"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ପୂର୍ଣ୍ଣଛେଦ ପୂର୍ବରୁ ଗୋଟିଏ ଲେଖାଏଁ ସ୍ପେସ୍ ଯୋଡ଼ଗଲା ।
୧ କ ଧାଡ଼ି:
{{ଛୋଟ|Non-cooperation movement}}
[[File:Bhagat singh noncooperation.jpg|thumb|ଅସହଯୋଗ ଆନ୍ଦୋଳନ ସମୟରେ ବାଳକମାନଙ୍କୁ ତାଲିମ ଦେବା ଅବସରରେ [[ଭଗତ ସିଂହ]] (ଡାହାଣପଟୁ ଚତୁର୍ଥରେ ଛିଡ଼ାହୋଇଛନ୍ତି)]]
'''ଅସହଯୋଗ ଆନ୍ଦୋଳନ''' [[ମହାତ୍ମା ଗାନ୍ଧୀ]]ଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ।ଆନ୍ଦୋଳନ । ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା।ଦେଇଥିଲା । କେତେକ କାରଣ ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ।କରିଥିଲେ ।
==ସୂତ୍ରପାତ==
ପ୍ରଥମତଃ ଭାରତୀୟମାନେ [[ପ୍ରଥମ ବିଶ୍ୱଯୁଦ୍ଧ]]ରେ [[ଇଂଲଣ୍ଡ]]କୁ ଅକାରଣରେ ସାହାଯ୍ୟ କରିଥିଲେ।କରିଥିଲେ । ତେଣୁ ଭାରତୀୟମାନେ ଆଶା କରିଥିଲେ ଯେ ବିଶ୍ୱଯୁଦ୍ଧ ପରେ ଇଂରେଜ ସରକାର [[ସ୍ୱାୟତ ଶାସନ]] ମାଧ୍ୟମରେ କିଛି ସଂସ୍କାର ପ୍ରଦାନ କରିବେ।କରିବେ । କିନ୍ତୁ ଯୁଦ୍ଧ ଶେଷରେ ଭାରତୀୟମାନଙ୍କୁ ଦମନ କରିବା ପାଇଁ ଇଂରେଜ ସରକାର ରାଓଲାତ୍ ଆଇନ(Rawlatt Act) ପ୍ରଚଳନ କଲେ।କଲେ । ୧୯୧୯ ମସିହାରେ ସାରା ଭିରତରେ ରାଓଲାତ୍ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।କରାଯାଇଥିଲା । କିନ୍ତୁ ଇଂରେଜ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ।ନାହିଁ । ଅପରପକ୍ଷେ ସରକାର ଭାରତୀୟମାନଙ୍କ ବିରୁଦ୍ଧରେ ଦମନମୂଳକ ନୀତି ପ୍ରୟୋଗ କଲେ।କଲେ । ରାଓଲାତ୍ ଆଇନ ପରେ [[ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ]], ଖିଲାଫତ୍ ଘଟଣା ପରି ପ୍ରତାରଣାମୂଳକ ଓ ଆମାନୁଷିକ ଘଟଣାମାନ ଘଟିଥିଲା।ଘଟିଥିଲା । ୧୯୧୯ ମସିହା ଏପ୍ରିଲ ମାସରେ [[ପଞ୍ଜାବ]]ର [[ଜାଲିଆନାୱାଲାବାଗ]]ରେ [[ଜେନେରାଲ୍ ଡାୟାର]] ନିରୀହ ପ୍ରଜାମାନଙ୍କୁ ଆଖିବୁଜା ଗୁଳିଚାଳନା କରିଥିଲେ।