"ହନୁମାନ ଚାଳିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୩୦ କ ଧାଡ଼ି:
 
==ରଚନା ସମ୍ବନ୍ଧୀୟ କିମ୍ବଦନ୍ତୀ==
ଏକଦା ତୁଳସୀ ଦାସ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାଭୂମି ଗୋକୁଳକୁ ତୀର୍ଥ ଦର୍ଶନରେ ଯାଇଥାନ୍ତି। ସେଠାରେ ପ୍ରଭୁଙ୍କୁ ଶ୍ରୀରାମ ରୂପରେ ଦର୍ଶନ ଦେବାକୁ ଧ୍ୟାନମଗ୍ନ ହୋଇ ପ୍ରାର୍ଥନା କଲେ। କହାଯାଏ ଯେ ପ୍ରଭୁ ଶ୍ରୀରାମ ରୂପରେ ଦର୍ଶନ ଦେଇ ତୁଳସୀ ଦାସଙ୍କ ମନୋବାଞ୍ଛା ପୂରଣ କରିଥିଲେ। ସେ ଶ୍ରୀକୃଷ୍ଣ ଓ ଶ୍ରୀରାମ ଅଭିନ୍ନ ବୋଲି ଉପନୀତ ହେଲେ। ଏହି ଘଟଣା ଲୋକମୁଖରେ ଚତୁର୍ଦ୍ଦିଗରେ ବ୍ୟାପିଗଲା। ଦିଲ୍ଲି ବାଦଶାହା ଆକବରଙ୍କ କାନରେ ଏକଥା ପଡିଲା। ସେ ତୁଳସୀ ଦାସଙ୍କୁ ଦରବାରକୁ ଡକାଇ କହିଲେ, 'ଆପଣ ରାମଙ୍କୁ ଦର୍ଶନ କରି ପାରୁଛନ୍ତି ବୋଲି ଆମ୍ଭେ ଶୁଣିଛୁ'। ଥରେ ଆମକୁ ଶ୍ରୀରାମଙ୍କର ଦର୍ଶନ କରାଇ ଦିଅନ୍ତୁ । ତୁଳସୀ ଦାସ କହିଲେ, ଏହା ଭକ୍ତି ଓ ବିଶ୍ୱାସର କଥା । କାହାର ଆଦେଶ ବା ଇଚ୍ଛା ଦ୍ୱାରା ଏହା ସମ୍ଭବ ନୁହେଁ। ଆକବର ଏକଥା ଶୁଣି ରାଗିଗଲେ ଓ ତୁଳସୀ ଦାସଙ୍କୁ ଜେଲରେ ବନ୍ଦୀ କରି ରଖିଲେ। ତୁଳସୀ ଦାସ ଜେଲ ଭିତରେ ଶ୍ରୀରାମଙ୍କୁ ଧ୍ୟାନକରିବାରୁ ହନୁମାନ ଆବିର୍ଭୁତ ହେଲେ ଓ ହନୁମାନଙ୍କ କୃପାରୁ ସେ ହନୁମାନ ଚାଳିଶା ରଚନା କଲେ। ଏହା ଏକ ସ୍ତୋତ୍ର-ସମୁଦାୟ ଚାଳିଶିଟି ପଦରେ ନିବନ୍ଧ। ଏହା ସମ୍ପୂର୍ଣ୍ଣ ହେଲା ବେଳକୁ ଦିଲ୍ଲିରେ ହଜାର ହଜାର ମାଙ୍କଡ ଜନଜୀବନକୁ ଅସ୍ତବ୍ୟସ୍ତ ଓ ଅସ୍ଥିର କଲେ। କିନ୍ତୁ ଆକବରଙ୍କ ସୈନ୍ୟବଳ ଦ୍ୱାରା ମାଙ୍କଡ ଆୟତ୍ତ ହେଲେନାହିଁ। ଶେଷରେ ମନ୍ତ୍ରୀ ଓ ସମ୍ଭ୍ରାନ୍ତଙ୍କ ପରାମର୍ଶ ଦେଲେ, 'ଏହା ହନୁମାନଙ୍କ କୋପର ପରିଣାମ'।ତୁଳସୀ ଦାସଙ୍କୁ ମୁକ୍ତି କରିଦେବାକୁ ପରାମର୍ଶ ଦେଲେ । ଯେମିତି ତୁଳସୀ ଦାସ ମୁକ୍ତ ହୋଇଛନ୍ତି, ତା'ପର ମୁହୂର୍ତ୍ତରେ ସବୁମାଙ୍କଡ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ<ref>୧୨।୭।୨୦୧୩, ପୃଷ୍ଠା-୨, ପ୍ରମେୟ</ref>
