"ଦମୟନ୍ତୀ ବେଶ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hellohappy ପୃଷ୍ଠାଟିକୁ ଦମୟନ୍ତୀ ବେସ୍ରାରୁ ଦମୟନ୍ତୀ ବେଶ୍ରାକୁ ଘୁଞ୍ଚାଇଲେ: ସଠିକ ବନାନ
ଅଧିକ ତଥ୍ୟ ଓ ଆଧାର
୩ କ ଧାଡ଼ି:
<!--{{short description|ଭାରତୀୟ ସାନ୍ତାଳୀ-ଭାଷୀ ଲେଖିକା ଓ ଅଧ୍ୟାପିକା}}-->
{{Infobox person
| name = ଦମୟନ୍ତୀ ବେସ୍ରାବେଶ୍ରା‌
| image =
| caption =
| birth_name = ଦମୟନ୍ତୀ ବେସ୍ରାବେଶ୍ରା‌
| birth_date = {{Birth date and age|df=yes|1962|02|19}}
| birth_place = [[ବବେରଯୋଡ଼ାବବେଇଯୋଡ଼ା]], [[ମୟୂରଭଞ୍ଜ ଜିଲ୍ଲା]], [[ଓଡ଼ିଶା]], [[ଭାରତ]]
| death_date =
| death_place =
୨୮ କ ଧାଡ଼ି:
}}
 
'''ଦମୟନ୍ତୀ ବେସ୍ରାବେଶ୍ରା‌''' (ଜନ୍ମ ୧୯୬୨ ଫେବୃଆରୀ ୧୯ ତାରିଖ) ଜଣେ ଭାରତୀୟ [[ସାନ୍ତାଳୀ ଭାଷା|ସାନ୍ତାଳୀ-ଭାଷୀ]] ଲେଖିକା । ୧୯୯୪ରେ "''ଜିୱି ଝର୍ନା''" ନାମକ କବିତା ସଂକଳନ ଲେଖି ସେ ସାନ୍ତାଳୀ ଭାଷାର ପ୍ରଥମ ଲେଖିକା ଭାବେ ପରିଚିତ ହୋଇଥିଲେ । ତାଙ୍କର "''ସାୟ୍ ସାହେଦ୍''" କବିତା ସଂକଳନ ପାଇଁ ସେ ୨୦୧୦ ମସିହାରେ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]]ରେ ସମ୍ମାନୀତ । ୨୦୧୧ ମସିହାରୁ ସେ "''କଦମ ଦାର''" ନାମକ ସାନ୍ତାଳୀ ପତ୍ରିକା ପ୍ରକାଶ କରିଆସୁଛନ୍ତି । ସେ ସାନ୍ତାଳୀ ଭାଷାରେ ୧୧ ଗୋଟି ଓ ଓଡ଼ିଆରେ ପାଞ୍ଚଟି ବହି ରଚନା କରିଛନ୍ତି । ସାନ୍ତାଳୀରେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ତାଙ୍କୁ ୨୦୨୦ ମସିହାରେ [[ପଦ୍ମଶ୍ରୀ|ପଦ୍ମଶ୍ରୀ]] ସମ୍ମାନ ମିଳିଥିଲା ।<ref name="nie">{{cite news |title=Odisha’s padma prides |url=https://www.newindianexpress.com/states/odisha/2020/jan/26/odishas-padma-prides-2094679.html |accessdate=27 January 2020 |work=The New Indian Express |date=26 January 2020}}</ref>
 