କରିଥିଲେ । ଗାନ୍ଧିଜୀ ଓ [[ଭାରତୀୟ ଜାତୀୟ କଂଗ୍ରେସ]] ଏହି ହତ୍ୟାକାଣ୍ଡର ନ୍ୟାୟ ବିଚାର ପାଇଁ ଇଂରେଜ ସରକାରଙ୍କ ନିକଟରେ ଆପତ୍ତି ଜଣାଇଥିଲେ ମଧ୍ୟ ସରକାର ଏହି ହତ୍ୟାକାଣ୍ଡକୁ ଶାସନର ଏକ ଅଙ୍ଗ ରୂପେ ଘୋଷଣା କରିଥିଲେ।କରିଥିଲେ । ଏହି ଘଟଣାମାନ ଭାରତୀୟମାନଙ୍କର ବ୍ରିଟିଶ ଶାସନ ଉପରେ ଥିବା ବିଶ୍ୱାସକୁ ପରିବର୍ତ୍ତନ କଲା।କଲା । ଇଂରେଜ ଜାତିର ଉଦାରତା ଉପରେ ଥିବା ଗାନ୍ଧିଙ୍କର ବିଶ୍ୱାସ ଲୋପ ପାଇବାରୁ ସେ ଦୃଢ କଣ୍ଠରେ ଘୋଷଣା କଲେ, "ଜାତିର ସମ୍ନାନ ରକ୍ଷା ପାଇଁ ଏକମାତ୍ର ଉପାୟ ହେଉଛି ସ୍ୱରାଜ ସ୍ଥପନ"
 
୧୯୨୦ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ଜାତୀୟ କଂଗ୍ରେସର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା।ହୋଇଥିଲା । [[ବାଲ୍ ଗଙ୍ଗାଧର ତିଳକ]]ଙ୍କ ତିରୋଧାନ ହେତୁ ଉକ୍ତ ଅଧିବେଶନରେ ନେତୃତ୍ୱ ପଡିଥିଲା ଗାନ୍ଧିଜୀଙ୍କ ଉପରେ।ଉପରେ । ସେଠାରେ ସେ ପ୍ରସ୍ତୁତ କରିଥିବା ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଅଧିବେଶନରେ ଉପସ୍ଥାପନ କରିଥିଲେ।କରିଥିଲେ । ଏହା ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟାନ୍ୟ ଜାତୀୟତାବାଦୀ ନେତାମାନଙ୍କଦ୍ୱାରା ସମର୍ଥନ ଲାଭ କରିଥିଲା।କରିଥିଲା । ଏହିପରି ଉପରୋକ୍ତ ଘଟଣାମାନଙ୍କଦ୍ୱାରା ଅସହଯୋଗ ଆନ୍ଦୋଳନର ସୂତ୍ରପାତ ହୋଇଥିଲା।ହୋଇଥିଲା ।
 
==ଅସହଯୋଗ ଓ ଏହାର କାର୍ଯ୍ୟକ୍ରମ==
===ଅସହଯୋଗର ଅର୍ଥ ଓ ଏହାର ଲକ୍ଷ୍ୟ===
ଅସହଯୋଗର ଅର୍ଥ ହେଉଛି ଇଂରେଜ ସରକାରଙ୍କଠାରୁ ସବୁ କ୍ଷେତ୍ରରେ ସହଯୋଗ ପ୍ରତ୍ୟାହାର କରିନେବା।କରିନେବା । ଗାନ୍ଧିଜୀ ହିଁ ଥିଲେ ଏହାର ମୁଖ୍ୟ ଯୋଜନାକାରୀ।ଯୋଜନାକାରୀ । ଇଂରେଜ ଅନୁଷ୍ଠାନ ଏବଂ ବିଦେଶୀ ଦ୍ରବ୍ୟ ବର୍ଜନ କରିବା ଥିଲା ଏହି ଅସହଯୋଗର ମୂଳନୀତି।ମୂଳନୀତି । ଏହା ଯଦି କାର୍ଯ୍ୟକାରୀ ହୋଇପାରି୍ବ ତାହାଲେ ଇଂରେଜ ସରକାରଙ୍କ ଶାସନ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେବ।ହେବ । ଏଥିସହିତ ଶାସନକାଳ ମଧ୍ୟ ଅଚଳ ହୋଇପଡିବ।ହୋଇପଡିବ । ପୁନଶ୍ଚ ବିଦେଶୀ ଦ୍ରବ୍ୟ ବର୍ଜନଦ୍ୱାରା ବ୍ରିଟିଶର ଅର୍ଥନୀତି ଧ୍ୱଂସାଭିମୁଖୀ ହୋଇପଡିବ।ହୋଇପଡିବ । ଫଳରେ ଇଂରେଜମାନେ ଭାରତ ଛାଡିବାକୁ ବାଧ୍ୟ ହେବେ।ହେବେ । ଏହିପରି ରଣନୀତି ପ୍ରସ୍ତୁତ ହୋଇଥିଲା।ହୋଇଥିଲା ।
 
