"ଜୀବ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{ଛୋଟ|Biology}}
[[File:Mimicry by fly.JPG|thumb|150px|[[ପ୍ରାଣୀ]]]]
[[File:Zboże.jpg|thumb|150px|[[ଉଦ୍ଭିଦ]]: [[ଗହମ]]]]
[[File:Morchella esculenta 08.jpg|thumb|150px|[[କବକ]]: ''[[ମୋର୍ଚ୍ଚେଲା]] ଏଷ୍କ୍ଯୁଲେଣ୍ଟା'']]
[[File:Gemmatimonas aurantiaca.jpg|thumb|150px|[[ବୀଜାଣୁ]]]]
[[File:Halobacteria.jpg|thumb|150px|[[ଆର୍କିଆ]]: [[ହାଲୋଆର୍କିଆ]]]]
[[File:Gamma phage.png|thumb|150px|[[ଭୂତାଣୁ]]: ଗାମା [[ବ୍ଯାକ୍ଟେରିଆଭୋଜୀ]]]]
 
'''ଜୀବବିଜ୍ଞାନ''' ହେଉଛି [[ଜୀବନ]] ତଥା ଜୀବମାନଙ୍କ ଉପରେ ଗବେଷଣା କରୁଥିବା [[ପ୍ରାକୃତିକ ବିଜ୍ଞାନ]]ର ଏକ ଶାଖା । ଏଥିରେ ଜୀବମାନଙ୍କର ବାହ୍ଯ ଗଠନ, ଅନ୍ତର୍ଗଠନ, ଆଣବିକ ପ୍ରକ୍ରିୟା, ରାସାୟନିକ ପ୍ରକ୍ରିୟା ଇତ୍ୟାଦି ମଧ୍ଯ ଅନ୍ତର୍ଭୁକ୍ତ ।<ref>Based on definition from: "Aquarena Wetlands Project glossary of terms". Texas State University at San Marcos. Archived from the original on 2004-06-08.</ref>
ଜୀବ ବିଜ୍ଞାନ ଦୁଇଟି ଶବ୍ଦକୁ ନେଇ ଗଠିତ, ଜୀବ ଓ ବିଜ୍ଞାନ । ଜୀବ କହିଲେ ପୃଥିବୀରେ ବାସକରୁଥିବା ଯେ କୌଣସି ଜୀବନ୍ତ ପ୍ରାଣୀ ବା ଉଦ୍ଭିଦକୁ ବୁଝାଏ ଏବଂ ଜୀବ ବିଜ୍ଞାନ ସେମାନଙ୍କ ବିଷୟରେ ବିଜ୍ଞାନ ଜ୍ଞାନ ପ୍ରଦାନ କରେ ।
 
ଜୀବ ବିଜ୍ଞାନଜୀବବିଜ୍ଞାନ ଦୁଇଟି ଶବ୍ଦକୁ ନେଇ ଗଠିତ, ଜୀବ ଓ ବିଜ୍ଞାନ । ଜୀବ କହିଲେ ପୃଥିବୀରେ ବାସକରୁଥିବା ଯେ କୌଣସି ଜୀବନ୍ତ ପ୍ରାଣୀ ବା ଉଦ୍ଭିଦକୁ ବୁଝାଏ ଏବଂ ଜୀବ ବିଜ୍ଞାନ ସେମାନଙ୍କ ବିଷୟରେ ବିଜ୍ଞାନ ଜ୍ଞାନ ପ୍ରଦାନ କରେ ।
[[ବିଜ୍ଞାନ]]ର ଯେଉଁ ବିଭାଗରେ ଜୀବଜନ୍ତୁ ଏବଂ ସେମାନଙ୍କ ଗୁଣ, ଧର୍ମ ଓ ବିଶେଷତ୍ୱ ବିଷୟରେ ଆଲୋଚନା କରାଯାଏ ତାହାକୁ ଜୀବବିଜ୍ଞାନ କୁହାଯାଏ । ଏହା ଏକ ବିସ୍ତୃତ ବିଷୟ ଯାହାକି ପାଞ୍ଚୋଟି ମୂଖ୍ୟ ମତ ଉପରେ ଆଧାରିତ ।<ref>Avila, Vernon L. (1995). Biology: Investigating life on earth. Boston: Jones and Bartlett. pp. 11–18. {{ISBN|0-86720-942-9}}.</ref>
# କୋଷ ହେଉଛି ଜୀବନ ଧାରଣାର ଏକକ
Line ୮ ⟶ ୧୬:
# କୌଣସି ଏକ ଜୀବ ଏହାର ଅବସ୍ଥାଟିକୁ ସଚଳ ରଖିବା ଲାଗି ତାହାର ଆଭ୍ୟନ୍ତରୀଣ ପରିବେଶକୁ ସେଇ ଅନୁସାରେ ରଖିଥାଏ
# ବଞ୍ଚିଥିବା ଜୀବ ଶକ୍ତି ଗ୍ରହଣ ଓ ପ୍ରବାହ କରିଥାନ୍ତି
 
== ଆଧାର ==
{{ଆଧାର}}