"କନ୍ଧମାଳ ହଳଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
Removing Kandhamala_Haladi.png, it has been deleted from Commons by Podzemnik because: per c:Commons:Deletion requests/File:Kandhamala Haladi.png.
୧୩ କ ଧାଡ଼ି:
'''କନ୍ଧମାଳ ହଳଦୀ''' ଏକ ଭିନ୍ନ ଧରଣର ହଳଦୀ ପ୍ରଜାତି ଯାହା ବିଶ୍ୱ ଦରବାରରେ ନିଜର ଉତ୍କୃଷ୍ଟ ଗୁଣବତ୍ତା ଏବଂ ଔଷଧୀୟ ଗୁଣ ପାଇଁ ଅନେକ ସୁଖ୍ୟାତି ଅର୍ଜନ କରିଅଛି ।{{ଆଧାର ଲୋଡା|date=ଅଗଷ୍ଟ ୨୦୨୦}} ଏହି ପ୍ରଜାତିର ହଳଦୀ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ [[କନ୍ଧମାଳ ଜିଲ୍ଲା]] ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁଳ ମାତ୍ରାରେ ଚାଷ କରାଯାଇଥାଏ । ଏହାର ଉତ୍କୃଷ୍ଟ ଗୁଣବତ୍ତା ଏବଂ ଚାଷ ପ୍ରଣାଳୀକୁ ଧ୍ୟାନରେ ରଖି ଏହି ପ୍ରଜାତିର ହଳଦୀକୁ ୨୦୧୯ ମସିହା [[ଉତ୍କଳ ଦିବସ]] ଉପଲକ୍ଷେ ଭାରତ ସରକାରଙ୍କଦ୍ୱାରା ଭୌଗଳିକ ପରିଚୟ (GI ) ମାନ୍ୟତା ଦିଆଯାଇଛି ।<ref>http://ipindiaservices.gov.in/GirPublic/Application/Details/610</ref> ପାରମ୍ପରିକ ପଦ୍ଧତିରେ ଚାଷ କରାଯାଉଥିବା କନ୍ଧମାଳ ହଳଦୀରେ ମୁଖ୍ୟତଃ ସାର ଓ କୀଟନାଶକର ପ୍ରୟୋଗ କରାଯାଇନଥାଏ ସେଥିପାଇଁ ଏହି ହଳଦୀ ମଧ୍ୟ ଜୈବିକ ମାନ୍ୟତା ପ୍ରାପ୍ତ କରିଛି । ଅଧୁନା କନ୍ଧମାଳର ଚାଷୀଭାଇମାନଙ୍କୁ ନେଇ ଗଠିତ କନ୍ଧମାଳ ଉଚ୍ଚତମ ମସଲା ମାର୍କେଟିଙ୍ଗ ସଂସ୍ଥାନ ଏହି ହଳଦୀର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରୁଅଛି ।<ref>{{Cite news|url=https://www.business-standard.com/article/economy-policy/on-foundation-day-odisha-receives-gi-tag-for-kandhamal-haldi-119040101058_1.html|title=On Foundation Day, Odisha receives GI tag for 'Kandhamal Haldi'|last=Behera|first=Nirmalya|date=2019-04-01|work=Business Standard India|access-date=2020-08-15}}</ref><ref>[https://sambadenglish.com/odisha-famous-kandhamal-haladi-bags-gi-tag/]</ref><ref>{{Cite news|url=https://www.thehindu.com/news/national/other-states/kandhamal-haldi-likely-to-get-gi-tag/article25666904.ece|title=Kandhamal Haldi likely to get GI tag|last=Barik|first=Satyasundar|date=2018-12-05|work=The Hindu|access-date=2020-08-15|language=en-IN|issn=0971-751X}}</ref>
[[ଫାଇଲ:Turmeric Plantation.jpg|thumb|272x272_ପିକସେଲ|ହଳଦୀ କ୍ଷେତ ]]
[[ଫାଇଲ:Kandhamala_Haladi.pngଫା|thumb|Kandhamal Haladi]]