"ପ୍ରଦୀପ ମହାରଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୨ କ ଧାଡ଼ି:
}}
 
'''ପ୍ରଦୀପ ମହାରଥୀ''' (୪ ଜୁଲାଇ ୧୯୫୫ - ୪ ଅକ୍ଟୋବର ୨୦୨୦) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେପ୍ରଥମେ ଜନତା ଦଳ ଓ ପରେ [[ବିଜୁ ଜନତା ଦଳ]]<nowiki/>ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେକରିଥିଲେ । ପ୍ରଦୀପ [[ଓଡ଼ିଶା ବିଧାନ ସଭାରେସଭା|ଓଡ଼ିଶା ଜଣେବିଧାନ ବିଧାୟକ ଭାବରେସଭାକୁ]] ୭ ଥର କାର୍ଯ୍ୟନିର୍ବାଚିତ କରିଥିଲେହୋଇଥିଲେ । ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ପିପିଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୯ମ ଓଡ଼ିଶା ବିଧାନ ସଭା|୯ମ]], [[୧୦ମ ଓଡ଼ିଶା ବିଧାନ ସଭା|୧୦ମ]], [[୧୨ଶ ଓଡ଼ିଶା ବିଧାନ ସଭା|୧୨ଶ]], [[୧୩ଶ ଓଡ଼ିଶା ବିଧାନ ସଭା|୧୩ଶ]], [[୧୪ଶ ଓଡ଼ିଶା ବିଧାନ ସଭା|୧୪ଶ]], [[୧୫ଶ ଓଡ଼ିଶା ବିଧାନ ସଭା|୧୫ଶ]] ଓ [[୧୬ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
 
== ଜନ୍ମ, ପରିବାର ଓ ଶିକ୍ଷା ==
୫୦ କ ଧାଡ଼ି:
ପ୍ରଦୀପ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୭ଥର କାର୍ଯ୍ୟ କରିଥିଲେ ।<ref>{{cite news |title=BJD strongman, 7-time Odisha MLA Pradeep Maharathy no more |url=https://sambadenglish.com/bjd-strongman-7-time-odisha-mla-pradeep-maharathy-no-more/ |accessdate=4 October 2020 |work=Sambad English |publisher=sambadenglish.com |date=3 October 2020 |archiveurl=http://web.archive.org/web/20201004032401/https://sambadenglish.com/bjd-strongman-7-time-odisha-mla-pradeep-maharathy-no-more/ |archivedate=4 October 2020}}</ref> ପ୍ରଦୀପ ଓଡ଼ିଶା ବିଧାନ ସଭାରେ ୨୦୧୧ ମସିହା ମଇ ମାସ ୧୦ ତାରିଖରେ କୃଷି ମନ୍ତ୍ରୀ, ୨୦୧୪ ମଇ ମାସ ୨୧ରେ କୃଷି, ମତ୍ସପାଳନ ଓ ପଶୁସମ୍ପଦ ମନ୍ତ୍ରୀ, ୨୦୧୭ ମସିହା ମଇ ମାସ ୭ ତାରିଖରେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ୨୦୧୭ ମସିହା ଡିସେମ୍ବର ୨୨ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସପାଳନ ଓ ପଶୁ ସମ୍ପଦ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।<ref name="ପ୍ରଦୀପ ମହାରଥୀଙ୍କ ପରଲୋକ" />
 
ପ୍ରଦୀପ ମହାରଥୀ ପୁରୀର [[ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂସ୍ୱୟଂଶାସିତ ଶାସିତମହାବିଦ୍ୟାଳୟ|ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟରେ]] ପଢ଼ୁଥିବା ସମୟରେ ଜଣେ ଛାତ୍ରନେତା ଭାବରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୮୫ ମସିହାର ସେ ପ୍ରଥମଥର ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।<ref name="Pradip Maharathi" /> ଏହି ନିର୍ବାଚନରେ ସେ ୨୫,୬୯୮ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର ପ୍ରାର୍ଥୀ ବିପିନ ଦାସଙ୍କୁ ୩୩୯ ଖଣ୍ଡ ଭୋଟରେ ପରାସ୍ତ କରି ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=https://eci.gov.in/files/file/3625-orissa-1985/|title=Orissa 1985|website=Election Commission of India|language=en-IN|access-date=2019-06-27}}</ref> ଏହି ବିଧାନ ସଭାରେ ସେ ୧୯୮୫ରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।<ref name="Pradeep Maharathy" />
 
୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ୫୪,୩୯୭ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ୩୦,୩୫୧ ଖଣ୍ଡ ଭୋଟରେ ପରାସ୍ତ କରି ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=https://eci.gov.in/files/file/3626-orissa-1990/|title=Orissa 1990|website=Election Commission of India|language=en-IN|access-date=2019-06-27}}</ref> ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।<ref name="Pradeep Maharathy" />