"ମେଦଦ୍ୱିସ୍ତର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଫାଇଲ:Lipid_bilayer_section.gif|ଡାହାଣ|thumb|300x300_ପିକସେଲ|ଏହି ପ୍ରବାହମ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
 
ପୂର୍ଣ୍ଣଚ୍ଛେଦ ଆଗରୁ ସବୁବେଳେ ସ୍ପେସ ରହିବ । ପ୍ରସଙ୍ଗରେ == ଆଧାର == {{ଆଧାର}} ରଖିବାକୁ ପଡ଼ିବ । ନଥିଲା ତେଣୁ ଯୋଡ଼ାଗଲା ।
୨ କ ଧାଡ଼ି:
[[ଫାଇଲ:Phospholipids_aqueous_solution_structures.svg|ଡାହାଣ|thumb|369x369_ପିକସେଲ|ଦ୍ରବଣରେ [[ଫୋସ୍ଫୋ-ମେଦ]] ନେଉଥିବା ତିନୋଟି ରୂପ; [[ଲିପୋଜମ୍]], [[ମିସେଲେ]] ଏବଂ ଦ୍ୱିସ୍ତର]]
 
'''ମେଦଦ୍ୱିସ୍ତର''' ବା ଫୋସ୍ଫୋ-ମେଦଦ୍ୱିସ୍ତର, ଏକ ପତଳା [[ପୋଲୀୟ ଝିଲ୍ଲୀ]] ଯାହା [[ମେଦାଣୁ|ମେଦାଣୁମାନଙ୍କର]] ଦୁଇଟି ସ୍ତର ଦ୍ବାରା ନିର୍ମିତ। ଏହି ଝିଲ୍ଲୀ ଗୁଡ଼ିକ ସମସ୍ତ କୋଷର କୋଷଜୀବକକୁ ଆବୃତ୍ତ କରି ରଖିଥାନ୍ତି। କୋଷଝିଲ୍ଲୀ ଠାରୁ ଆରମ୍ଭ କରି ସମସ୍ତ କୋଷାଙ୍ଗମାନଙ୍କର ଝିଲ୍ଲୀ (ଯଦି ଅଛି), ନ୍ଯଷ୍ଟିଝିଲ୍ଲୀ, ଏପରିକି [[ଭୂତାଣୁ|ଭୂତାଣୁମାନଙ୍କର]] ମଧ୍ଯ କେତେକ ଅଂଶ ଏହି ଦ୍ୱିସ୍ତରରେ ଗଠିତ। ଏହି ଦ୍ୱିସ୍ତର ବିଭିନ୍ନ ଅଣୁମାନଙ୍କର ଗତିରେ ଏକ ବାଧକ ପରି କାମ କରେ ଏବଂ ଆୟନ ଆଦିଙ୍କୁ ସେହି ସ୍ଥାନରେ ରଖିଥାଏ ଯେଉଁଠାରେ ସେମାନେ ଆବଶ୍ଯକ। ପ୍ରସ୍ଥରେ କେତେକ ନାନୋମିଟର ଥିଲେ ମଧ୍ଯ<ref>Andersen, Olaf S.; Koeppe, II, Roger E. (June 2007). "Bilayer Thickness and Membrane Protein Function: An Energetic Perspective". ''Annual Review of Biophysics and Biomolecular Structure''. '''36''' (1): 107–130. doi:10.1146/annurev.biophys.36.040306.132643. <nowiki>PMID 17263662</nowiki>.</ref> ଉପରୋକ୍ତ କାମପାଇଁ ଏଗୁଡିକ ଯୋଗ୍ୟ ଅଟନ୍ତି କାରଣ ସେମାନେ ଜଳପ୍ରୀତିଅଣୁଗୁଡ଼ିକ ପାଇଁ ପାରଗମ୍ଯ ନୁହଁନ୍ତି।ନୁହଁନ୍ତି ।
 
== ଆଧାର ==
{{ଆଧାର}}