"ଜ୍ୟୋତିର୍ମୟୀ ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୯ କ ଧାଡ଼ି:
== ବୃତ୍ତିଗତ ଜୀବନ ==
୨୦୦୩ ମସିହାରେ ଜ୍ୟୋତିର୍ମୟୀ, ଆଇଆଇଟି କାନପୁରରୁ ସିନ୍ଥେଟିକ ଅର୍ଗାନିକ କେମେଷ୍ଟ୍ରୀରେ ପିଏଚଡ଼ି ହାସଲ କରିଥିଲେ । ୨୦୦୪-୦୬ରେ ସେ [[ଜର୍ମାନୀ]]ର ବର୍ଲିନସ୍ଥିତ ''ଫ୍ରି ବିଶ୍ୱବିଦ୍ୟାଳୟ''ରୁ ''ଆଲେକଜାଣ୍ଡର ଭନ ହମଭ୍ଲଟ ଫେଲୋସିପ'', ୨୦୦୬-୦୭ରେ [[ଫ୍ରାନ୍ସ]]ରୁ ପୋଷ୍ଟ ଡକ୍ଟରାଲ ଫେଲୋ, ୨୦୦୭-୦୯ରେ ''କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ''ରୁ ''ମେରି କ୍ୟୁରୀ ଫେଲୋସିପ'' ଓ ୨୦୧୦ରେ ''ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ''ରୁ ଫେଲୋସିପ ହାସଲ କରିଥିଲେ । ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସେ ''ଆଇଜର କୋଲକାତା''ରେ ଅଧ୍ୟାପନା କରିଥିଲେ । ୨୦୧୨ରୁ ସେ କଲିକତାର ଆଇ.ଏ.ସି.ଏସ.(ଇଣ୍ଡିଆନ ଆସୋସିଏସନ ଫର ଦ କଲ୍ଟିଭେସନ ଅଫ ସାଇନ୍ସ)ରେ ଅଧ୍ୟାପନା କରୁଛନ୍ତି ।<ref>{{cite web |title=Academic Profile of Jyotirmayee Dash |url=http://iacs.res.in/faculty-profile.html?id=98# |website=www.iacs.res.in/ |publisher=Indian Association for the Cultivation of Science |accessdate=28 September 2020 |archiveurl=https://web.archive.org/web/20200928054745/http://iacs.res.in/faculty-profile.html?id=98 |archivedate=28 September 2020}}</ref>
 
ଜ୍ୟୋତିର୍ମୟୀଙ୍କ ମୁଖ୍ୟତଃ ସିନ୍ଥେଟିକ ଅର୍ଗାନିକ କେମିଷ୍ଟ୍ରୀ, ନ୍ୟୁକ୍ଲିକ ଏସିଡ଼, ସୁପ୍ରାମଲେକ୍ୟୁଲାର କେମିଷ୍ଟ୍ରୀରେ କାମ କରନ୍ତି । ସିନ୍ଥେଟିକ ମଲ୍ୟୁକୁଲ ଉପରେ ସେ ମୌଳିକ ଗବେଷଣା କରିଛନ୍ତି । ଏହି ଗବେଷଣା, ନ୍ୟୁକ୍ଲିକ ଏସିଡ଼କୁ ଭଲକରି ବୁଝିବା ଓ କର୍କଟ ଏବଂ ଆଣ୍ଟିଭାଇରାଲ ଚିକିତ୍ସା କ୍ଷେତ୍ରରେ ବିକଳ୍ପ ଚିକିତ୍ସା ସନ୍ଧାନରେ ସହାୟକ ହେବ ବୋଲି ଜ୍ୟୋତିର୍ମୟୀଙ୍କ ମତ ।<ref>{{cite news |title=କରୋନା ବ୍ୟାଧି ବିଜ୍ଞାନଦ୍ୱାରା ପରାଜିତ ହେବ : ଜୋତିର୍ମୟୀ ଦାଶ |url=https://sambadepaper.com/imageview_179432_01334332_4_80_11-10-2020_6_i_1_sf.html |accessdate=11 October 2020 |issue=ରବିବାର ସମ୍ବାଦ ୧୧/୧୦/୨୦୨୦ ପୃଷ୍ଠା ୬ |publisher=ଇଷ୍ଟର୍ଣ୍ଣ ମିଡିଆ |archiveurl=https://web.archive.org/web/20201011065206/https://sambadepaper.com/imageview_179432_01334332_4_80_11-10-2020_6_i_1_sf.html |archivedate=11 October 2020}}</ref>
 
== ସମ୍ମାନ ଓ ପୁରସ୍କାର ==