"ଆନା ସାଗର ହ୍ରଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removed Category:ହ୍ରଦ using HotCat
#WLF
୩୬ କ ଧାଡ଼ି:
== କିମ୍ବଦନ୍ତୀ ==
ଲୋକ କଥାରେ ପ୍ରଚଳିତ ଅଛି , ଯେତେବେଳେ ମୁସଲିମ ସନ୍ଥ ମୋଇନୁଦ୍ଦିନ ଚୃଷ୍ଟି ତାଙ୍କର ସହଚର ମାନଙ୍କ ସହ ଏହି ହ୍ରଦ ଭ୍ରମଣରେ ଆସିଲେ ତାଙ୍କୁ ଏହି ହ୍ରଦର ପାଣି ବ୍ୟବହାର କରିବାକୁ ବାରଣ କରାଗଲା । ସେ ଗୋଟିଏ କପରେ ପଣି ମାଗିଲେ । ତାହା ତାଙ୍କୁ ଦିଅ ଯିବା ପରେ ସେ ସେଇ ପାଣି ପିଇବା ପରେ ଦେଖାଗଲା ପୁରା ହ୍ରଦର ପାଣି ଶୁଖିଗଲା । ଏହା ପରେ ଲୋକ  ମାନେ ମାଫି ମାଗି ତାଙ୍କୁ ଅନୁରୋଧ କରିବାରୁ  ସେ ପୁଣି ହ୍ରଦରେ ଜଳ ଭର୍ତି ହେଇଯିବାକୁ ଆଦେଶ ଦେଲେ । ସେହି ଦିନରୁ ତାଙ୍କର ବହୁ ସଂଖ୍ୟାରେ ଅନୁଗତ ସେ ଅଞ୍ଚଳରେ ରହିଲେ । 
[[File:Anasagar Lakh.jpg|thumb|ଏହା ଏକ ସୁନ୍ଦର ହ୍ରଦ |]]
 
== ଭାରତର ହ୍ରଦ ସମୂହର ତାଲିକା ==
* [[ଭାରତୀୟ ହ୍ରଦ ସମୂହର ତାଲିକା|List of lakes in India]]