଡ଼ିଶା ରାଜନୀତିରେ [[ବିଜୁ ଜନତା ଦଳ]], [[ଉତ୍କଳ କଂଗ୍ରେସ]], [[ଜନତା ଦଳ]] ଆଦି ରାଜନୈତିକ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଥରେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।<ref name="Sharat Kumar Kar"/> ଶରତ ୧୯୭୧ ମସିହାରୁ ୧୯୭୩ ମସିହାଯାଏଁ ଓ ୧୯୯୦ରୁ ୧୯୯୩ ଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।<ref>{{cite news |title=ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ |url=https://www.samajalive.in/dr-sarat-kumar-kar-ex-speaker-ex-minister/226059.html |accessdate=12 October 2020 |work=ସମାଜ |publisher=Samaja Live |date=12 October 2020 |archiveurl=http://web.archive.org/web/20201012145559/https://www.samajalive.in/dr-sarat-kumar-kar-ex-speaker-ex-minister/226059.html |archivedate=12 October 2020 |location=ଭୁବନେଶ୍ୱର |language=ଓଡ଼ିଆ |url-status=live}}</ref> ୨୦୦୦ ମସିହାରୁ ୨୦୦୪ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।<ref>{{cite book |last1=ନାୟକ |first1=ଉଦ୍ଧବ ଚରଣ |title=ଓଡ଼ିଶା ରାଜନୀତିର ଇତିହାସ |date=2013 |publisher=ଆମ ଓଡ଼ିଶା |isbn=978-81-89436-54-4 |page=୨୯୧ |url=https://or.wikisource.org/s/5md |accessdate=12 October 2020}}</ref>
 
== ରାଜନୈତିକବୃତ୍ତିଗତ ଜୀବନ ==
ଶରତ କୁମାରଶରତ କର[[ପ୍ରାଣନାଥ ଓଡ଼ିଶାମହାବିଦ୍ୟାଳୟ]], ରାଜନୀତିରେଖୋର୍ଦ୍ଧାରେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । [[ବିଜୁ ପଟ୍ଟନାୟକ]] ଓ [[ଲାଲ ବାହାଦୁର ଶାସ୍ତ୍ରୀ]]ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ସେ ୧୭୬୭ ମସିହାରେ ରାଜନୀତିକୁ ଆସିଥିଲେ ଓ [[ମାହାଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ମାହାଙ୍ଗାରୁ]] ନିର୍ବାଚନ ଲଢିଥିଲେ । ପରେ ସେ ବିଜୁବାବଙ୍କ କଂଗ୍ରେସ ଦଳ ଛାଡି [[ଉତ୍କଳ କଂଗ୍ରେସ]] ଗଢିଥିଲେ । ୧୯୭୧ରେ ସେ ପୁଣି ବିଜୁବାବୁଙ୍କ ନେତୃତ୍ୱରେ ନିର୍ବାଚନ ଲଢି, ମାହାଙ୍ଗାରୁ ନିର୍ବାଚିତ ହୋଇଥିଲେ ।<ref>{{cite news |title=ଶରତରେ ନିରବିଗଲେ ଶରତ |url=http://epaper.prameyanews.com/edition/7568/bhubaneswar/page/7 |accessdate=13 October 2020 |issue=ପ୍ରମେୟ ୧୩/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧,୭ |publisher=ପ୍ରମେୟ |archiveurl=https://web.archive.org/web/20201013114619/http://epaper.prameyanews.com/edition/7568/bhubaneswar/page/7 |archivedate=13 October 2020}}</ref> ସେ ବିଭିନ୍ନ ସମୟରେ [[ବିଜୁ ଜନତା ଦଳ]], [[ଉତ୍କଳ କଂଗ୍ରେସ]], [[ଜନତା ଦଳ]] ଆଦି ରାଜନୈତିକ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେସଭାକୁ ଥରେ ସାଂସଦନିର୍ବାଚିତ ଭାବରେ କାର୍ଯ୍ୟ କରିଥିଲେହୋଇଥିଲେ ।<ref name="Sharat Kumar Kar"/> ଶରତ ୧୯୭୧ ମସିହାରୁ ୧୯୭୩ ମସିହାଯାଏଁ ଓ ୧୯୯୦ରୁ ୧୯୯୩ ଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେରହିଥିଲେ ।<ref>{{cite news |title=ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ |url=https://www.samajalive.in/dr-sarat-kumar-kar-ex-speaker-ex-minister/226059.html |accessdate=12 October 2020 |work=ସମାଜ |publisher=Samaja Live |date=12 October 2020 |archiveurl=http://web.archive.org/web/20201012145559/https://www.samajalive.in/dr-sarat-kumar-kar-ex-speaker-ex-minister/226059.html |archivedate=12 October 2020 |location=ଭୁବନେଶ୍ୱର |language=ଓଡ଼ିଆ |url-status=live}}</ref> ୨୦୦୦ ମସିହାରୁ ୨୦୦୪ ମସିହାଯାଏଁମସିହାରେ ସେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟନିର୍ବାଚିତ ହୋଇ ୨୦୦୪ ମସିହାଯାଏଁ ଏହି ଦାୟିତ୍ୱ ନିର୍ବାହନ କରିଥିଲେ ।<ref>{{cite book |last1=ନାୟକ |first1=ଉଦ୍ଧବ ଚରଣ |title=ଓଡ଼ିଶା ରାଜନୀତିର ଇତିହାସ |date=2013 |publisher=ଆମ ଓଡ଼ିଶା |isbn=978-81-89436-54-4 |page=୨୯୧ |url=https://or.wikisource.org/s/5md |accessdate=12 October 2020}}</ref>
 