===ପ୍ରଥମ ପର୍ଯ୍ୟାୟରେ ଅସୋହଯୋଗ କାର୍ଯ୍ୟକ୍ରମ===
ଅସହଯୋଗ କାର୍ଯ୍ୟକ୍ରମ ଦୁଇଗୋଟି ପର୍ଯ୍ୟାୟରେ ପର୍ଯ୍ୟବେଶିତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଥିଲା ସବୁକ୍ଷେତ୍ରରେ ଭାରତୀୟମାନେ ତାଙ୍କର ସମର୍ଥନ ପତ୍ୟାହାର କରିନେଇ ଭାରତରେ ବ୍ରିଟିଶ ଶାସନକୁ ଅଚଳ ଚରିଦେବେ।ଚରିଦେବେ ।
ସେଥିପାଇଁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଥିଲା।ହୋଇଥିଲା ।
# ୧୯୧୯ ଭାରତ ସରକାର ଆଇନ ଅନୁଯାୟୀ କାର୍ଯ୍ୟ କରାଯାଉଥିବା ଆଗାମୀ ନିର୍ବାଚନକୁ ବର୍ଜନ କରାଯିବ।କରାଯିବ ।
# ଆଇନଜୀବୀମାନେ ବିଚାରାଳୟକୁ ବାସନ୍ଦ କରିବେ।କରିବେ ।
# ସଦସ୍ୟମାନେ ବିଧାନ ସଭା ବର୍ଜନ କରିବେ।କରିବେ ।
# ଛାତ୍ରମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ନିଜକୁ ପ୍ରତ୍ୟାହାର କରିବେ।କରିବେ ।
# ସମ୍ମାନସୂଚକ ପଦବୀ ଓ ଉପାଧିଗୁଡିକ ଫେରସ୍ତ ଦିଆଯିବ।ଦିଆଯିବ ।
# ସରକାରଙ୍କଦ୍ୱାରା ଆୟୋଜିତ ଦରବାର ଓ ଉତ୍ସବାଦି ବର୍ଜନ କରାଯିବ।କରାଯିବ ।
# ସୈନ୍ୟ, କିରାଣି ଓ ଶ୍ରମିକମାନେ ମେସୋପଟାମିଆ ସରକାରୀ କାର୍ଯ୍ୟରେ ଯୋଗ ଦେବେ ନାହିଁ।ନାହିଁ ।
# ଏବଂ ପରିଶେଷରେ ବିଦେଶୀ ଦ୍ରବ୍ୟ ବର୍ଜନ କରାଯିବ।କରାଯିବ ।
 
===ଅସହଯୋଗ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ===
ଦ୍ୱିତୀୟ ପର୍ଯ୍ୟାୟରେ କେତେକ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା।କରାଯାଇଥିଲା । ସେଗୁଡିଚ ନିମ୍ନରେ ପ୍ରଦତ୍ତ ହୋଇଛି-
