"କାର୍ତ୍ତିକେଶ୍ୱର ପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing ଵ with ୱ
ମୃତ୍ୟୁ
୫ କ ଧାଡ଼ି:
| caption =
| birth_date = {{birth date |1941|05|05|df=yes}}
| birth_place = ସୁନ୍ଦରାଡ଼ି, ଭୋଗରାଇ, [[ବାଲେଶ୍ୱର ଜିଲ୍ଲା|ବାଲେଶ୍ୱର]]
| birth_place =
| residence =
| death_date = <!--{{death date and age|2000|2|21|1920|2|27|df=yes}} -->
୪୧ କ ଧାଡ଼ି:
}}
 
'''କାର୍ତ୍ତିକେଶ୍ୱର ପାତ୍ର''' (ଜନ୍ମ: ୫ ମଇ ୧୯୪୧ - ୫ ଅକ୍ଟୋବର ୨୦୨୦) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଔପନ୍ୟାସିକସାହିତ୍ୟିକ ଥିଲେ ।<ref>{{Cite news|url=http://www.dharitri.com/main/news/71867|title=କଂଗ୍ରେସ ଦଳକୁ ସୁଦୃଢ କରିବାକୁ ସଂକଳ୍ପ|last=Dharitri|website=Dharitri.com|language=en|access-date=2019-02-02}}</ref> ସେ [[୧୦ମ ଲୋକ ସଭା|୧୦ମ]] ଓ [[୧୧ଶ ଲୋକ ସଭା]]<nowiki/>ରେ [[ଭାରତର ସଂସଦ]]<nowiki/>ର ତଳ ସଦନ [[ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ୧୯୭୧, ୧୯୭୭ ଓ ୧୯୮୦ ମସିହାରେ [[ଓଡ଼ିଶା ବିଧାନ ସଭା|ଓଡ଼ିଶାର ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
== ଜନ୍ମ, ପରିବାର ଓ ଶିକ୍ଷା ==
କାର୍ତ୍ତିକେଶ୍ୱର ପାତ୍ର ୫ ମଇ ୧୯୪୧ରେ ଜନ୍ମଗ୍ରହଣ କରିଥିଲେ ।<ref name="କାର୍ତ୍ତିକେଶ୍ୱର ପାତ୍ର">{{Cite web|url=http://naveenpatnaik.com/MLA-Kartikeswar-Patra-of-BHOGRAI-constituency-521.html|title=MLA Kartikeswar Patra Profile {{!}} BHOGRAI Constituency|website=naveenpatnaik.com|access-date=2019-02-02}}</ref> ତାଙ୍କ ବାପାବାପାଙ୍କ ହେଉଛନ୍ତିନାମ ଥିଲା ଭଗବାନ ଚନ୍ଦ୍ର ପାତ୍ର । ସେ [[ଉମାରାଣୀ ପାତ୍ର]]<nowiki/>ଙ୍କୁ ବିବାହ କରିଥିଲେ ।<ref name="କାର୍ତ୍ତିକେଶ୍ୱର ପାତ୍ର" /> ଶ୍ରୀ ପାତ୍ର ଓଡ଼ିଶାରେ ସ୍ନତକୋତ୍ତରସ୍ନାତକୋତ୍ତର କରିବାପରେ ଡକ୍ଟରେଟ କରିଥିଲେ ।<ref name="କାର୍ତ୍ତିକେଶ୍ୱର ପାତ୍ର" />
 
== ରାଜନୈତିକ ଜୀବନ ==
କାର୍ତ୍ତିକେଶ୍ୱର ଶିକ୍ଷକତାରୁ ନିଜ ବୃତ୍ତି ଆରମ୍ଭ କରିଥିଲେ । ୧୯୬୭ ମସିହାରେ ଭୋଗରାଇ ପଞ୍ଚାୟତ ସମିତିର ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।<ref name="କାର୍ତ୍ତିକେଶ୍ୱର ପାତ୍ର" /> ଏହାପରେ ସେ ୧୯୭୧ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳର ପ୍ରତିନିଧି ଭାବରେ [[ଭୋଗରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[ଓଡ଼ିଶା ବିଧାନ ସଭା|ଓଡ଼ିଶାର ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ପୁଣିଥରେ ୧୯୭୪ ମସିହରେ ୨ୟଥର ପାଇଁ ଏବଂ ୧୯୮୦ ମସିହାରେ ୩ୟ ଥର ପାଇଁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
 
୧୯୯୧ ମସିହାରେ କାର୍ତ୍ତିକେଶ୍ୱର [[୧୦ମ ଲୋକ ସଭା]]<nowiki/>କୁ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳର ପ୍ରତିନିଧି ଭାବରେ [[ବାଲେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚିତ ହୋଇଥିଲେ ଏବଂ ପରେ [[୧୧ଶ ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ୨୦୧୪ ସମୟରେମସିହାରେ ସେ [[କଂଗ୍ରେସ|କଂଗ୍ରସ]] ଦଳ ଛାଡ଼ିଥିଲେ,ତୃଣମୂଳ ମାତ୍ରକଂଗ୍ରେସ ପୁଣିତରଫରୁ [[ବାଲେଶ୍ଵର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ]] ନିର୍ବାଚନ ଲଢି ପରାଜିତ ହୋଇଥିଲେ । ୨୦୧୯ମସିହାରେ ସେ ପୁଣି କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।<ref>{{Cite news|url=http://sambad.in/politics/ex-mp-kartikaeswar-patra-joins-congress-154158/|title=କଂଗ୍ରେସର ମିଶ୍ରଣ ପର୍ବ: ଘରକୁ ବାହୁଡିଲେ ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର|date=2018-06-06|website=Sambad|language=en-US|access-date=2019-02-02}}</ref><ref>{{Cite news|url=https://khabar.odishatv.in/top-news/former-party-leaders-rejoin-congress/11128/|title=କଂଗ୍ରେସକୁ ଫେରୁଛନ୍ତି ପୁରୁଣା ନେତା|date=2018-06-06|website=OTV Khabar|language=en-US|access-date=2019-02-02}}</ref>
 
== ସାହିତ୍ୟ ରଚନା ==
୭୨ କ ଧାଡ଼ି:
* କଳିଙ୍ଗ କନ୍ୟା
* କଳିଙ୍ଗ ସମ୍ରାଟ
 
== ମୃତ୍ୟୁ ==
୨୦୨୦ ଅକ୍ଟୋବର ୫ ତାରିଖରେ [[କରୋନାଭୂତାଣୁ ରୋଗ ୨୦୧୯|କରୋନାରେ]] ପୀଡ଼ିତ ହୋଇ, ତାଙ୍କର ପରଲୋକ ଘଟିଥିଲା ।<ref>{{cite web |title=ବର୍ଷୀୟାନ ରାଜନେତା ଡ.କାର୍ତ୍ତିକେଶ୍ୱର ପାତ୍ର ଆଉ ନାହାନ୍ତି |url=https://sambad.in/state/veteran-politician-dr-karthikeshwar-patra-is-no-more-569744/ |website=www.sambad.in |publisher=ଇଷ୍ଟର୍ଣ୍ଣ ମିଡିଆ |accessdate=6 October 2020 |ref=6 October 2020 |archiveurl=https://web.archive.org/web/20201006041921/https://sambad.in/state/veteran-politician-dr-karthikeshwar-patra-is-no-more-569744/}}</ref>
 
== ଆଧାର ==