== ସାଂସ୍କୃତିକ ଜୀବନ ==
ଶରତ୧୯୬୪ କୁମାରମସିହାରେ କରସେ ୧୯୩୯ମାହାଙ୍ଗାରେ ମସିହାରବୈଷ୍ଣବ ସେପ୍ଟେମ୍ବରପାଣି ମାସସ୍ମୃତି ସଂସଦ ତାରିଖରେଗଠନ ଜନ୍ମଗ୍ରହଣକରି, କରିଥିଲେବୈଷ୍ଣବ ପାଣିଙ୍କ ତାଙ୍କରଚନାକୁ ବାପାଙ୍କପ୍ରଚାର ନାମକରିଥିଲେ କୁଳମଣି କର[[ବିଚ୍ଛନ୍ଦଚରଣ ପଟ୍ଟନାୟକ]]ଙ୍କଦ୍ୱାରା ପତ୍ନୀଙ୍କପ୍ରତିଷ୍ଠିତ ନାମ''ଭଞ୍ଜ ଅନିମାସାହିତ୍ୟ କରସଂସଦ''ର ।<refଜଣେ name="Sharatସଂଗଠକ Kumarଭାବରେ Kar"/>ମଧ୍ୟ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତରକାର୍ଯ୍ୟ କରିଥିଲେ । ସେ ଜଣେ ଭାଷ୍ୟକାର ଭାବରେ [[ଆକାଶବାଣୀ କଟକ|ଆକାଶବାଣୀ]], [[ଡିଡି ଓଡ଼ିଆ|ଦୂରଦର୍ଶନ]] ଏବଂ ଘରୋଇ ଟିଭି ଚ୍ୟାନେଲରେ [[ଜଗନ୍ନାଥ ମନ୍ଦିର|ଜଗନ୍ନାଥ]]<nowiki/>ଙ୍କ [[ରଥଯାତ୍ରା]]<nowiki/>ର ଧାରା ବିବରଣୀ ପ୍ରଦାନ କରୁଥିଲେ ।<ref name=":0" />
 
=== ବିଧାନ ସଭା ସଭ୍ୟ ବିବରଣୀ ===