# ଗ୍ରାମାଞ୍ଚଳରେ ପଞ୍ଚାୟତ ଅଦାଲତ ପ୍ରତିଷ୍ଠା କରାଯାଇ ସେଠାରେ ସମସ୍ତ ମାଲିମୋକଦ୍ଦମା ବିଚାର କରାଯିବ।କରାଯିବ ।
# ଛାତ୍ରମାନଙ୍କୁ ଶିକ୍ଷାଦେବା ନିମନ୍ତେ ଜାତୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥାପିତ ହେବ।ହେବ ।
# ହାତକଟାଓ ହାତବୁଣା ଖଦି ସମେତ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରାଯିବ।କରାଯିବ ।
# ସାମ୍ପ୍ରଦାୟିକ ଐକ୍ୟ ଓ ଅସ୍ପୃଶ୍ୟତା ଦୂରୀକରଣ ଉପରେ ଗୁରୁତ୍ୱ ଦିଆଯିବ।ଦିଆଯିବ ।
 
==ଅସହଯୋଗ ଆନ୍ଦୋଳନର ଅଗ୍ରଗତି==
ଅସହଯୋଗ ଆନ୍ଦୋଳନ ଆଶାତୀତ ଭାବେ ସଫଳତା ହାସଲ କରିଥିଲା।କରିଥିଲା । ଏଥିରେ ସହସ୍ର ସହସ୍ର ଜନତା ଯୋଗଦେଇ ଏହାଚୁ ସାଫଲ୍ୟମଣ୍ଡିତ କରିଥିଲେ।କରିଥିଲେ ।
ବିଭିନ୍ନ ପଦକ୍ଷେପମାନ ସଫଳ ହୋଇଥିଲା, ଯଥା;
* ଆଇନ ଅଦାଲତ ବର୍ଜନ କରାଯାଇଥିଲା।କରାଯାଇଥିଲା ।
* [[ମୋତିଲାଲ ନେହେରୁ]], [[ବିଠଲ ଭାଇ ପଟେଲ]], [[ଚିତରଞ୍ଜନ ଦାସ]], [[ରାଜେନ୍ଦ୍ରପ୍ରସାଦ]], [[ବଲ୍ଲଭଭାଇ ପଟେଲ]] ଓ ଅନ୍ୟାନ୍ୟ କେତେଚ ଖ୍ୟାତିନାମା ଆଇନଜୀବୀ ନିଜ ନିଜର ଲାଭଜନକ ଓକିଲାତି [[ବ୍ୟବସାୟ]] ବର୍ଜନ କରିଥିଲେ।କରିଥିଲେ ।
* ଓକିଲାତି ବର୍ଜନ କରିଥିବା ଆଇନଜୀବୀମାନଙ୍କ ପାଇଁ ଶେଠ୍ ଯମୂନା ଲାଲ୍ ବଜାଜ୍ ବାର୍ଷିକ ଏକ ଲକ୍ଷ [[ଟଙ୍କା]] ଦାନ ଦେବା ପାଇଁ ଘୋଷଣା କରିଥିଲେ।କରିଥିଲେ ।
* [[ବିଦ୍ୟାଳୟ]] ଓ [[ମହାବିଦ୍ୟାଳୟ]] ଛାତ୍ରଛାତ୍ରୀମାନଙ୍କଦ୍ୱାରା ବର୍ଜନ କରାଯାଇଥିଲା।କରାଯାଇଥିଲା ।
* ଅଧିକାଂସ ସ୍ଥାନରେ [[ଇଂରେଜ]] ତିଆରି ବସ୍ତ୍ରଗୁଡିକ ସର୍ବସାଧାରଣରେ ପୋଡି ଦିଆଯାଇଥିଲା।ଦିଆଯାଇଥିଲା ।
* ସମ୍ମାନସୂଚକ ଉପାଧିଗୁଡିକ ମଧ୍ୟ ଇଂରେଜ ସରକାରଙ୍କୁ ଫେରସ୍ତ ଦିଆଯାଇଥିଲା।ଦିଆଯାଇଥିଲା । [[ଗାନ୍ଧିଜୀ]] ନିଜେ ତାଙ୍କର [[କିଇଜର-ଇ-ହିନ୍ଦ]] ଉପାଧି ଫେରସ୍ତ ଦେଇଥିଲେ।ଦେଇଥିଲେ ।
 
ଏଥି ସହିତ କେତେକ ଗଠନମୂଳକ କାର୍ଯ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା।କରାଯାଇଥିଲା । ବଙ୍ଗୀୟ ଜାତୀୟ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ, ତିଳକ ମହାରାଷ୍ଟ୍ର ବିଦ୍ୟାଳୟ, ବିହାର ବିଦ୍ୟାପୀଠ, ଗୁଜରାଟ ବିଦ୍ୟାପୀଠ, ବନାରସ ବିଦ୍ୟାପୀଠ, ଲାହୋର ଜାତୀୟ ବିଦ୍ୟାଳୟ ପରି କେତେକ ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା।