"ନିତ୍ୟାନନ୍ଦ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନିତ୍ୟାନନ୍ଦ ନାୟକ ଆରମ୍ଭ କରାଗଲା
 
ଆଧାର
୫୨ କ ଧାଡ଼ି:
}}
 
'''ନିତ୍ୟାନନ୍ଦ ନାୟକ''', ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୧୯୯୧ ମସିହାରେ ସେ ନିଜ କବିତା ପୁସ୍ତକ ''ଭୋର ଆକାଶ'' ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ପ୍ରତିଭା |url=http://odishasahityaakademi.org/sahitya-award6.php |website=www.odishasahityaakademi.org |publisher=ଓଡ଼ିଶା ସାହିତ୍ୟ ଏକାଡେମୀ |accessdate=8 October 2020 |archiveurl=https://web.archive.org/web/20201008042836/http://odishasahityaakademi.org/sahitya-award6.php |archivedate=8 October 2020}}</ref> ସେ ''ବିଷୁବ ପୁରସ୍କାର'' (୨୦୧୩) ଓ [[ଶାରଳା ପୁରସ୍କାର]] (୨୦୨୦) ମଧ୍ୟ ଲାଭ କରିଛନ୍ତି । ବୃତ୍ତିରେ ସେ ଥିଲେ ଜଣେ ଇଂରାଜୀ ଅଧ୍ୟାପକ ।
 
ନିତ୍ୟାନନ୍ଦ [[ଭଦ୍ରକ ଜିଲ୍ଲା]]ର [[ବାସୁଦେବପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବାସୁଦେବପୁର]] ଅନ୍ତର୍ଗତ ଚିରୋଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୭ [[ଝଙ୍କାର (ପତ୍ରିକା)|ଝଙ୍କାର]] ପତ୍ରିକାରେ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା । ୩୬ ବର୍ଷ ଅଧ୍ୟାପନା ବୃତ୍ତିରେ ରହି, ସେ ୨୦୦୦ ମସିହାରେ ସେ [[ସ୍ୱାମୀ ବିବେକାନନ୍ଦ ମେମୋରିଆଲ ମହାବିଦ୍ୟାଳୟ]]ରୁ ଅବସର ଗ୍ରହଣ କରିଥିଲେ ।
 
== ରଚନାବଳୀ ==
* ସେତେବେଳକୁ ନଥିବି
* ଭୋର ଆକାଶ<ref>{{cite news |title=କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର |url=https://sambadepaper.com/imageview_177702_22522970_4_71_08-10-2020_9_i_1_sf.html |accessdate=8 October 2020 |issue=ସମ୍ବାଦ ୦୮/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯ |publisher=ଇଷ୍ଟର୍ଣ୍ଣ ମିଡିଆ |archiveurl=https://web.archive.org/web/20201008042147/https://sambadepaper.com/imageview_177702_22522970_4_71_08-10-2020_9_i_1_sf.html |archivedate=8 October 2020}}</ref>
* ଭୋର ଆକାଶ
 
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୧ (ଭୋର ଆକାଶ)
* ବିଷୁବ ପୁରସ୍କାର - ୨୦୧୩<ref>{{cite newsweb |title=କବିବିଷୁବ ନିତ୍ୟାନନ୍ଦପୁରସ୍କାର ନାୟକ ପାଇବେ ଶାରଳା ପୁରସ୍କାରବିଜେତା |url=httpshttp://sambadepapertheprajatantra.comorg/imageview_177702_22522970_4_71_08-10-2020_9_i_1_sfAward%20Winner.htmlpdf |accessdatewebsite=8 October 2020www.theprajatantra.org/ |issuepublisher=ସମ୍ବାଦପ୍ରଜାତନ୍ତ୍ର ୦୮/୧୦/୨୦୨୦ପ୍ରଚାର ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯ସମିତି |publisheraccessdate=ଇଷ୍ଟର୍ଣ୍ଣ8 ମିଡିଆOctober 2020 |archiveurl=https://web.archive.org/web/2020100804214720201008054001/httpshttp://sambadepapertheprajatantra.comorg/imageview_177702_22522970_4_71_08-10-2020_9_i_1_sfAward%20Winner.html pdf|archivedate=8 October 2020}}</ref>
* ଶାରଳା ପୁରସ୍କାର - ୨୦୨୦<ref>{{cite web |title=କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର |url=https://www.samajalive.in/nityananda-nayak/224299.html |website=www.samajalive.in |publisher=ସମାଜ |accessdate=7 October 2020 |archiveurl=http://web.archive.org/web/20201007154730/https://www.samajalive.in/nityananda-nayak/224299.html |archivedate=7 October 2020}}</ref>