==ପ୍ରାରମ୍ଭିକ ଜୀବନ==
ଦମୟନ୍ତୀ ବେସ୍ରାବେଶ୍ରା‌ ୧୯୬୨ ଫେବୃଆରୀ ୧୯ ତାରିଖରେ [[ଓଡ଼ିଶା]]ର [[ମୟୂରଭଞ୍ଜ ଜିଲ୍ଲା]]ସ୍ଥିତ [[ବବେରଯୋଡ଼ାବବେଇଯୋଡ଼ା]] ଗାଁରେ ମାତା ପୁଙ୍ଗି ମାଝୀ ଓ ପିତା ରାଜମଲଙ୍କ ଜୈଷ୍ଠ୍ୟ କନ୍ୟା ଭାବେ ଜନ୍ମ ନେଇଥିଲେ । ତାଙ୍କ ଡାକ ନାଁ ଥିଲା ଧିଙ୍ଗିଜ । ସାନ୍ତାଳୀ ପରମ୍ପରା ଅନୁସାରେ ଏହି ନାମ ତାଙ୍କ ଜେଜେମାଙ୍କ ନାମ ଅନୁସାରେ ଦିଆଯାଇଥିଲା । ତାଙ୍କ ଗାଁ ବବେରଯୋଡ଼ାରେବବେଇଯୋଡ଼ାରେ କୌଣସି ସ୍କୁଲ ନଥିବା ସତ୍ତ୍ୱେ ଜଣେ ସ୍ଥାନୀୟ ବାସିନ୍ଦା ଏକ ଛୋଟ ଚାଳିଆରେ ପିଲାଙ୍କୁ ପଢ଼ାଉଥିଲେ ଓ ସେଠାରେ ସେ ପ୍ରାଥମିକ ଶିକ୍ଷା ପାଇଥିଲେ । ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ସହ ସେ ମଧ୍ୟ ଭୂମିରେ ଚକରେଖଡ଼ିରେ ଲେଖି ଅକ୍ଷର ଶିଖିଥିଲେ । ତାଙ୍କ ବଡ଼ବାପାଙ୍କ କୌଣସି ସନ୍ତାନ ନଥିବାରୁ ସେ ତାଙ୍କୁ ନିଜ ଝିଅ ଭଳି ପାଳନ କରି ନିଜେ ରହୁଥିବା ଦେଉଳି ଗ୍ରାମରେ ଏକ ସ୍କୁଲରେ ଦମୟନ୍ତୀଙ୍କ ନାମ ଲେଖାଇଥିଲେ । ସେଠାରେ ସେ ତୃତୀୟ ଶ୍ରେଣୀଯାଏ ପଢ଼ିଥିଲେ । ତାହା ପରେ ନିଜ ଗାଁରୁ ୨ କିମି ଦୂର ଚଣ୍ଡୀଦା ସ୍କୁଲରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଯାଏ ପଢ଼ିଥିଲେ । ଷଷ୍ଠରୁ ଏକାଦଶ ଶ୍ରେଣୀ ଯାଏ ସେ ରାଇରଙ୍ଗପୁର କନ୍ୟାଶ୍ରମରେ ପଢ଼ିଥିଲେ । ୧୯୭୭ ମସିହାରେ ସେ ସେଠାରୁ ମ୍ୟାଟ୍ରିକ ପାସ କରିଥିଲେ । ରାଇରଙ୍ଗପୁର ପାଖାପାଖି କୌଣସି କଲେଜ ନଥିବାରୁ ସେ [[ଭୁବନେଶ୍ୱର]]ସ୍ଥିତ [[ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ|ରମାଦେବୀ ମହିଳା ମହାବିଦ୍ୟାଳୟ]]ରେ ଆଇ.ଏ.ରେ ନାମ ଲେଖାଇ ୧୯୭୯ରେ ସେଥିରୁ ଉତ୍ତୀର୍ଣ୍ଣ ହୋଇ ପରେ ଓଡ଼ିଆ ସମ୍ମାନ ସହ ୧୯୮୧ରେ ସ୍ନାତକରୁ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୮୩ରେ ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]]ରୁ ଭାଷାବିଜ୍ଞାନରେ ବିଶେଷ ପେପର ଥାଇ ସ୍ନାତକୋତ୍ତର ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଚାକିରି କରୁଥିବା ସମୟରେ ୧୯୯୩ ମସିହାରେ ସେ ଓଡ଼ିଆରେ ଏମ. ଫିଲ. ଲାଭ କରିଥିଲେ । ୨୦୦୫ ମସିହାରେ ସେ [[ଉଉତରଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ]]ରୁ "''ମୟୂରଭଞ୍ଜର ସାନ୍ତାଳ: ଏକ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ''" ବିଷୟରେ ଡକ୍ଟରେଟ ଲାଭ କରିଥିଲେ ।<ref name="akademi">{{cite web |title=Meet The Author: Damayanti Beshra |url=http://sahitya-akademi.gov.in/library/meettheauthor/damayanti_beshra.pdf |website=sahitya-akademi.gov.in |publisher=Sahitya Akademi |accessdate=27 January 2020}}</ref>
 