ହୋଇଥିଲା । ସ୍ୱଦେଶୀ ବସ୍ତ୍ର ଉପାଦନ ପାଇଁ, ୨୦,୦୦୦ ଚରଖା ନିର୍ମିତ ହୋଇଥିଲା।ହୋଇଥିଲା । ସେହି ଦିନଠାରୁ ଚରଖା ଜାତୀୟ ଆନ୍ଦୋଳନର ପ୍ରତୀକ ଭାବେ ଗ୍ରହଣ କରାଯାଇ କଂଗ୍ରେସ ପତାକାରେ ସ୍ଥାନ ପାଇଥିଲା।ପାଇଥିଲା । ସେବେଠାରୁ ମଧ୍ୟ ନିଜେ ଗାନ୍ଧିଜୀ କୁର୍ତ୍ତା ପରିଧାନ ପରିହର କରି କେବଳ ଧୋତି ପରିଧାନ କରିଥିଲେ।କରିଥିଲେ । ଏହି ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ "ତିଳକ ସ୍ୱରାଜ୍ୟ ଫଣ୍ଡ' ଗଠିତ ହୋଇଥିଲା ଏବଂ ସ୍ୱଲ୍ପ ସମୟ ମଧ୍ୟରେ ବିପୁଳ ଟଙ୍କା ଉକ୍ତ ଫଣ୍ଡରେ ଜମା କକରି ରଖାଯାଇଥିଲା।ରଖାଯାଇଥିଲା । ମହିଳାମାନେ ନିଜ ନିଜର ଅଳଙ୍କାର ବିନା ଦ୍ୱିଧାରେ ଦାନ କରିଥିଲେ।କରିଥିଲେ ।
 
==ଅସହଯୋଗ ଆନ୍ଦୋଳନ ପ୍ରତି ଦମନନୀତି ପ୍ରୟୋଗ ଓ ତାର ପ୍ରତିକ୍ରିୟା==
ଅସହଯୋଗ ଆନ୍ଦୋଳନ ଅପ୍ରତ୍ୟାଶିତ ସଫଳତା ହାସଲ କରୁଥିବାର ଦେଖି ଇଂରେଜ ସରକାର ଏହାର ଦମନ ପାଇଁ କେତୋଟି ପଦକ୍ଷେପମାନ ଗ୍ରହଣ କରିଥିଲେ।କରିଥିଲେ । ଆନ୍ଦୋଳନର ସୂତ୍ରପାତ ହେବାର ଠିକ୍ ପରେ ପରେ ନେତାମାନଙ୍କୁ ଜେଲଖାନାରେ ରଖାଯାଇଥିଲା।ରଖାଯାଇଥିଲା । ମାତ୍ର ସରକାରଙ୍କ ଏତାଦୃଶ କାର୍ଯ ଆନ୍ଦୋଳନର ନିର୍ବିପାତ କରିବା ପରିବର୍ତ୍ତେ ଏହାକୁ ଇନ୍ଧନ ଯୋଗାଇଥିଲା।ଯୋଗାଇଥିଲା । ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସରକାରଙ୍କର ଏହି କାର୍ଯ୍ୟକଳାପକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ଓ୍ବେଲସର ଯୁବରାଜଙ୍କ [[ଭାରତ]] ପରିଦର୍ଶନକୁ ବର୍ଜନ କରିବା ପାଇଁ ଏକ ନିଷ୍ପତ୍ତି ଗ୍ରହଣ କରିଥିଲେ।କରିଥିଲେ । ୧୯୨୧ ମସିହା ନଭେମ୍ବର ୧୭ ତାରିଖ ଦିନ ସେ ବମ୍ବେଠାରେ ପଦାର୍ପଣ କରିବା ମାତ୍ରେ ତାଙ୍କୁ ହରତାଳ ମାଧ୍ୟମରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା।କରାଯାଇଥିଲା । ଏଥିରେ କ୍ରୋଧାନ୍ୱିତ ହୋଇ ଇଂରେଜମାନେ ୫୦ ଜଣଙ୍କୁ ହତ୍ୟା କରିବା ସଙ୍ଗେ ସଙ୍ଗେ ୪୦୦ ଲୋକଙ୍କୁ ଆହାତ କରିଥିଲେ।