"ଜୟନ୍ତୀ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସମ୍ମାନ ଓ ପୁରସ୍କାର: +ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୦୭
ଟିକେNo edit summary
୪୮ କ ଧାଡ଼ି:
 
'''ଜୟନ୍ତୀ ରଥ''' (ଜନ୍ମ: ୯ ଜୁଲାଇ ୧୯୬୦),<ref>{{cite web |title=ଚରିତ୍ରମାନେ ମୋତେ ହାତଠାରି ଡାକନ୍ତି |url=https://sambadepaper.com/imageview_179339_31434654_4_71_11-10-2020_8_i_1_sf.html |publisher=ସମ୍ବାଦ |accessdate=11 October 2020|archive-url=https://web.archive.org/web/20201011011049/https://sambadepaper.com/imageview_179339_31434654_4_71_11-10-2020_8_i_1_sf.html|archive-date=11 October 2020}}</ref>
ଜଣେ ଓଡ଼ିଆ ଗାଳ୍ପିକା ।<ref>{{cite book|title=Indian Literature|url=https://books.google.com/books?id=vKFjAAAAMAAJ|year=2001|publisher=Sahitya Akademi.}}</ref> ୧୯୯୬ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଶବ୍ଦ ଖେଳ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି<ref>{{cite web |title=Akademi to promote reading habit |url=https://www.telegraphindia.com/states/odisha/akademi-to-promote-reading-habit/cid/1419780 |website=telegraphindia.com |accessdate=26 December 2018}}</ref> ଓ [[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]ରେ କ୍ୟୁରେଟର ଭାବରେ କାର୍ଯ୍ୟ କରିଛନ୍ତି ।<ref name="DasSamsad2003">{{cite book|author1=Harish Chandra Das|author2=State Level Vyasakabi Fakir Mohan Smruti Samsad|title=The cultural heritage of Khurda|url=https://books.google.com/books?id=BxRuAAAAMAAJ|year=2003|publisher=State Level Vyasakabi Fakir Mohan Smruti Samsad}}</ref> ବହୁ ପତ୍ରପତ୍ରିକାରେ ତାଙ୍କର ପ୍ରବନ୍ଧ ଓ ସ୍ତମ୍ଭ ପ୍ରକାଶ ପାଇଛି ।<ref>{{cite journal |title=Sanskrit Schoolars of Orissa |journal=Orissa Review |issue=April 2006 |url=http://magazines.odisha.gov.in/Orissareview/April2006/engpdf/sanskrit_scholars_of_orissa.pdf |accessdate=26 December 2018}}</ref>
 
ବହୁ ପତ୍ରପତ୍ରିକାରେ ତାଙ୍କର ପ୍ରବନ୍ଧ ଓ ସ୍ତମ୍ଭ ପ୍ରକାଶ ପାଇଛି ।<ref>{{cite journal |title=Sanskrit Schoolars of Orissa |journal=Orissa Review |issue=April 2006 |url=http://magazines.odisha.gov.in/Orissareview/April2006/engpdf/sanskrit_scholars_of_orissa.pdf |accessdate=26 December 2018}}</ref> ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲ ପତ୍ରିକାରେ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ୧୯୮୪ରେ ତାଙ୍କର ପ୍ରଥମ ପୁସ୍ତକ ''ଯାତ୍ରାରମ୍ଭ'' ପ୍ରକାଶିତ ହୋଇଥିଲା । ଏଥିରେ ତାଙ୍କର ସହଲେଖିକା ଥିଲେ ବାନ୍ଧବୀ ''ସରିତା ସ୍ୱାଇଁ'' ।
 
== ରଚନାବଳୀ ==
Line ୭୯ ⟶ ୮୧:
* ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୦୭<ref>{{cite web |title=LIST OF Awards |url=http://www.rajdhanibookfair.com/awards.htm |website=Rajdhani Book fair |accessdate=11 October 2020}}</ref>
* ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୧୯୯୬
* ଅଖିଳ ମୋହନ କଥା ସମ୍ମାନ
* ଝଙ୍କରା ପୁରସ୍କାର
* ସୁବ୍ରତ ସ୍ମାରକୀ ପୁରସ୍କାର
* ଓଡ଼ିଶା ଲେଖିକା ସଂସଦ ପୁରସ୍କାର
== ଆଧାର ==
{{ଆଧାର}}