ତାଙ୍କର ପଢ଼ା ଓ ବିଶେଷ କରି ସ୍ନାତକୋତ୍ତର ସମୟରେ ସେ ପ୍ରଥମେ ଲେଖାଲେଖି ଆରମ୍ଭ କରିଥିଲେ । ୧୯୮୭ ମସିହାରେ ଫାଗୁନ ପତ୍ରିକାରେ ତାଙ୍କର ପ୍ରଥମ ଲେଖା ପ୍ରକାଶିତ ହୋଇଥିଲା ।<ref>{{cite news |title=ପରିଚ୍ଛନ୍ନ ଗାଁ ବବେଇଯୋଡ଼ା |url=http://dharitriepaper.in/edition/6458/chhutidina/page/4?fbclid=IwAR0LUAWdgNqlpfK9FcrXuo3F2Epb_cEwf849YaHCshYZZzhpE0-4uw-Vdjc |accessdate=11 October 2020 |issue=ଧରିତ୍ରୀ ଛୁଟିଦିନ ୧୧/୧୦/୨୦୨୦ ପୃଷ୍ଠା ୪ |publisher=ଧରିତ୍ରୀ |archiveurl=http://web.archive.org/web/20201011111505/http://dharitriepaper.in/edition/6458/chhutidina/page/4 |archivedate=11 October 2020}}</ref> ୧୯୯୦ ମସିହାରେ [[ରଘୁନାଥ ମୁର୍ମୁ]]ଙ୍କ ଉପରେ ଆଧାରିକ ତାଙ୍କର କବିତା "''ଅନଲିଆ''" ପ୍ରଥମେ "''ଫାଗୁନ କୋଏଲ''" ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୯୪ ମସିହାରେ ତାଙ୍କର କବିତା ସଂକଳନ "''ଜିୱି ଝର୍ନା''" ପ୍ରକାଶିତ ହୋଇଥିଲା । ଏହା ଥିଲା ସାନ୍ତାଳୀ ଭାଷାରେ ଜଣେ ଲେଖିକାଙ୍କଦ୍ୱାରା ପ୍ରକାଶିତ ପ୍ରଥମ ପୁସ୍ତକ । ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ ତାଙ୍କୁ ଏଥି ପାଇଁ "ବର୍ଷର ଶ୍ରେଷ୍ଠ ଲେଖକ/ଲେଖିକା" ସମ୍ମାନରେ ସମ୍ମାନୀତ କରିଥିଲା । ସାନ୍ତାଳୀ ଭାଷା କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ସ୍ୱୀକୃତ ପ୍ରାପ୍ତ ହେବା ପରେ ସେ ପ୍ରଥମ କନଭେନର ଭାବେ ଯୋଗଦେଇଥିଲେ । <ref name="akademi"/>
 
==କ୍ୟାରିଅର==
୧୯୮୫ରେ ସେ ଜୁନିଅର ଏମ୍ପ୍ଲୋଏମେଣ୍ଟ ଅଫିସର ଭାବେ ଯୋଗଦେଇଥିଲେ । ପରେ ଏଜି ଅଫିସରେ କ୍ଲର୍କ-କମ-ଟାଇପିଷ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପାଇଥିଲେ । ତାହା ପରେ ସେ [[ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ, ବାରିପଦା]]ଠାରେ ଅଧ୍ୟାପିକା ଭାବେ ୧୯୮୭ ମସିହାରେ ଯୋଗଦେଇଥିଲେ । ତାଙ୍କର "''ସାୟ୍ ସାହେଦ୍''" କବିତା ସଂକଳନ ପାଇଁ ସେ ୨୦୧୦ ମସିହାରେ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]]ରେ ସମ୍ମାନୀତ ହୋଇଥିଲେ ।<ref name="akademi"/>
 
==ବୃତ୍ତିଗତ ଜୀବନ==
୧୯୮୫ରେ ସେ ଜୁନିଅର ଏମ୍ପ୍ଲୋଏମେଣ୍ଟ ଅଫିସର ଭାବେ ଯୋଗଦେଇଥିଲେ । ପରେ ଏଜି ଅଫିସରେ କ୍ଲର୍କ-କମ-ଟାଇପିଷ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପାଇଥିଲେ । ତାହା ପରେ ସେ [[ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ, ବାରିପଦା]]ଠାରେ ଅଧ୍ୟାପିକା ଭାବେ ୧୯୮୭ ମସିହାରେ ଯୋଗଦେଇଥିଲେ । ତାଙ୍କର "''ସାୟ୍ ସାହେଦ୍''" କବିତା ସଂକଳନ ପାଇଁ ସେ ୨୦୧୦ ମସିହାରେ [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]]ରେ ସମ୍ମାନୀତ ହୋଇଥିଲେ ।<ref name="akademi"/>
ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ, ବାରିପଦା
== ପାରିବାରିକ ଜୀବନ ==
୧୯୮୮ ମସିହାରେ ସେ ବ୍ୟାଙ୍କଲେଖକ ଅଫିସର ଭାବେବ୍ୟାଙ୍କ କାର୍ଯ୍ୟରତ ଓ ଲେଖକଅଧିକାରୀ ଗଙ୍ଗାଧର ହାଁସଦାଙ୍କୁ ବିବାହ କରିଥିଲେ ।<ref name="akademi"/>
 
==ସମ୍ମାନ==