କରିଥିଲେ । ଫଳରେ ବମ୍ବେର ହରତାଳ କ୍ରମଶଃ ଅନ୍ୟ ଆଡକୁ ସଂକ୍ରାମିତ ହୋଇଥିଲା।ହୋଇଥିଲା । ରାଜକୁମାର ପରିଦର୍ଶନ କରିଥିବା ସବୁ ଅଞ୍ଚଳରେ ଅନୁରୂପ ହରତାଳ ପାଳନ କରାଯାଇଥିଲା।କରାଯାଇଥିଲା । ତେଣୁ ଇଂରେଜ ସରକାର ଆରମ୍ଭ କରିଥିଲେ ଦମନ ତାଣ୍ଡବଲୀଳା।ତାଣ୍ଡବଲୀଳା । ଗୁଳି ଓ ଲାଠି ଚାଳନା ନିତ୍ୟ ନୈମିତ୍ତିକ ଘଟଣା।ଘଟଣା । ସର୍ବସାଧାରଣ ସଭା ଅସିଦ୍ଧ ବୋଲି ଘୋଷଣା କରାଯାଇଥିଲା।କରାଯାଇଥିଲା । ବ୍ୟାପକ ଗିରଫ କରି ୩୦,୦୦୦ ପର୍ଯ୍ୟନ୍ତ ଭାରତୀୟଙ୍କୁ କାରାଗାର ମଧ୍ୟରେ ନିକ୍ଷପ କରାଯାଇଥିଲା।କରାଯାଇଥିଲା । [[ଗାନ୍ଧିଜୀ]]ଙ୍କ ବ୍ୟତୀତ [[ମୋତିଲାଲ୍ ନେହେରୁ]], [[ଲାଜପତ ରାୟ]], [[ଆବୁଲ କାଲାମ ଆଜାଦ]] ଏବଂ ଅନ୍ୟ କେତେକ ତୃଙ୍ଗ ନେତ୍ରୁବର୍ଗଙ୍କୁ ବନ୍ଦୀଶାଳାରେ ରଖାଯାଇଥିଲା।ରଖାଯାଇଥିଲା । ମାତ୍ର ଏସବୁ ପ୍ରତିଷେଧମୂଳକ ଦମନଲୀଳା ସତ୍ତ୍ୱେ ଏହି ଆନ୍ଦୋଳନ ବନାଗ୍ନି ସଦୃଶ ପ୍ରସାରଲାଭ କରିଥିଲା।କରିଥିଲା ।
 
==ଆନ୍ଦୋଳନ ସ୍ଥଗିତ==
ଅସହଯୋଗ ଆନ୍ଦୋଳନ କ୍ରମେ ସଫଳତା ଆଡକୁ ଗତି କରୁଥିବା ସମୟରେ ହଠାତ୍ ଗାନ୍ଧିଜୀ ଏହାକୁ ସ୍ଥଗିତ ରଖିବା ପାଇଁ ଆଦେଶ ଦେଇଥିଲେ।ଦେଇଥିଲେ । କାରଣ କେତେକ ସ୍ଥାନରେ ତାଙ୍କର ଅହିଂସା ଓ ଅସହଯୋଗ ନୀତିକୁ ଆନ୍ଦୋଳନକାରୀମାନେ ଉଲଂଘନ କରିଥିଲେ।କରିଥିଲେ । ବିଶେଷତଃ ୧୯୨୨ ମସିହା ଫେବୃୟାରୀ ୫ ତାରିଖ ଦିନ [[ଉତ୍ତର-ପ୍ରଦେଶ]]ସ୍ଥ [[ଗୋରଖପୁର]] ଜିଲ୍ଲାର [[ଚୌରିଚୌରା]]ଠାରେ ଉତ୍ତ୍ୟକ୍ତ ଜନତା ଗୋଟିଏ ଥାନାରେ ଅଗ୍ନି ସଂଯୋଗ କରିଦେବାରୁ ୨୧ ଜଣ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଥିଲେ।କରିଥିଲେ । ଏହି ଘଟଣା ପରେ ଗାନ୍ଧିଜୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ।ରଖିଥିଲେ । ଏହି ଆନ୍ଦୋଳନକୁ ସ୍ଥଗିତ ରଖିବାପରେ ମଧ୍ୟ ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ଗାନ୍ଧିଜୀଙ୍କୁ ବନ୍ଦୀ କରାଯାଇଥିଲା।କରାଯାଇଥିଲା । ସେ ୬ ବର୍ଷ କାରାବରଣ ଦଣ୍ଡରେ ଦଣ୍ଡିତ ହୋଇଥିଲେ।ହୋଇଥିଲେ । ମାତ୍ର ୧୯୨୪ ଫେବୃୟାରୀ ୫ ତାରିଖ ଦିନ ଅସୁସ୍ଥତା ପାଇଁ ତାଙ୍କୁ ମୁକ୍ତି ଦିଆଯାଇଥିଲା।ଦିଆଯାଇଥିଲା ।
 