ଏକଦା ଖାନ୍-ଏ-ଖାନା ରହିମ୍ ଓ ତୋଦର୍ ମଲ୍‌ଙ୍କ ଠାରୁ କବି [[ତୁଳସୀ ଦାସ]]ଙ୍କ ପ୍ରଶଂସା ଶୁଣି ମୋଗଲ୍ ସମ୍ରାଟ [[ଆକବର]] ତାଙ୍କୁ ନିଜ ରାଜସଭାକୁ ଡକାଇଲେ । କିନ୍ତୁ ତୁଳସୀ ଦାସ ଯିବାକୁ ମନା କରିଦେବାରୁ ତାଙ୍କୁ ବନ୍ଦୀ କରାଯାଇଥିଲା । ଆକବରଙ୍କ ବନ୍ଦୀଗୃହରେ ଥିବା ସମୟରେ ହିଁ ତୁଳସୀ ଦାସ ହନୁମାନ ଚାଳିଶା ରଚନା କରିବା ଆରମ୍ଭ କରିଥିଲେ । ଏପରି କଥିତ ଅଛି ଯେ ହନୁମାନ ଚାଳିଶା ଲେଖିବା ଆରମ୍ଭ କରିବାର ୪୦ତମ ଦିନରେ ସମ୍ପୂର୍ଣ୍ଣ [[ଫତେପୁର ସିକ୍ରି]]କୁ ବଡ଼ ବଡ଼ [[ମାଙ୍କଡ଼]]ମାନେ ଘେରାଉ କରିଥିଲେ । ଆହୁରି ମଧ୍ୟ ସେମାନେ ରାଜମହଲ ଭିତରକୁ ପଶି ଦ୍ୱାରପାଳ ଓ ଜଗୁଆଳିମାନ‌ଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଏହି ମାଙ୍କଡ଼ମାନେ ଏତେ ଉପଦ୍ରବ କଲେ ଯେ ରାଜ୍ୟର ବିଜ୍ଞ ବ୍ୟକ୍ତିମାନେ ତୁଳସୀ ଦାସଙ୍କୁ ମୁକ୍ତ କରିଦେବା ପାଇଁ ଆକବରଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ମୂହୁର୍ତ୍ତରେ ତୁଳସୀ ଦାସଙ୍କୁ ମୁକ୍ତ କରାଗଲା, ସେହି ମୂହୁର୍ତ୍ତରେ ହିଁ ମାଙ୍କଡ଼ମାନେ ସେଠାରୁ ଚାଲିଯାଇଥିଲେ । ଏଥିରୁ ଜଣାଯାଏ ଯେ [[ହନୁମାନ]] ମାଙ୍କଡ଼ମାନ‌ଙ୍କ ରୂପରେ ତୁଳସୀ ଦାସଙ୍କୁ ବନ୍ଦୀଗୃହରୁ ରକ୍ଷା କରିବା ପାଇଁ ଆସିଥିଲେ ।<ref name="ହନୁମାନ ଚାଳିଶା fact">{{cite web|title=Interesting Facts & Fascinating Story of Hanuman Chalisa!|url=http://indiaopines.com/facts-hanuman-chalisa/|accessdate=26 August 2016}}</ref>
 
==ଶ୍ରୀହନୁମାନ ଚାଳିଶା==