==ଅସହଯୋଗ ଆନ୍ଦୋଳନର ଫଳାଫଳ==
ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଅସହଯୋଗ ଆନ୍ଦୋଳନ ଥିଲା ଏକ ଜାଜ୍ୱଲ୍ୟମାନ ଅଧ୍ୟାୟ।ଅଧ୍ୟାୟ । ଏହା ଆଶୁ ଫଳପ୍ରଦ ହୋଇନଥିଲେ ମଧ୍ୟ ଭବିଷ୍ୟତ ପାଇଁ ବହୁ ଆର୍ଶିବାଦ ଆଣିପାରିଥିଲା।ଆଣିପାରିଥିଲା । ଭାରତୀୟଙ୍କ ହୃଦୟରେ ଏହା ଏକ ନୂତନ ଚେତନା ସୃଷ୍ଟି କରିଥିଲା।କରିଥିଲା । ସେମାନେ ଏହାପରେ ଅଧିକ ନିର୍ଭିକ ଓ କର୍ମତତ୍ପର ହୋଇ ଉଠିଥିଲେ।ଉଠିଥିଲେ । ସେମାନଙ୍କ ମଧ୍ୟରେ ମଧ୍ୟ ଅଧିକ ଆତ୍ମବିଶ୍ୱାସ ଭାବ ଜାଗ୍ରତ ହୋଇଥିଲା।ହୋଇଥିଲା । ପୁନଶ୍ଚ ଏହି ଅସହଯୋଗ ଆନ୍ଦୋଳନ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକଳାପରେ ଏକ ନୂତନ ଅଧ୍ୟୟ ସୃଷ୍ଟି କରିଥିଲା।କରିଥିଲା । ବିଶେଷତଃ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ ଓ ପନ୍ଥାରେ ଏକ ପରିବର୍ତ୍ତନ ଦେଖାଯାଇଥିଲା।ଦେଖାଯାଇଥିଲା । ତା ପରଠାରୁ କେବଳ ସ୍ୱରାଜ ହୋଇଥିଲା ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ।ଲକ୍ଷ୍ୟ । ସେହିପରି ଆବେଦନ ନୁହେଁ, ପ୍ରତ୍ୟକ୍ଷ କାର୍ଯ୍ୟ ଗ୍ରହଣ ହେଲା ଏହି ଲକ୍ଷ୍ୟ ହାସଲ କରିବାର ପନ୍ଥା।ପନ୍ଥା । ତା ପରଠାରୁ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ କେବଳ ଶିକ୍ଷିତମାନଙ୍କ ଅନୁଷ୍ଠାନ ହୋଇ ରହିନଥିଲା।ରହିନଥିଲା । ଆନ୍ଦୋଳନରେ ସର୍ବସାଧାରଣ ଜନତା ବହୁସଂଖ୍ୟାରେ ଯୋଗଦେବା ଫଳରେ ଏହା ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା।ହୋଇଥିଲା । ପୁନଶ୍ଚ ଏହି ଆନ୍ଦୋଳନ ପରେ ହିଁ ସ୍ୱଦେଶୀ ବସ୍ତ୍ର ଲୋକପ୍ରିୟ ହୋଇଥିଲା।ଫଳରେହୋଇଥିଲା ।ଫଳରେ ବହୁ ବୁଣାକାରଙ୍କୁ ଏହା କର୍ମସଂସ୍ଥାନ ଯୋଗାଇଥିଲା।ଯୋଗାଇଥିଲା । ପରେ ପରେ ଖଦଡ ଲୋକମାନଙ୍କ ମଧ୍ୟରେ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ଭାରତୀୟ ଜାତୀୟ କଂଗ୍ରେସ ନେତାଙ୍କର ଏହା ସମ୍ମାନଜନକ ପୋଷାକ ହୋଇଥିଲା।ହୋଇଥିଲା ।
 
==ଆଧାର==